ETV Bharat / state

ଶୁଖି ଯାଉଛି ମହାନଦୀ, ପଦକ୍ଷେପ ପାଇଁ ଦାବିପତ୍ର ପ୍ରଦାନ - mahanadi river

ଶୀତ ଦିନ ଆରମ୍ଭରୁ ଶୁଖିଯିବାକୁ ବସିଲାଣି ମହାନଦୀର ଜଳ ରାଶି । ବୌଦ୍ଧ ଜିଲ୍ଲାର ନବେ ପ୍ରତିଶତ ଅଧିବାସୀ ପାନୀୟଜଳ ପାଇଁ ମହାନଦୀର ଜଳ ଉପରେ ନିର୍ଭର କରିଥାନ୍ତି । କିନ୍ତୁ ଚଳିତ ବର୍ଷ ମହାନଦୀରେ ଜଳସ୍ରୋତ କମି କେବଳ ମଝିରେ ଏକ ଛୋଟ ଧାର ପ୍ରବାହିତ ହେଉଛି ।

ଶୁଖି ଯାଉଛି ମହାନଦୀ, ପଦକ୍ଷେପ ପାଇଁ ଦାବିପତ୍ର ପ୍ରଦାନ

author img

By

Published : Dec 5, 2020, 9:26 AM IST

Updated : Dec 5, 2020, 9:46 AM IST

ବୌଦ୍ଧ:ମହାନଦୀରେ ଶୀତ ଋତୁ ଆରମ୍ଭରୁ ଜଳସ୍ରୋତ ଶୁଖିଯିବାକୁ ବସିଛି । ଇଟିଭି ଭାରତରେ ଖବର ପ୍ରସାରଣ ପରେ ଯୁବ ବର୍ଗ ଏନେଇ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ଶୀତ ଦିନ ଆରମ୍ଭରୁ ଶୁଖିଯିଵାକୁ ବସିଲାଣି ମହାନଦୀର ଜଳ ରାଶି । ବୌଦ୍ଧ ଜିଲ୍ଲାର ନବେ ପ୍ରତିଶତ ଅଧିବାସୀ ପାନୀୟଜଳ ପାଇଁ ମହାନଦୀର ଜଳ ଉପରେ ନିର୍ଭର କରିଥାନ୍ତି । କିନ୍ତୁ ଚଳିତ ବର୍ଷ ମହାନଦୀରେ ଜଳସ୍ରୋତ କମି କେବଳ ମଝିରେ ଏକ ଛୋଟ ଧାର ପ୍ରବାହିତ ହେଉଛି ।

ଶୁଖି ଯାଉଛି ମହାନଦୀ, ପଦକ୍ଷେପ ପାଇଁ ଦାବିପତ୍ର ପ୍ରଦାନ
ଶୁଖି ଯାଉଛି ମହାନଦୀ, ପଦକ୍ଷେପ ପାଇଁ ଦାବିପତ୍ର ପ୍ରଦାନ
ଶୁଖି ଯାଉଛି ମହାନଦୀ, ପଦକ୍ଷେପ ପାଇଁ ଦାବିପତ୍ର ପ୍ରଦାନ

ତେଣୁ ଆଗାମୀ ଦିନରେ ଜଳ ସଙ୍କଟର ସମ୍ଭାବନା ଦେଖାଦେଇଛି । ଗତ ପାଞ୍ଚ ଦିନ ପୂର୍ବରୁ ଇଟିଭି ଭାରତରେ ଜଳସଙ୍କଟକୁ ନେଇ ଖବର ପ୍ରସାରଣ ପରେ ଶୁକ୍ରବାର ବୌଦ୍ଧର କେତେକ ଯୁବକ ଏ ସମ୍ପର୍କରେ ବୌଦ୍ଧ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ବୌଦ୍ଧ ପୌରାଞ୍ଚଳର ସତରଟି ଓ୍ବାର୍ଡ ସହିତ ଅନ୍ୟାନ୍ୟ ଅନ୍ୟାନ୍ୟ ଅଞ୍ଚଳର ପାନୀୟଜଳ ସମସ୍ୟା ଦୂର ପାଇଁ ବର୍ତ୍ତମାନ ଠାରୁ ପଦକ୍ଷେପ ଗ୍ରହଣ କରିବା ସହିତ ଜିଲ୍ଲାରେ ମହାନଦୀ ଉପରେ ଏକ ବ୍ୟାରେଜ ନିର୍ମାଣ ପାଇଁ ଦାବି କରାଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Dec 5, 2020, 9:46 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.