ETV Bharat / state

ଅବ୍ୟବସ୍ଥା ଘେରରେ ମହାବିଦ୍ୟାଳୟ, ପାଞ୍ଚବର୍ଷ ପରେ ଖୋଲିଲା କବାଟ - college was opened after five years

ଅବ୍ୟବସ୍ଥା ଘେରରେ ଜିଲ୍ଲାର ସର୍ବପ୍ରଥମ ମହାବିଦ୍ୟାଳୟ । ଶ୍ରେଣୀ କକ୍ଷ ଠାରୁ ଆରମ୍ଭ କରି ଅଧ୍ୟକ୍ଷଙ୍କ କକ୍ଷର ଆବଶ୍ୟକତା ଥିବା ବେଳେ ଦୀର୍ଘ ପାଞ୍ଚ ବର୍ଷ ତଳେ ନିର୍ମାଣ ହୋଇ ଉଦଘାଟିତ ହୋଇଥିବା ଲାଙ୍ଗୁଏଷ୍ଟିକ କକ୍ଷ ଶନିବାର ଦିନ କାର୍ଯ୍ୟ କ୍ଷମ ହୋଇଛି । ଅଧିକ ପଢନ୍ତୁ...

ଅବ୍ୟବସ୍ଥା ଘେରରେ ମହାବିଦ୍ୟାଳୟ, ପାଞ୍ଚବର୍ଷ ପରେ ଖୋଲିଲା କବାଟ

author img

By

Published : Feb 13, 2021, 9:03 PM IST

ବୌଦ୍ଧ : ଅବ୍ୟବସ୍ଥା ଘେରରେ ଜିଲ୍ଲାର ସର୍ବପ୍ରଥମ ମହାବିଦ୍ୟାଳୟ । ଶ୍ରେଣୀ କକ୍ଷ ଠାରୁ ଆରମ୍ଭ କରି ଅଧ୍ୟକ୍ଷଙ୍କ କକ୍ଷର ଆବଶ୍ୟକତା ଥିବା ବେଳେ ଦୀର୍ଘ ପାଞ୍ଚ ବର୍ଷ ତଳେ ନିର୍ମାଣ ହୋଇ ଉଦଘାଟିତ ହୋଇଥିବା ଲାଙ୍ଗୁଏଷ୍ଟିକ କକ୍ଷ ଶନିବାର ଦିନ କାର୍ଯ୍ୟ କ୍ଷମ ହୋଇଛି ।

ଅବ୍ୟବସ୍ଥା ଘେରରେ ମହାବିଦ୍ୟାଳୟ, ପାଞ୍ଚବର୍ଷ ପରେ ଖୋଲିଲା କବାଟ
ଅବ୍ୟବସ୍ଥା ଘେରରେ ଜିଲ୍ଲାର ସର୍ବପ୍ରଥମ ମହାବିଦ୍ୟାଳୟ । ବୌଦ୍ଧ ଜିଲ୍ଲାର ସର୍ବ ପ୍ରଥମ ମହାବିଦ୍ୟାଳୟ ବର୍ତ୍ତମାନ ନାନା ସମସ୍ୟାରେ ଛନ୍ଦି ହୋଇଥିବା ଜଣାପଡିଛି । ଗତ ପାଞ୍ଚ ବର୍ଷ ତଳେ ନିର୍ମାଣ ହୋଇ ଉଦଘାଟିତ ହୋଇସାରିଥିବା ଏକମାତ୍ର ଲାଙ୍ଗୁଏଷ୍ଟିକ କକ୍ଷକୁ ତାଲା ପକାଯାଇ ରଖା ଯାଇଥିଲା ।

ଏହାର ତାଲା ଖୋଲିବାକୁ ଜିଲ୍ଲା ପ୍ରଶାସନ ମଧ୍ୟ ଚେଷ୍ଟା କରି ବିଫଳ ହୋଇଥିଲା । ଶେଷରେ ଏହି କକ୍ଷର କବାଟ ଖୋଲିବାରେ ସକ୍ଷମ ହେଲା ମହାବିଦ୍ୟାଳୟ । ଶନିବାର ଦୀର୍ଘ ପାଞ୍ଚ ବର୍ଷ ପରେ ପ୍ରଥମ ଥର ପାଇଁ ଏହି ଲାଙ୍ଗୁଏଷ୍ଟିକ କକ୍ଷରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମହାବିଦ୍ୟାଳୟର ଶ୍ରେଣୀ ଗୃହ ଠାରୁ ଆରମ୍ଭ କରି ଲାବ୍ରୋଟୋରୀ ଗୃହର ଯଥେଷ୍ଟ ଆବଶ୍ୟକତା ରହିଥିଲେ ମଧ୍ୟ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ଉଦବେଗ ପ୍ରକାଶ ପାଇଛି ।

ପରିସ୍ଥିତି ଏପରି ଯେ, ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ମଧ୍ୟ ଛାତ୍ରୀ ନିବାସରେ ଚାଲିଥିବା ଖୋଦ ମହାବିଦ୍ୟାଳୟ ଅଧ୍ୟକ୍ଷ ସ୍ୱୀକାର କରିବା ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଇଟିଭି ଭାରତକୁ ସୂଚନା ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.