ETV Bharat / state

ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ଅଚାନକ ବୌଦ୍ଧ ଗସ୍ତ

author img

By

Published : Apr 27, 2020, 10:26 AM IST

ଜିଲ୍ଲାରେ କିପରି କୋଭିଡ ପରିଚାଳନା କରାଯାଉଛି ସେନେଇ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନଙ୍କ ବୌଦ୍ଧ ଗସ୍ତ । କୋଭିଡ ସେଣ୍ଟର ବୁଲି ଦେଖିବା ଜିଲ୍ଲାପ୍ରଶାସନଙ୍କ ଆଲୋଚନା କରିଛନ୍ତି ଅଧିକାରୀ ।

ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଅଚାନକ ବୌଦ୍ଧ ଗସ୍ତ

ବୌଦ୍ଧ: ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ଅଚାନକ ବୌଦ୍ଧ ଗସ୍ତ । କିପରି କୋଭିଡ ପରିଚାଳନା ହେଉଛି ସେନେଇ ଅନୁଧ୍ୟାନ କରିଛନ୍ତି ଅଧିକାରୀ । ଜିଲ୍ଲାର କୋଭିଡ ହେଲଥ ସେଣ୍ଟର ଓ କେୟାର ସେଣ୍ଟର ବୁଲି ଦେଖିବା ସହ ଉଚ୍ଚ ପ୍ରଶଂସା ମଧ୍ୟ କରିଥିଲେ ।

ସର୍କିଟ ହାଉସ ଠାରେ କୋଭିଡ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରିଥିଲେ । ଅତି ଅଳ୍ପ ସମୟରେ ବୌଦ୍ଧର ପୁରୁଣା ଜେଲକୁ କୋଭିଡ ହସ୍ପିଟାଲ ପରିଣତ କରାଯାଇଥିବାରୁ ଏହାକୁ ଯାଞ୍ଚ କରିଥିଲେ ଅଧିକାରୀ । ଆଗକୁ ଏ ଦିଗରେ ଆହୁରି କିଭଳି ବିକାଶ କରାଯିବ ସେନେଇ ମଧ୍ୟ ପରାମର୍ଶ ଦେଇଥିଲେ ।

ଆରଡିସିଙ୍କ ଗସ୍ତ ସମୟରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଏସପି ଭି.ରଘୁନାଥ ରାଓ, ଉପଜିଲ୍ଲାପାଳ ଏନସି ଜ୍ୟୋତିରଞ୍ଜନ ନାଏକ, ସିଡିଏମଓ ଲକ୍ଷ୍ମୀଧର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.