ETV Bharat / state

ମଙ୍ଗଳବାର ଠୁ ବୌଦ୍ଧରେ ଖୋଲିବ ଦୋକାନ

author img

By

Published : Apr 27, 2020, 12:02 PM IST

ମଙ୍ଗଳବାର ଠୁ ବୌଦ୍ଧ ଜିଲ୍ଲାର କେତେକ ନିର୍ଦ୍ଦିଷ୍ଟ ଦୋକାନ ଖୋଲିବ । ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ସାମାଜିକ ଦୂରତାକୁ ନେଇ ସନ୍ଦେହ ପ୍ରକଟ କରିଛନ୍ତି ବୁଦ୍ଧିଜୀବୀ । ଅଧିକ ପଢନ୍ତୁ...

ମଙ୍ଗଳବାର ଠୁ ବୌଦ୍ଧରେ ଖୋଲିବ ଦୋକାନ
ମଙ୍ଗଳବାର ଠୁ ବୌଦ୍ଧରେ ଖୋଲିବ ଦୋକାନ

ବୌଦ୍ଧ: ସରକାରଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶାର କେତେକ ଜିଲ୍ଲାରେ ଧିରେ ଧିରେ ଖୋଲିଛି ଦୋକାନ ବଜାର । ବୌଦ୍ଧ ଜିଲ୍ଲା ଗ୍ରୀନ ଜୋନ ମଧ୍ୟରେ ଥିବାରୁ ଲକଡାଉନ ନିୟମରେ ପୂର୍ବରୁ ଲୋକଙ୍କ ପାଇଁ କଟକଣାକୁ କିଛି ମାତ୍ରାରେ କୋହଳ କରାଯାଇଛି । ସେହିପରି ବ୍ୟବସାୟୀଙ୍କ ପାଇଁ ମଧ୍ୟ କିଛି ନିର୍ଦ୍ଦିଷ୍ଟ ସର୍ତ୍ତାବଳୀ ସହିତ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ । ତେବେ ମଙ୍ଗଳବାର ଠାରୁ ଜିଲ୍ଲାରେ କିଛି ନିର୍ଦ୍ଦିଷ୍ଟ ଦୋକାନ ଖୋଲିବା ନେଇ ସୂଚନା ଦିଆଯାଇଛି ।

ମଙ୍ଗଳବାର ଠୁ ବୌଦ୍ଧରେ ଖୋଲିବ ଦୋକାନ

ବୌଦ୍ଧରେ ଦୋକାନ ବଜାର ଖୋଲିବା ସମ୍ପର୍କରେ ଏକ ତାଲିକା ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତ କରାଯାଇଛି । ତେବେ ସାମାଜିକ ଦୂରତା ଉପରେ ଅଧିକ ଗୁରୁତ୍ବ ଦିଆଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ରବିବାର କିଛି ଜିଲ୍ଲାରେ ସଟଡାଉନ ଖୋଲିବା ପରେ ତେବେ ଯେଭଳିଭାବେ ଲେକେ ବଜାରରେ ଭିଡ ଜମାଇଥିଲେ । ଏହାକୁ ଦୃଷ୍ଟିରେ ରଖି ବୌଦ୍ଧ ଜିଲ୍ଲାରେ ଲେକେ ଲକଡାଉନ ନିୟମକୁ କେତେଦୂର ପାଳନ କରିବେ, ଏନେଇ ପ୍ରଶ୍ନ ଉଠିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.