ETV Bharat / state

ବୌଦ୍ଧରେ ସାତୋଟି ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା - ସାତୋଟି ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା

ଦିନକୁ ଦିନ ହୁ ହୁ ବଢୁଛି ଦୈନିକ ସଂକ୍ରମଣ । ବୌଦ୍ଧ ଜିଲ୍ଲାରେ ସଂକ୍ରମଣ ବଢିବାରୁ ଜିଲ୍ଲାରେ ସାତୋଟି ସ୍ଥାନରୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବରେ ଘେଷଣା କରାଯାଇଛି । ଅଧିକ ପଢନ୍ତୁ...

ସାତୋଟି ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା

author img

By

Published : Apr 28, 2021, 10:40 AM IST

ବୌଦ୍ଧ: ଜିଲ୍ଲାରେ ବଢିବାରେ ଲାଗିଛି କୋରୋନା ସଂକ୍ରମଣ । ଏନେଇ ଜିଲ୍ଲାର ବସ୍ତି ସମେତ ସାତୋଟି ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି ଜିଲ୍ଲାପାଳ ।

ସାତୋଟି ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା

କୋରୋନା ସଂକ୍ରମଣର ଦ୍ବିତୀୟ ଲହରୀ ଦ୍ରୁତ ଗତିରେ ମାଡି ଚାଲିଛି । ଫଳରେ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି । ଜିଲ୍ଲାରେ ତିନି ଦିନ ମଧ୍ୟରେ ତିନି ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇସାରିଛି । ବୌଦ୍ଧ ଜିଲ୍ଲା ସଦର ମହକୁମା କୋରୋନାର ହଟସ୍ପଟ ପାଲଟିଥିବାବେଳେ ଜିଲ୍ଲାର ସାତୋଟି ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି ଜିଲ୍ଲାପାଳ ।

ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଆସନ୍ତା 29 ତାରିଖରୁ ସକାଳ 6ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବାକୁ ନିଷ୍ପତ୍ତି ନେଇଛି ବୌଦ୍ଧ ବଣିକ ସଂଘ । କେବଳ ସଚେତନତା ଓ ନିୟମପାଳନ ହିଁ ସଂକ୍ରମଣରେ ବ୍ରେକ ଲଗାଇପାରିବ । ଆଜି ଜିଲ୍ଲାରେ 83 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.