ETV Bharat / state

ବୌଦ୍ଧର ବରିଷ୍ଠ ନାଗରିକଙ୍କୁ ଭୁଲିଗଲେ ସରକାର, ତୀର୍ଥଯାତ୍ରାରେ ସୁଯୋଗ ଦାବିରେ ବିକ୍ଷୋଭ - ବୌଦ୍ଧ ମନମୁଣ୍ଡା ଥାନା ତିନି ନମ୍ବର ଜୋନ

ବୌଦ୍ଧର ମନମୁଣ୍ଡା ଥାନା ଅନ୍ତର୍ଗତ ତିନି ନମ୍ବର ଜୋନର ଶତାଧିକ ବରିଷ୍ଠ ନାଗରିକ ମଙ୍ଗଳବାର ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ତୀର୍ଥ ଭ୍ରମଣରେ ସ୍ଥାନ ମିଳୁନଥିବା ଅଭିଯୋଗ କରି ଧାରଣାରେ ବସିଥିଲେ । ଅଧିକ ପଢନ୍ତୁ...

ବରିଷ୍ଠ ନାଗରିକଙ୍କୁ ତୀର୍ଥ ଭ୍ରମଣ ସୁଯୋଗ ମିଳିବା ଦାବିରେ ବିକ୍ଷୋଭ
ବରିଷ୍ଠ ନାଗରିକଙ୍କୁ ତୀର୍ଥ ଭ୍ରମଣ ସୁଯୋଗ ମିଳିବା ଦାବିରେ ବିକ୍ଷୋଭ
author img

By

Published : Dec 24, 2019, 5:09 PM IST

ବୌଦ୍ଧ: ଉଚିତ ସମ୍ମାନ ଓ ତୀର୍ଥଯାତ୍ରାରେ ସାମିଲ କରାଯାଉ ନଥିବା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ବରିଷ୍ଠ ନାଗରିକ ।

ବରିଷ୍ଠ ନାଗରିକଙ୍କୁ ତୀର୍ଥ ଭ୍ରମଣ ସୁଯୋଗ ମିଳିବା ଦାବିରେ ବିକ୍ଷୋଭ

ବୌଦ୍ଧର ମନମୁଣ୍ଡା ଥାନା ଅନ୍ତର୍ଗତ ତିନି ନମ୍ବର ଜୋନର ଶତାଧିକ ବରିଷ୍ଠ ନାଗରିକ ମଙ୍ଗଳବାର ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ତୀର୍ଥ ଭ୍ରମଣରେ ସ୍ଥାନ ମିଳୁନଥିବା ଅଭିଯୋଗ କରି ଧାରଣାରେ ବସିଥିଲେ । କେବଳ ତିନି ନମ୍ବର ଜୋନର ଦୁଇ ଶହ 72 ଜଣ ବରିଷ୍ଠ ନାଗରିକ ଗତବର୍ଷଠାରୁ ସରକାରଙ୍କ ତୀର୍ଥଯାତ୍ରା ଯୋଜନାରେ ଆବେଦନ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେମାନଙ୍କୁ କୌଣସି ସୂଚନା ଦିଆଯାଉନଥିବା ସେମାନେ ଅଭିଯୋଗ କରିଛନ୍ତି । ଏହାସହ ଏମାନଙ୍କ ମଧ୍ୟରୁ ଅଧିକାଂଶ ବରିଷ୍ଠ ନାଗରିକଙ୍କୁ ପରିଚୟପତ୍ର ମଧ୍ୟ ମନମୁଣ୍ଡା ଥାନା ପକ୍ଷରୁ ଯୋଗାଇ ଦିଆଯାଉ ନଥିବାରୁ ବହୁ ଅସୁବିଧା ସୃଷ୍ଟି ହେଉଛି।

ମଙ୍ଗଳବାର ଶତାଧିକ ବରିଷ୍ଠ ନାଗରିକ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣାରେ ବସିଥିଲେ । ଜିଲ୍ଲାପାଳ ଅନୁପସ୍ଥିତ ଥିବାରୁ ସହକାରୀ ଜିଲ୍ଲାପାଳ ଦେବାଶିଷ ପାଣ୍ଡିଆ ଦାବିପତ୍ର ଗ୍ରହଣ କରିଥିଲେ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro: ଉଚିତ ସମ୍ମାନ ଓ ତୀର୍ଥ ଯାତ୍ରାରେ ସାମିଲ କରାଯାଉନଥିବା ଅଭିଯୋଗ କରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ବରିଷ୍ଠ ନାଗରିକ ।
ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଥାନା ଅନ୍ତର୍ଗତ ତିନି ନମ୍ବର ଜୋନର ଶତାଧିକ ବରିଷ୍ଠ ନାଗରିକ ମଙ୍ଗଳବାର ବୌଦ୍ଧ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟକୁ ଆସି ତୀର୍ଥ ଭ୍ରମଣରେ ସ୍ଥାନ ମିଳୁ ନଥିବା ଅଭିଯୋଗ କରି ଧାରଣା ରେ ବସିଥିଲେ ।କେବଳ ତିନି ନମ୍ବର ଜୋନର ଦୁଇ ଶହ ବାସ୍ତୋରି ଜଣ ବରିଷ୍ଠ ନାଗରିକ ଗତ ବର୍ଷ ଠାରୁ ସରକାରଙ୍କ ତୀର୍ଥ ଯାତ୍ରା ଯୋଜନାରେ ଆବେଦନ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେମାନଙ୍କୁ କୌଣସି ସୂଚନା ଦିଆଯାଉନଥିବା ସେମାନେ ଅଭିଯୋଗ କରିଛନ୍ତି ।ଏଥିସହିତ ଏମାନଙ୍କ ମଧ୍ୟରୁ ଅଧିକାଂଶ ବରିଷ୍ଠ ନାଗରିକଙ୍କୁ ପରିଚୟ ପତ୍ର ମଧ୍ୟ ମନମୁଣ୍ଡା ଥାନା ପକ୍ଷରୁ ଯୋଗାଇ ଦିଆଯାଉ ନଥିବା ରୁ ବହୁ ଅସୁବିଧା ସୃଷ୍ଟି ହେଉଛି । ମଙ୍ଗଳବାର ଶତାଧିକ ବରିଷ୍ଠ ନାଗରିକ ବୌଦ୍ଧ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣାରେ ବସିଥିଲେ ।ଶେଷରେ ଜିଲ୍ଲାପାଳ ଅନୁପସ୍ଥିତ ଥିବାରୁ ସହକାରୀ ଜିଲ୍ଲାପାଳ ଦେବାଶିଷ ପାଣ୍ଡିଆ ଦାବୀପତ୍ର ଗ୍ରହଣ କରିଥିଲେ ।

Body:ବରିଷ୍ଠ ନାଗରିକଙ୍କୁ ତୀର୍ଥ ଭ୍ରମଣ ସୁଯୋଗ ଦାବୀରେ ବିକ୍ଷୋଭ ।

Conclusion:ବାଇଟ-୧-ନିରଞ୍ଜନ କର୍ଣ୍ଣ,ଆନ୍ଦୋଳନକାରୀ
ବାଇଟ-୨-ରାମଜୀ ପାତ୍ର, ବରିଷ୍ଠ ନାଗରିକ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.