ETV Bharat / state

ବୌଦ୍ଧରେ ସଡକ ଦୁର୍ଘଟଣା, ଚାରି ଯୁବକ ଗୁରୁତର

author img

By

Published : Mar 18, 2020, 1:54 AM IST

ଦୁଇ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା, ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚିଲେ ଚାରି । ଅଧିକ ପଢନ୍ତୁ...

road accident in boudha
ବୌଦ୍ଧରେ ସଡକ ଦୁର୍ଘଟଣା, ଚାରି ଯୁବକ ଗୁରୁତର

ବୌଦ୍ଧ : ବୌଦ୍ଧ ଜିଲ୍ଲାର ମହାନଦୀ ବ୍ରିଜଛକ ଠାରେ ସୋମବାର ମଧ୍ୟ ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଯାଇ ଗୁରୁତର ହୋଇଛନ୍ତି ଚାରି ଜଣ ଯୁବକ । ଗୁଜୁରାଟରୁ ଖୋର୍ଦ୍ଧା ଅଭିମୁଖେ ଏକ ପ୍ଲାଇ ବୋଝେଇ ଟ୍ରକର ବ୍ରେକ ଫେଲ ହୋଇ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକକୁ ଧକ୍କା ଦେବାରୁ ଦୁଇ ଗାଡିରେ ଥିବା ଚାରି ଜଣ ଯୁବକ ଗୁରୁତର ହୋଇଛନ୍ତି ।

ବୌଦ୍ଧରେ ସଡକ ଦୁର୍ଘଟଣା, ଚାରି ଯୁବକ ଗୁରୁତର

ସେମାନଙ୍କୁ ଉଦ୍ଧାର କରାଯାଇ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଘଟଣାସ୍ଥଳରେ ବୌଦ୍ଧ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.