ETV Bharat / state

ସଂରକ୍ଷଣ ବ୍ୟବସ୍ଥା ନିଷ୍ପତ୍ତି ପରେ ବୌଦ୍ଧରେ ଖୁସିର ଲହରୀ

author img

By

Published : Dec 29, 2020, 10:35 PM IST

ଇଞ୍ଜିନିୟରିଂ ଓ ଡାକ୍ତରୀ ଭଳି ଉଚ୍ଚ ଶିକ୍ଷା ପାଇଁ ଦଶ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା । କ୍ୟାବିନେଟ ନିଷ୍ପତ୍ତି ପରେ ବୌଦ୍ଧରେ ଖୁିସିର ଲହରୀ । ଅଧିକ ପଢନ୍ତୁ...

reservation system in medical and engineering courses students congrts cm in boudha
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ବୌଦ୍ଧରେ ଖୁସିର ଲହରୀ

ବୌଦ୍ଧ : ସରକାରୀ ବିଦ୍ୟାଳୟ ଓ କଲେଜରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ଏଣିକି ଉଚ୍ଚ ଶିକ୍ଷା ଲାଭ କରିପାରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରୀ ଶିକ୍ଷାନୁଷ୍ଠାନରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଇଞ୍ଜିନିୟରିଂ ଓ ଡାକ୍ତରୀ ଭଳି ଉଚ୍ଚ ଶିକ୍ଷା ପାଇଁ ଦଶ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଘୋଷଣା କରିଥିଲେ । ଯାହାକୁ ନେଇ ବୌଦ୍ଧ ଜିଲ୍ଲାର ଛାତ୍ର ବିଜେଡି ସ୍ବାଗତ କରିବା ସହ ମିଷ୍ଟାନ୍ନ ବଣ୍ଟନ କରିଥିଲେ ।

ମଙ୍ଗଳବାର ଛାତ୍ର ବିଜେଡିର କର୍ମକର୍ତ୍ତାମାନେ ବୌଦ୍ଧର ବିଭିନ୍ନ ଛକରେ ଓ ଶିକ୍ଷାନୁଷ୍ଠାନରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ଏଭଳି ଐତିହାସିକ ପଦକ୍ଷେପକୁ ନେଇ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଏହି ନିଷ୍ପତ୍ତି ଫଳରେ ଗରିବ ତଥା ମେଧାବୀ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ ବୋଲି କୁହାଯାଇଛି । ଏହାକୁ ନେଇ ଉଭୟ ଅଭିଭାବକ ଓ ଶିକ୍ଷାବିତ ମଧ୍ୟ ଖୁସି ପ୍ରକାଶ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.