ETV Bharat / state

ସଫଳତା ଅଢୁଆଳରେ ବିଫଳ ସରକାରୀ ଯୋଜନା

author img

By

Published : Sep 29, 2019, 12:03 PM IST

ବୌଦ୍ଧ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ପ୍ରାୟ ଗାଁରେ ବାହ୍ୟ ମଳମୁକ୍ତ ଗ୍ରାମ ବୋଲି ବଡ ବଡ ସୂଚନା ଫଳକ ମାରିଛି । କିନ୍ତୁ ଗାଁ ଗୁଡିକରେ ଅଧିକାଂଶ ଲୋକେ ଆଜି ବି ପାଇଖାନା ପାଇ ପାରିନଥିବା ଅଭିଯୋଗ କରିଛନ୍ତି । ଏଭଳି କିଛି ଗାଁରେ କିପରି ଚାଲିଛି ପରିମଳ ଯୋଜନା ତାହା ଅନୁସନ୍ଧାନ କରିଥିଲା ଇଟିଭି ଭାରତ ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ଗାଁ ଗାଁକୁ ବାହ୍ୟ ମଳମୁକ୍ତ କରିବା ପାଇଁ କରାଯାଇଛି ଅନେକ ଯୋଜନା । କେତେକ ଗାଁରେ ଏହା ସଫଳ ବି ହୋଇଛି । କିନ୍ତୁ ବାସ୍ତବରେ କେବଳ ବୋର୍ଡରେ ହିଁ ସୀମିତ ରହିଯାଇଛି ପରିମଳ ଯୋଜନାର ସଫଳତା । ବାହ୍ୟ ମଳମୁକ୍ତ ଗ୍ରାମ ଘୋଷଣା ହୋଇଥିବା ଏଭଳି କିଛି ଗାଁରେ କିପରି ଚାଲିଛି ପରିମଳ ଯୋଜନା ତାହା ଅନୁସନ୍ଧାନ କରିଥିଲା ଇଟିଭି ଭାରତ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ପ୍ରାୟ ଗାଁରେ ବାହ୍ୟ ମଳମୁକ୍ତ ଗ୍ରାମ ବୋଲି ବଡ ବଡ ସୂଚନା ଫଳକ ମାରିଛି । କିନ୍ତୁ ଗାଁ ଗୁଡିକରେ ଅଧିକାଂଶ ଲୋକେ ଆଜି ବି ପାଇଖାନା ପାଇ ପାରିନଥିବା ଅଭିଯୋଗ କରିଛନ୍ତି । ଏପଟେ ଉପଯୁକ୍ତ ସଚେତନତା ଅଭାବରୁ ତିଆରି ହୋଇଥିବା ପାଇଖାନା ମଧ୍ୟ ଆଉ ବ୍ୟବହାର ଯୋଗ୍ୟ ହୋଇ ପାରୁନାହିଁ । ଏନେଇ ଖୋଦ ନିର୍ବାହୀ ଯନ୍ତ୍ରୀ ଶତକଡା ପଚାଶ ଭାଗ ବ୍ୟବହାରକୁ ସ୍ବୀକାର କରିଥିଲେ ମଧ୍ୟ ସମସ୍ତଙ୍କୁ ପାଇଖାନା ପ୍ରଦାନ କରାଯାଇଛି ବୋଲି କହିଥିଲେ ।

ତେଣେ ଯଦି କେହି ଏହି ଯୋଜନାରେ ଲାଭ ପାଇନାହାଁନ୍ତି ତେବେ ତାଙ୍କୁ ତୁରନ୍ତ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି । କିନ୍ତୁ ଏଭଳି ବୋର୍ଡ ମାରି ସରକାର ବାହାବା ନେବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ବୌଦ୍ଧ ଜିଲ୍ଲାରେ ସଫଳ ହୋଇପାରୁନି ପରିମଳ ଯୋଜନା ।କେବଳ ବୋର୍ଡ ରେ ସିମୀତ ରହିଛି ସଫଳତା ।ବାହ୍ୟ ମଳ ମୁକ୍ତ ଗ୍ରାମ ଘୋଷଣା ହୋଇଥିବା ଏଭଳି କିଛି ଗାଁରେ ଈଟିଭି ଭାରତ ପହଞ୍ଚି ଅନୁସନ୍ଧାନ କରିଥିଲା ।
ବୌଦ୍ଧ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ପ୍ରାୟ ଗାଁରେ ବାହ୍ୟ ମଳମୁକ୍ତ ଗ୍ରାମ ବୋଲି ବଡ ବଡ ସୂଚନା ଫଳକ ମାରିଛି ।କିନ୍ତୁ ଗାଁ ଗୁଡିକରେ ଅଧିକାଂଶ ଲୋକେ ଆଜିବି ପାଇଖାନା ପାଇପାରି ନଥିବା ଅଭିଯୋଗ କରିଛନ୍ତି ।ଏପଟେ ଉପଯୁକ୍ତସଚେତନତା ଅଭାବରୁ ତିଆରି ହୋଇଥିବା ପାଇଖାନା ମଧ୍ୟ ବ୍ୟବହାର ହୋଇପାରୁ ନାହିଁ ।ଖୋଦ ନିର୍ବାହୀ ଯନ୍ତ୍ରୀ ଶତକଡା ପଚାଶ ଭାଗ ବ୍ୟବହାର କୁ ସ୍ବୀକାର କରିଥିଲେ ମଧ୍ୟ ସମସ୍ତଙ୍କୁ ପାଇଖାନା ପ୍ରଦାନ କରାଯାଇଛି ବୋଲି କହିଛନ୍ତି ।ଆଉ ଯଦି କେହି ପାଇନଥିବେ ତେବେ ତାଙ୍କୁ ତୁରନ୍ତ ଯୋଗାଇ ଦିଆଯିବ ବୋଲି କହିଛନ୍ତି ।କିନ୍ତୁ ଏଭଳି ବୋର୍ଡ ମାରି ସରକାରୀ ବାହାବା ନେବା କେତେଦୂର ଯୁକ୍ତିଯୁକ୍ତ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Body:ଅଧା ପାଇଖାନା ନଥାଇ ଗାଁ ଗୁଡିକ ବାହ୍ୟ ମଳମୁକ୍ତ ଗ୍ରାମ ଘୋଷଣା ।

Conclusion:ବାଇଟ-୧-ସେବତୀ ପ୍ରଧାନ, ଖଜୁରୀପଡା
ବାଇଟ-୨-ବ୍ରହ୍ମା ବଡୁ,ଗାନ୍ଧୀ ଗ୍ରାମ
ବାଇଟ-୩-ଲଳିତା, ହିତାଧିକାରୀ
ବାଇଟ-୪-ଭଞ୍ଜ କିଶୋର ମନୋହରୀ,ନିର୍ବାହୀ ଯନ୍ତ୍ରୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.