ETV Bharat / state

ବୌଦ୍ଧରୁ ଶ୍ରୀକ୍ଷେତ୍ର ଅଭିମୁଖେ ଆସୁଛି ରଥକାଠ - ପୁରୀ ଅଭିମୁଖେ ଆସୁଛି ରଥକାଠ

ବୌଦ୍ଧ ବନଖଣ୍ଡରୁ ସମୁଦାୟ 47 ଖଣ୍ଡ କାଠ ତିନୋଟି ଟ୍ରକରେ ପୁରୀ ଅଭିମୁଖେ ବାହାରିଛି । ଅଧିକ ପଢନ୍ତୁ...

ବୌଦ୍ଧରୁ ଶ୍ରୀକ୍ଷେତ୍ର ଅଭିମୁଖେ ଆସୁଛି ରଥକାଠ
ବୌଦ୍ଧରୁ ଶ୍ରୀକ୍ଷେତ୍ର ଅଭିମୁଖେ ଆସୁଛି ରଥକାଠ
author img

By

Published : Apr 25, 2020, 7:24 PM IST

ବୌଦ୍ଧ: ଆଗକୁ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଆରମ୍ଭ ହେବ ରଥ ନିର୍ମାଣ କାର୍ଯ୍ୟ । ଏଥିପାଇଁ ବୌଦ୍ଧରୁ ବାହାରିଛି ରଥକାଠ । ବୌଦ୍ଧ ବନଖଣ୍ଡରୁ ସମୁଦାୟ 47 ଖଣ୍ଡ କାଠ ତିନୋଟି ଟ୍ରକରେ ପୁରୀ ଅଭିମୁଖେ ବାହାରିଛି ।

ବୌଦ୍ଧରୁ ଶ୍ରୀକ୍ଷେତ୍ର ଅଭିମୁଖେ ଆସୁଛି ରଥକାଠ

ବୌଦ୍ଧ ବନଖଣ୍ଡ ପକ୍ଷରୁ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଯୋଗାଇ ଦିଆଯାଇଛି ରଥକାଠ। ଜିଲ୍ଲାର ମନମୁଣ୍ଡା ରେଞ୍ଜ ଅନ୍ତର୍ଗତ ମାଳତୀ ଗୋଛାପଡା ଜଙ୍ଗଲରୁ 30ଖଣ୍ଡ ଧଉରା ଓ 17 ଖଣ୍ଡ ଫାସୀ କାଠକୁ ତିନୋଟି ଟ୍ରକରେ ସ୍ବତନ୍ତ୍ର ଭାବେ ପୂଜାର୍ଚ୍ଚନା କରାଯାଇ ପଠାଯାଇଛି । ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଜିଲ୍ଲା ନ୍ୟାୟାଧିଶ ଅରବିନ୍ଦ ଗୁରୁ, ଏସପି ଭି.ରଘୁନାଥ ରାଓ, ଡିଏଫଓ ଯଶୋବନ୍ତ ସେଠୀ ପ୍ରମୁଖ ସବୁଜ ପତାକା ଦେଖାଇ ଏହି ରଥକାଠଗୁଡିକୁ ପୁରୀ ଅଭିମୁଖେ ପଠାଇଛନ୍ତି ।
ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.