ETV Bharat / state

କେନ୍ଦ୍ର କୃଷି ଆଇନକୁ ବିରୋଧ, ବୌଦ୍ଧରେ ବିକ୍ଷୋଭ ପ୍ରଦର୍ଶନ

author img

By

Published : Dec 15, 2020, 9:33 AM IST

କେନ୍ଦ୍ର କୃଷି ନିତି ବିରୁଦ୍ଧରେ କୃଷକ ସଙ୍ଗଠନ ଓ ବାମପନ୍ଥୀ ଦଳ ପକ୍ଷରୁ ବୌଦ୍ଧରେ ବିକ୍ଷୋଭ ପ୍ରଦର୍ଶନ ସହିତ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ...

କେନ୍ଦ୍ର କୃଷି ନିତି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ସହ ଦାବିପତ୍ର ପ୍ରଦାନ

ବୌଦ୍ଧ: କେନ୍ଦ୍ର କୃଷି ନିତି ଓ ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇ ବୌଦ୍ଧରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବୌଦ୍ଧ ଜିଲ୍ଲାର ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ।

ତେବେ କୃଷକ ସଙ୍ଗଠନକୁ ଜିଲ୍ଲା କଂଗ୍ରେସ ପକ୍ଷରୁ ସମର୍ଥନ ଦିଆଯାଇ କଂଗ୍ରେସ ନେତା ଓ କର୍ମୀମାନେ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ।

ସେହିପରି ଜିଲ୍ଲା ସିପିଆଇ ପକ୍ଷରୁ ମଧ୍ୟ କୃଷି ଆଇନକୁ ବିରୋଧ ସହିତ କୃଷକଙ୍କ ସ୍ବାର୍ଥ ପାଇଁ ସମର୍ଥନ ଜଣାଇ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.