ETV Bharat / state

ବାସ୍ତବ ରୂପ ନେଉନି ପ୍ରତିଶୃତି, ସାଂସଦଙ୍କୁ ସ୍ମାରକପତ୍ର

ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣରେ ଅଗ୍ରଗତି ଓ ବୌଦ୍ଧ ବାଏପାସ ରାସ୍ତା ନିର୍ମାଣ ପାଇଁ ହେଉଛି ଅହେତୁକ ବିଳମ୍ବ । ଯାହାକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ବଢିବାରେ ଲାଗିଛି ଅସନ୍ତୋଷ ।

author img

By

Published : Aug 11, 2019, 5:52 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣରେ ଅଗ୍ରଗତି ଓ ବୌଦ୍ଧ ବାଏପାସ ରାସ୍ତା ନିର୍ମାଣ ପାଇଁ ହେଉଛି ଅହେତୁକ ବିଳମ୍ବ । ଯାହାକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ବଢିବାରେ ଲାଗିଛି ଅସନ୍ତୋଷ । ତେବେ ଏହି ଦାବିକୁ ନେଇ ଶନିବାର ବୌଦ୍ଧ ନାଗରିକ କମିଟି କନ୍ଧମାଳ ସାଂସଦଙ୍କୁ ଭେଟି ଅବଗତ କରାଇଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ ନାଗରିକ କମିଟିର ଏକ ପ୍ରତିନିଧ ମଣ୍ଡଳି ଫୁଲବାଣୀଠାରେ ସାଂସଦ ଅଚ୍ୟୁତାନନ୍ଦ ସାମନ୍ତଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଜିଲ୍ଲାର ବିଭିନ୍ନ ସଙ୍ଗଠନର ପ୍ରତିନିଧି, ବୁଦ୍ଧିଜୀବୀ ଓ ସାମ୍ବାଦିକମାନେ ମିଳିତ ଭାବେ ଜିଲ୍ଲାରେ ରେଳପଥର ଅଗ୍ରଗତି, ବାଏପାସ ରାସ୍ତା ଓ ଅନ୍ୟାନ୍ୟ ସ୍ଥାନୀୟ ସମସ୍ୟା ସମ୍ପର୍କରେ ସାଂସଦଙ୍କ ସହ ଆଲୋଚନା କରିଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ବୌଦ୍ଧ ନାଗରିକ କମିଟି ପକ୍ଷରୁ ଶନିବାର କନ୍ଧମାଳ ସାଂସଦଙ୍କୁ ଭେଟି ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ନିର୍ମାଣ ରେ ଅଗ୍ରଗତି ଓ ବୌଦ୍ଧ ବାଏପାସ ରାସ୍ତା ନିର୍ମାଣ ନିମନ୍ତେ ଅହେତୁକ ବିଳମ୍ବ ସମ୍ବନ୍ଧରେ ଅବଗତ କରାଇଛନ୍ତି ।ଶନିବାର ବୌଦ୍ଧ ନାଗରିକ କମିଟିର ଏକ ପ୍ରତିନିଧି ମଣ୍ଡଳୀ ଫୁଲବାଣୀ ଠାରେ ସାଂସଦ ଅଚ୍ୟୁତାନନ୍ଦ ସାମନ୍ତ ଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।ବୌଦ୍ଧ ଜିଲ୍ଲାର ବିଭିନ୍ନ ସଂଗଠନର ପ୍ରତିନିଧି, ବୁଦ୍ଧିଜୀବୀ, ସାମ୍ବାଦିକ ମିଳିତ ହୋଇ ଜିଲ୍ଲାରେ ରେଳପଥର ଅଗ୍ରଗତି, ବାଏପାସ ରାସ୍ତା ଓ ଅନ୍ୟାନ୍ୟ ସ୍ଥାନୀୟ ସମସ୍ୟା ସମ୍ପର୍କରେ ସାଂସଦଙ୍କ ସହ ଆଲୋଚନା କରିଥିଲେ ।

Body:ବୌଦ୍ଧ ନାଗରିକ କମିଟି କନ୍ଧମାଳ ସାଂସଦଙ୍କୁ ଭେଟି ସ୍ମାରକପତ୍ର ଦେଲା ।

Conclusion:ବାଇଟ-୧-ବିଷେଶ୍ବର ପୃଷ୍ଟି, ଆବାହକ, ନାଗରିକ କମିଟି
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.