ETV Bharat / state

ବୌଦ୍ଧରେ ଜମୁଛି ପଞ୍ଚାୟତ ନିର୍ବାଚନ ପ୍ରଚାର

author img

By

Published : Jan 31, 2022, 5:38 PM IST

ଜିଲ୍ଲା ପରିଷଦ ଆସନ ପାଇଁ ବୌଦ୍ଧ ଜିଲ୍ଲାରେ ରାଜନୈତିକ ଦଳ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି । ଜିଲ୍ଲାର 9ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ଅଧିକାଂଶ ଜୋନରେ ଶାସକ ବିଜେଡି ସହିତ ବିରୋଧୀ ବିଜେପି ଦଳର ଟକ୍କର ହେବ ବୋଲି ଆଶା କରାଯାଉଛି । ଅଧିକ ପଢନ୍ତୁ

panchayat poll campaigning at boudh
ବୌଦ୍ଧରେ ଜମୁଛି ପଞ୍ଚାୟତ ନିର୍ବାଚନ ପ୍ରଚାର

ବୌଦ୍ଧ: ଜିଲ୍ଲା ପରିଷଦ ଆସନ ପାଇଁ ବୌଦ୍ଧ ଜିଲ୍ଲାରେ ରାଜନୈତିକ ଦଳ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି । ଜିଲ୍ଲାର 9ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ଅଧିକାଂଶ ଜୋନରେ ଶାସକ ବିଜେଡି ସହିତ ବିରୋଧୀ ବିଜେପି ଦଳର ଟକ୍କର ହେବ ବୋଲି ଆଶା କରାଯାଉଛି । ତେବେ ଜିଲ୍ଲା ପରିଷଦର 4ନମ୍ବର ଜୋନରେ କଂଗ୍ରେସ ଭଲ ପ୍ରଦର୍ଶନ କରିବେ ବୋଲି ଜଣାପଡିଛି ।

ବୌଦ୍ଧରେ ଜମୁଛି ପଞ୍ଚାୟତ ନିର୍ବାଚନ ପ୍ରଚାର

ତେବେ ଏହି ଜୋନ ପାଇଁ ଶାସକ ବିଜେଡି ଜଣେ ମହିଳାଙ୍କୁ ପ୍ରାର୍ଥୀ କରିଥିବାବେଳେ ବିରୋଧୀ ବିଜେପି ଜଣେ ଯୁବ ଇଞ୍ଜିନିୟରଙ୍କୁ ପ୍ରାର୍ଥୀ କରିଛି । ସେହିପରି କଂଗ୍ରେସ ଜଣେ ଚାଷୀ ନେତାଙ୍କୁ ପ୍ରାର୍ଥୀ କରିବା ସହ ଭଲ ପ୍ରଦର୍ଶନ କରିବ ବୋଲି କଂଗ୍ରେସ ଆଶା ରଖିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.