ETV Bharat / state

ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତରେ ପୋଲିସ ଡିଜି ଅଭୟ

author img

By

Published : Nov 7, 2021, 9:06 PM IST

ବୌଦ୍ଧ ଜିଲ୍ଲାରେ ବେଆଇନ ଗଞ୍ଜେଇ ଚାଷ ଯୋଗୁଁ ଅପରାଧିକ ମାମଲା ବୃଦ୍ଧି ପାଉଥିବାବେଳେ ଏହାର ମୁକାବିଲା ପାଇଁ ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସିଛନ୍ତି ଡିଜିପି ଓ ଡିଆଇଜି । ଅଧିକ ପଢନ୍ତୁ...

ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତରେ ପୋଲିସ ଡିଜି ଅଭୟ
ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତରେ ପୋଲିସ ଡିଜି ଅଭୟ

ବୌଦ୍ଧ: ଜିଲ୍ଲାରେ ବେଆଇନ ଚାଷ ଓ କାରବାର ଯୋଗୁଁ ବୃଦ୍ଧି ପାଉଛି ଅପରାଧିକ ମାମଲା । ଅପରାଧୀଙ୍କ ଚରାଭୂଇଁ ପାଲଟିଥିବା ବୌଦ୍ଧ ଜିଲ୍ଲାରେ ଏହାର ମୁକାବିଲା ପାଇଁ ଡିଜିପି ଓ ଡିଆଇଜି ବୌଦ୍ଧରେ ପହଞ୍ଚି ରଣନୀତି ପ୍ରସ୍ତୁତି କରିଛନ୍ତି । ଆଜି(ରବିବାର) ଦିନିକିଆ ବୌଦ୍ଧ ଗସ୍ତରେ ଓଡିଶା ପୋଲିସ ଡିଜି ଅଭୟ ଓ ଡିଆଇଜି ସତ୍ୟବ୍ରତ ଭୋଇ ପହଞ୍ଚି ଜିଲ୍ଲା ଏସପି ତଥା ବରିଷ୍ଠ ପୋଲିସ ଅଧିକାରୀଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି ।

ବିଶେଷ ଭାବରେ ଜିଲ୍ଲାର କଣ୍ଟାମାଳ, ମନମୁଣ୍ଡା, ବାଉଁଶୁଣୀ ଓ ବୌଦ୍ଧ ଥାନା ଅଞ୍ଚଳରେ ଥିବା ଜଙ୍ଗଲ ଅଞ୍ଚଳରେ ବ୍ୟାପକ ଗଞ୍ଜେଇ ଚାଷ ବିରୋଧରେ ଲଢେଇ ପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ ହୋଇଥିଲା । ଏହି ଅବସରରେ ବୌଦ୍ଧ କନ୍ଧମାଳ ସୀମାନ୍ତରେ ସକ୍ରିୟ ହେଉଥିବା କେକେବିଏନ ମାଓ ସଂଗଠନର ମୁକାବିଲା ପାଇଁ ମଧ୍ୟ ଡିଜିପି ଗୁରୁତ୍ୱ ଦେଇଥିଲେ । ସେପଟେ ଦୀର୍ଘ ବର୍ଷ ଧରି ବୌଦ୍ଧ ଜିଲ୍ଲାର ବିଭିନ୍ନ ଥାନାରେ ରହିଥିବା କର୍ମଚାରୀଙ୍କ ଗଞ୍ଜେଇ ଲିଙ୍କ ଓ ଅପରାଧିକ ଲିଙ୍କର ତଦନ୍ତ କରାଯାଇ ବଦଳି ନଚେତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.