ETV Bharat / state

କୋଭିଡ ନିୟମକୁ ଫୁ: ପାଞ୍ଚଦିନ ପରେ ବଜାର ଖୋଲିବାରୁ ଅସମ୍ଭାଳ ଭିଡ - ବୌଦ୍ଧ

ପାଞ୍ଚ ଦିନର ସଟଡାଉନ ପରେ ଆଜି ଅତ୍ୟାବଶ୍ୟକୀୟ ସାମଗ୍ରୀ ଉପରେ ପ୍ରଶାସନର କୋହଳ ସବୁ କୋଭିଡ ନିୟମକୁ ଜଳାଞ୍ଜଳି ଦେଇ ଦେଇଛି। ସାମାଜିକ ଦୂରତାକୁ ଫୁ କରି ଜନଗହଳିରେ ପୁରି ଉଠିଥିଲା ବଜାର । ଅଧିକ ଖବର ପଢନ୍ତୁ...

କୋଭିଡ ନିୟମକୁ ଫୁ; ପାଞ୍ଚଦିନ ପରେ ବଜାର ଖୋଲିବାରୁ ଅସମ୍ଭାଳ ଭିଡ
କୋଭିଡ ନିୟମକୁ ଫୁ; ପାଞ୍ଚଦିନ ପରେ ବଜାର ଖୋଲିବାରୁ କୋଭିଡ ନିୟମକୁ ଫୁ; ପାଞ୍ଚଦିନ ପରେ ବଜାର ଖୋଲିବାରୁ ଅସମ୍ଭାଳ ଭିଡଅସମ୍ଭାଳ ଭିଡ
author img

By

Published : Aug 3, 2020, 9:23 PM IST

ବୌଦ୍ଧ: ପାଞ୍ଚ ଦିନର ସଟଡାଉନ ପରେ ଆଜି ଅତ୍ୟାବଶ୍ୟକୀୟ ସାମଗ୍ରୀ ଉପରେ ପ୍ରଶାସନର କୋହଳ ସବୁ କୋଭିଡ ନିୟମକୁ ଜଳାଞ୍ଜଳି ଦେଇ ଦେଇଛି। ସାମାଜିକ ଦୂରତାକୁ ଫୁ କରି ଜନଗହଳିରେ ପୁରି ଉଠିଥିଲା ବଜାର । ଏନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଗତ ବୁଧବାର ଠାରୁ ବୌଦ୍ଧ ଜିଲ୍ଲାକୁ ସମ୍ପୂର୍ଣ୍ଣ ସଟଡାଉନ ଘୋଷଣା କରାଯାଇଥିଲା । ଇତି ମଧ୍ୟରେ ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 151 ହୋଇସାରିଥିବା ବେଳେ ଦୀର୍ଘ ପାଞ୍ଚ ଦିନ ପରେ ସଟଡାଉନ ନିୟମରେ କିଛି କୋହଳ କରାଯାଇଥିଲା ।

କୋଭିଡ ନିୟମକୁ ଫୁ; ପାଞ୍ଚଦିନ ପରେ ବଜାର ଖୋଲିବାରୁ ଅସମ୍ଭାଳ ଭିଡ

ବିଶେଷ ଭାବରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଉପରେ କଟକଣା କୋହଳ କରାଯାଇଥିବା ବେଳେ ସୋମବାର ଦୋକାନ ବଜାରରେ ଅସମ୍ଭବ ଭିଡ଼ ସମସ୍ତଙ୍କୁ ଚିନ୍ତାରେ ପକାଇଥିଲା । ରାକ୍ଷୀ ପୂର୍ଣ୍ଣିମା ଯୋଗୁଁ ବିଭିନ୍ନ ଦୋକାନରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ବଜାରରେ ସାମାଜିକ ଦୂରତା ସମ୍ପୂର୍ଣ୍ଣ ଉଭାନ ହୋଇଯାଇଥିଲା । ଏନେଇ ବୁଦ୍ଧିଜୀବୀ ପ୍ରତିକ୍ରିୟା ପ୍ରକାଶ କରିଥିବା ବେଳେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ପ୍ରଶାସନ ଦୃଷ୍ଟି ଦେବାକୁ ଅଭିଭାବକ ଦାବି କରିଛନ୍ତି।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.