ETV Bharat / state

ବର୍ଷା ସାଜିଲା କାଳ, ମଣ୍ଡିରୁ ଧାନ ଫେରାଇଲେ ଚାଷୀ - ବର୍ଷା ସାଜିଲା କାଳ

ବର୍ଷା ସାଜିଲା କାଳ । ମଣ୍ଡିରୁ ଧାନ ଫେରାଇଲେ ଚାଷୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧରେ । ଅଧିକ ପଢନ୍ତୁ...

paddy return home from paddy society
ମଣ୍ଡିରୁ ଧାନ ଫେରାଇଲେ ଚାଷୀ
author img

By

Published : Feb 7, 2020, 5:48 AM IST

ବୌଦ୍ଧ: ଗତ ଦୁଇ ଦିନ ହେଲା ବୌଦ୍ଧ ଜିଲ୍ଲାରେ କୋହଲା ପାଗ ସାଙ୍ଗକୁ ଝିପଝିପ ବର୍ଷା ଲାଗି ରହିଛି । ସେପଟେ ଧାନ ମଣ୍ଡିକୁ ଚାଷୀ ଧାନ ନ ଆଣି ଓଲଟା ଧାନ ଫେରାଇ ନେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଗତ ଦୁଇ ଦିନ ହେଲା ବର୍ଷା ସାଙ୍ଗକୁ କୋହଲା ପାଗ ଲାଗିରହିଛି ।

ଏହି ଅଦିନିଆ ବର୍ଷା ଯୋଗୁଁ ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି ଚାଷୀ । ଗୋଟିଏ ପଟେ ଟୋକନ ପାଇ ମଧ୍ୟ ଦିନରାତି ଧାନ ବିକ୍ରି କରି ନପାରି ଧାନକୁ ଜଗି ରହିଥିବା ବେଳେ ଏବେ ଦୁଇ ଦିନର ବର୍ଷା ତାଙ୍କ ଦୁଃଖକୁ ଆହୁରି ବଢାଇଦେଇଛି । ସେପଟେ ମିଲର୍ସ ଓଦା ଧାନ ବାହାନାରେ ଧାନ କିଣୁ ନଥିବାରୁ ଏବେ ଚାଷୀ ଧାନ ସବୁକୁ ମଣ୍ଡିରୁ ପୁଣି ଘର ବାହୁଡା କରିଛି ।

ମଣ୍ଡିରୁ ଧାନ ଫେରାଇଲେ ଚାଷୀ

ଏସବୁ ଧାନକୁ ପୋଡି ଦେବାକୁ ମନସ୍ଥ କରିଥିବା ଚାଷୀ କହିଥିବା ବେଳେ ଧାରକରଜରେ ବୁଡି ରହିଥିବା ଚାଷୀ ଏବେ ଆତ୍ମହତ୍ୟା ବ୍ୟତୀତ ଅନ୍ୟ ଉପାୟ ନଥିବା ମୁଣ୍ଡିପଦର ଅଞ୍ଚଳର ଚାଷୀ କହିଛନ୍ତି । ତୁରନ୍ତ ପ୍ରଶାସନ ଏଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଚାଷୀମାନେ ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି,ଇଟିଭି ଭାରତ

Intro:ଗତ ଦୁଇ ଦିନ ହେଲା ବୌଦ୍ଧ ଜିଲ୍ଲାରେ କୋହଲା ପାଗ ସାଙ୍ଗକୁ ଝିପଝିପ ବର୍ଷା ଲାଗି ରହିଛି ।ସେପଟେ ଧାନ ମଣ୍ଡି କୁ ଚାଷୀ ଧାନ ନ ଆଣି ଓଲଟା ଧାନ ଫେରାଇ ନେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି ।
ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଗତ ଦୁଇ ଦିନ ହେଲା ବର୍ଷା ସାଙ୍ଗକୁ କୋହଲା ପାଗ ଲାଗିରହିଛି ।ଏହି ଅଦିନିଆ ବର୍ଷା ଯୋଗୁଁ ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି ଚାଷୀ ।ଗୋଟିଏ ପଟେ ଟୋକନ ପାଇ ମଧ୍ୟ ଦିନରାତି ଧାନ ବିକ୍ରି କରି ନପାରି ଧାନକୁ ଜଗି ରହିଥିବା ବେଳେ ଏବେ ଦୁଇ ଦିନର ବର୍ଷା ତାଙ୍କ ଦୁଃଖ କୁ ଆହୁରି ବଢାଇଦେଇଛି ।ସେପଟେ ମିଲର୍ସ ଓଦା ଧାନ ବାହାନାରେ ଧାନ କିଣୁ ନଥିବାରୁ ଏବେ ଚାଷୀ ଧାନ ସବୁକୁ ମଣ୍ଡି ରୁ ପୁଣି ଘର ବାହୁଡା କରିଛି ।ଏସବୁ ଧାନକୁ ପୋଡି ଦେବାକୁ ମନସ୍ଥ କରିଥିବା ଚାଷୀ କହିଥିବା ବେଳେ ଧାରକରଜ ରେ ବୁଡି ରହିଥିବା ଚାଷୀ ଏବେ ଆତ୍ମହତ୍ୟା ବ୍ୟତୀତ ଅନ୍ୟ ଉପାୟ ନଥିବା ମୁଣ୍ଡିପଦର ଅଞ୍ଚଳର ଚାଷୀ କହିଛନ୍ତି ।ତୁରନ୍ତ ପ୍ରଶାସନ ଏଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଚାଷୀମାନେ ଦାବୀ କରିଛନ୍ତି ।

Body:ମଣ୍ଡି ରେ ଧାନକୁ ବିକ୍ରି କରିନପାରି ଧାନକୁ ଘରକୁ ଫେରାଇ ନେଲା ଚାଷୀ

Conclusion:ବାଇଟ-୧-ଗୋପାଳଜୀ ମହାକୁଳ,ମୁଣ୍ଡିପଦର
ବାଇଟ-୨-ଲିଙ୍ଗରାଜ ପ୍ରଧାନ, ପଲସପାଟ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.