ETV Bharat / state

ବୌଦ୍ଧରେ ଚାଲିଛି ଭୋଟ ଗଣତି

ବୌଦ୍ଧର ବିଧାନସଭା ଆସନ ପାଇଁ ସକାଳ 7ଟାରୁ ଆରମ୍ଭ ହୋଇଛି ଗଣତି । ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ଚାଲିଛି ଗଣତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : May 23, 2019, 12:28 PM IST

ବୌଦ୍ଧ: 85 ନମ୍ବର କଣ୍ଟାମାଳ ଓ 86 ନମ୍ବର ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଆରମ୍ଭ ହୋଇଛି ଭୋଟ ଗଣତି । ପ୍ରଥମେ ପୋଷ୍ଟାଲ ବାଲଟ ପରେ ଭୋଟଗଣତି ଆରମ୍ଭ ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ଚାଲିଛି ଭୋଟ ଗଣତି । ଓଡିଶା ପୋଲିସ ସହ ଜିଲ୍ଲା ପୋଲିସ ସମ୍ପୂର୍ଣ୍ଣ କଡାକଡି ସହ ସୁରକ୍ଷାର ତଦାରଖ କରୁଛନ୍ତି । ତେବେ ଭୋଟଗ୍ରହଣ ପରଠୁ ଏ ପର୍ଯ୍ୟନ୍ତ ସମସ୍ତ ଇଭିଏମ ବାଲଟକୁ ସୁରକ୍ଷା ସହ ରଖାଯାଇଥିଲା ।

ଏଥର ପ୍ରାୟ 80 ପ୍ରତିଶତ ମତଦାନ ହୋଇଥିବା କହିଛନ୍ତି ପୂର୍ବତନ ବୌଦ୍ଧ ବିଧାୟକ ସତ୍ୟାନନ୍ଦ ଦଲାଲ ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.