ETV Bharat / state

ବୌଦ୍ଧ ଡାକ୍ତରଖାନା ଅଚାନକ ପରିଦର୍ଶନ କଲେ ନୂତନ ସିଡିଏମଓ

author img

By

Published : Sep 16, 2019, 11:56 PM IST

ନୂତନ ଭାବେ କାର୍ଯ୍ୟରେ ଯୋଗ ଦେଇଥିବା ସିଡିଏମଓ ଡ଼ ଲକ୍ଷ୍ମୀଧର ସାହୁ ସୋମବାର ଦିନ ତମାମ ବୌଦ୍ଧ ଡାକ୍ତରଖାନାର ପ୍ରଶାସନିକ କାର୍ଯ୍ୟ ଓ ଚିକିତ୍ସା ସହ ସମ୍ପୃକ୍ତ ବିଷୟକୁ ତନ୍ନତନ୍ନ କରି ବୁଲି ଦେଖିବା ସହ ଯାଞ୍ଚ କରିଛନ୍ତି।

ଫଟୋ ସୌଜନ୍ୟ: ପ୍ରତିନିଧି ବୌଦ୍ଧ

ବୌଦ୍ଧ: ଆକ୍ସନ ମୁଡରେ ବୌଦ୍ଧର ନବନିଯୁକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ । ଡାକ୍ତରଖାନାର ବିଭିନ୍ନ ଓ୍ବାର୍ଡ ବୁଲିବା ସହ ପରିମଳ ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ସିଡିଏମଓ । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଆଜି ଅଚାନକ ବୌଦ୍ଧ ଡାକ୍ତରଖାନା ପରିଦର୍ଶନ କରିଛନ୍ତି ।

ବୌଦ୍ଧ ଡାକ୍ତରଖାନାକୁ ନୂତନ ସିଡିଏମଓଙ୍କ ଅଚାନକ ପରିଦର୍ଶନ

ନୂତନ ଭାବେ କାର୍ଯ୍ୟରେ ଯୋଗ ଦେଇଥିବା ସିଡିଏମଓ ଡ଼ ଲକ୍ଷ୍ମୀଧର ସାହୁ ସୋମବାର ଦିନ ତମାମ ଡାକ୍ତରଖାନାର ପ୍ରଶାସନିକ କାର୍ଯ୍ୟ ଓ ଚିକିତ୍ସା ସହ ସମ୍ପୃକ୍ତ ବିଷୟକୁ ତନ୍ନତନ୍ନ କରି ବୁଲି ଦେଖିବା ସହ ଯାଞ୍ଚ ମଧ୍ୟ କରିଥିଲେ । ବିଶେଷ ଭାବରେ ଡାକ୍ତରଖାନାର ବିଜୁଳି, ପାନୀୟ ଜଳ, ପରିମଳ ବ୍ୟବସ୍ଥା ଉପରେ ବିଭିନ୍ନ ଓ୍ବାର୍ଡ ବୁଲି ଦେଖିଥିଲେ।

ଏହାସହ ଲୋକଙ୍କୁ କିଭଳି ଉତ୍ତମ ସେବା ଯୋଗାଇ ଦିଆଯାଇପାରିବ ସେନେଇ ପଚାରି ବୁଝିଥିଲେ। ଏହି ପରିଦର୍ଶନ ସମୟରେ ସିଡିଏମଓଙ୍କ ସହିତ ଡିପିଏମ, ମ୍ୟାନେଜର, ଡାକ୍ତରଖାନାର ମୁଖ୍ୟ ପଦସ୍ଥ ଅଧିକାରୀ ଓ ଡାକ୍ତର ପ୍ରମୁଖ ଉପସ୍ଥିତ ଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ନବନିଯୁକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଆକ୍ସନ ମୁଡରେ ପରିଦର୍ଶନ ।ଡାକ୍ତରଖାନାର ବିଭିନ୍ନ ଓ୍ବାର୍ଡ ବୁଲିବା ସହ ପରିମଳ ବ୍ୟବସ୍ଥା ର ଯାଞ୍ଚ କରିଥିଲେ ସିଡିଏମଓ ।
ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଅଚାନକ ବୌଦ୍ଧ ଡାକ୍ତରଖାନା ପରିଦର୍ଶନ କରିଛନ୍ତି ।ନୂତନ ଭାବେ କାର୍ଯ୍ୟ ରେ ଯୋଗ ଦେଇଥିବା ସିଡିଏମଓ ଡ଼ ଲକ୍ଷ୍ମୀ ଧର ସାହୁ ସୋମବାର ଦିନ ତମାମ ଡାକ୍ତରଖାନାର ପ୍ରଶାସନିକ କାର୍ଯ୍ୟ ସହ ଚିକିତ୍ସା ସହ ସମ୍ପୃକ୍ତ ବିଷୟକୁ ତନ୍ନ ତନ୍ନ କରି ବୁଲି ଦେଖିବା ସହ ଯାଞ୍ଚ ମଧ୍ୟ କରିଥିଲେ ।ବିଶେଷ ଭାବରେ ଡାକ୍ତରଖାନାର ବିଜୁଳୀ, ପାନୀୟ ଜଳ, ପରିମଳ ବ୍ୟବସ୍ଥା ଉପରେ ବିଭିନ୍ନ ଓ୍ବାର୍ଡ ବୁଲି ଦେଖିବା ସହ ଏସମ୍ପର୍କରେ କିଭଳି ଲୋକଙ୍କୁ ଆହୁରି ଅଧିକ ସେବା ଯୋଗାଇ ଦିଆଯାଇପାରିବ ସେନେଇ ପଚାରି ବୁଝିଥିଲେ ।ଏହି ପରିଦର୍ଶନ ସମୟରେ ସିଡିଏମଓଙ୍କ ସହିତ ଡିପିଏମ,ମ୍ୟାନେଜର, ଡାକ୍ତରଖାନାର ପଦସ୍ଥ ଅଧିକାରୀ ଓ ଡାକ୍ତର ପ୍ରମୁଖ ଉପସ୍ଥିତ ଥିଲେ ।

Body:ବୌଦ୍ଧ ଡାକ୍ତରଖାନାର ନୂତନ ସିଡିଏମଓଙ୍କ ଅଚାନକ ପରିଦର୍ଶନ ।

Conclusion:ବାଇଟ-୧-ଡ଼ ଲକ୍ଷ୍ମୀ ଧର ସାହୁ,ସିଡିଏମଓ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.