ETV Bharat / state

ଖତ ଖାଉଛି ନୂଆ ଡାକ୍ତରଖାନା କୋଠା

ଦୀର୍ଘ ଦିନ ହେବ ତିଆରି ସରିଛି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ନୂତନ କୋଠା । କିନ୍ତୁ ବର୍ଷ ପରେ ବର୍ଷ ବିତିଯାଇଥିଲେ ମଧ୍ୟ ନୂତନ କୋଠାକୁ ଡାକ୍ତରଖାନା ସ୍ଥାନାନ୍ତର ହୋଇନଥିବାରୁ ଏହା ଭୂତକୋଠି ପାଲଟିବା ସହ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଛି ।

author img

By

Published : Jul 14, 2019, 11:23 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ଦୀର୍ଘ ଦିନ ହେବ ତିଆରି ସରିଛି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ନୂତନ କୋଠା । କିନ୍ତୁ ବର୍ଷ ପରେ ବର୍ଷ ବିତିଯାଇଥିଲେ ମଧ୍ୟ ନୂତନ କୋଠାକୁ ଡାକ୍ତରଖାନା ସ୍ଥାନାନ୍ତର ହୋଇନଥିବାରୁ ଏହା ଭୂତକୋଠି ପାଲଟିବା ସହ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ବଘିଆପଡାଠାରେ ପ୍ରାୟ ପାଞ୍ଚ ବର୍ଷ ତଳେ ନିର୍ମାଣ ହୋଇଥିଲା ଏହି ନୂତନ ସ୍ବାସ୍ଥ୍ୟକେନ୍ଦ୍ର କୋଠା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ପୁରୁଣା ଡାକ୍ତରଖାନାରେ ସ୍ଥାନର ଅଭାବ ସହିତ ଷ୍ଟାଫ କ୍ବାର୍ଟର ସମସ୍ୟାକୁ ଦୃଷ୍ଟିରେ ରଖି ଏହି ନୂତନ ସ୍ଥାନ ଚିହ୍ନଟ କରି ଆଧୁନିକ ଶୈଳୀରେ କୋଠା ନିର୍ମାଣ ହୋଇଥିଲା । କିନ୍ତୁ ବିଭିନ୍ନ କାରଣରୁ ଅଦ୍ୟାବଧି ସମ୍ପୃକ୍ତ ସ୍ଥାନରେ ଡାକ୍ତରଖାନା କାର୍ଯ୍ୟକ୍ଷମ ନହେବା ଯୋଗୁଁ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

ତେଣୁ ନୂତନ କୋଠାକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ । ସ୍ଥାନୀୟ ଡାକ୍ତର ମଧ୍ୟ ସମସ୍ୟାକୁ ସ୍ବୀକାର କରି ନୂତନ କୋଠାକୁ ଡାକ୍ତରଖାନା ସ୍ଥାନାନ୍ତର ସପକ୍ଷରେ ମତ ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ଦୀର୍ଘ ଦିନ ହେଲା ତିଆରି ସରିଛି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ର ନୂତନ କୋଠା ।କିନ୍ତୁ ବର୍ଷ ପରେ ବର୍ଷ ବିତିଯାଇଥିଲେ ମଧ୍ୟ ନୂତନ କୋଠାକୁ ଡାକ୍ତରଖାନା ସ୍ଥାନାନ୍ତର ହୋଇନଥିବାରୁ ଏହା ଭୂତକୋଠୀ ପାଲଟିବା ସହ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳୀ ପାଲଟିଛି ।
ବୌଦ୍ଧ ଜିଲ୍ଲାର ବଘିଆପଡା ଠାରେ ପ୍ରାୟ ପାଞ୍ଚ ବର୍ଷ ତଳେ ନିର୍ମାଣ ହୋଇଥିଲା ନୂତନ ସ୍ବାସ୍ଥ୍ୟ କେନ୍ଦ୍ର କୋଠା ।ପୁରୁଣା ଡାକ୍ତରଖାନାରେ ସ୍ଥାନର ଅଭାବ ସହିତ ଷ୍ଟାଫ କ୍ବାର୍ଟର ସମସ୍ୟା କୁ ଦୃଷ୍ଟିରେ ରଖି ଏହି ନୂତନ ସ୍ଥାନ ଚିହ୍ନଟ କରି ଆଧୁନିକ ଶୈଳୀରେ କୋଠଖ ନିର୍ମାଣ ହୋଇଥିଲା ।କିନ୍ତୁ ବିଭିନ୍ନ କାରଣରୁ ଅଦ୍ୟାବଧି ଉକ୍ତ ସ୍ଥାନରେ ଡାକ୍ତରଖାନା କାର୍ଯ୍ୟ କ୍ଷମ ନହେବା ଯୋଗୁଁ ଲୋକେ ଅସୁବିଧାର ସମ୍ମୁଖୀନ ହେବା ସହ ତୁରନ୍ତ ଏହାକୁ କାର୍ଯ୍ୟ କ୍ଷମ କରିବାକୁ ଦାବୀ କରିଛନ୍ତି ।ସ୍ଥାନୀୟ ଡାକ୍ତର ମଧ୍ୟ ସମସ୍ୟା କୁ ସ୍ବୀକାର କରି ନୂତନ କୋଠାକୁ ଡାକ୍ତରଖାନା ସ୍ଥାନାନ୍ତର ସପକ୍ଷରେ ମତ ଦେଇଛନ୍ତି ।

Body:ବଘିଆପଡା ଡାକ୍ତରଖାନାର କୋଠା ସମସ୍ୟା

Conclusion:ବାଇଟ-୧-ବଶିଷ୍ଠ ବେହେରା, ଅଞ୍ଚଳବାସୀ
ବାଇଟ-୨-ଶରତ ବେହେରା, ଅଞ୍ଚଳବାସୀ
ବାଇଟ-୩-ଡା ସଲୀଳବାଳା ସାହୁ, ଡାକ୍ତର
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.