ବୌଦ୍ଧ: ଜିଲ୍ଲାର ଏକମାତ୍ର ପୌରାଞ୍ଚଳରେ ଜାରି ରହିଛି ମତଦାନ ପ୍ରକ୍ରିୟା । ସହରର ୬ ଓ ୭ ନମ୍ବର ଓ୍ବାର୍ଡ୍ରେ ମହିଳାଙ୍କ ପାଇଁ ପିଙ୍କ୍ ବୁଥ୍ ବ୍ୟବସ୍ଥା କରାଯାଇଛି । ଏହାକୁ ନେଇ ମତଦାତା ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ସକାଳୁ ଭାରି ସଂଖ୍ୟାରେ ଭୋଟର ମତ ସାବ୍ୟସ୍ତ କରିବାକୁ ପହଞ୍ଚିଥିବା ଦେଖାଦେଇଛି ।
ବୌଦ୍ଧରେ ଜାରି ରହିଛି ମତଦାନ ପ୍ରକ୍ରିୟା, ପିଙ୍କ୍ ବୁଥରେ ମହିଳାଙ୍କ ଭିଡ଼ - ବୌଦ୍ଧରେ ପୌର ମତଦାନ ଜାରି
ବୌଦ୍ଧ ଜିଲ୍ଲାର ଏକମାତ୍ର ପୌରାଞ୍ଚଳରେ ଜାରି ରହିଛି ମତଦାନ ପ୍ରକ୍ରିୟା । ସହରର ୬ ଓ ୭ ନମ୍ବର ଓ୍ବାର୍ଡ୍ରେ ମହିଳାଙ୍କ ପାଇଁ ପିଙ୍କ୍ ବୁଥ୍ ବ୍ୟବସ୍ଥା କରାଯାଇଛି । ଅଧିକ ପଢ଼ନ୍ତୁ
ବୌଦ୍ଧରେ ଜାରି ରହିଛି ମତଦାନ ପ୍ରକ୍ରିୟା, ପିଙ୍କ୍ ବୁଥରେ ମହିଳାଙ୍କ ଭିଡ଼