ETV Bharat / state

ସହାୟତାର ହାତ ବଢାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

author img

By

Published : Apr 11, 2020, 3:50 PM IST

ସହାୟତାର ହାତ ବଢାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବ୍ରେନ ଟ୍ୟୁମର ରୋଗୀଙ୍କୁ କଲେ ସାହାଯ୍ୟ । ଅଧିକ ପଢନ୍ତୁ....

Minister Dharmendra Pradhan extended a helping hand to a brain tumor patient
ସହାୟତାର ହାତ ବଢାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବୌଦ୍ଧ: ସହାୟତାର ହାତ ବଢାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବ୍ରେନ ଟ୍ୟୁମରରେ ପୀଡିତ ଥିବା ବ୍ୟକ୍ତିଙ୍କୁ କଲେ ସାହାଯ୍ୟ । ବୌଦ୍ଧ ଗୁନ୍ଦୁଳିଆ ପଞ୍ଚାୟତର ସନାତନ ମଲ୍ଲିକ ଅନ୍ୟ ସାଥିଙ୍କ ସହିତ ତାମିଲନାଡୁରେ କାର୍ଯ୍ୟ କରୁଥିଲେ । ଲକଡାଉନ ଯୋଗୁଁ ସମସ୍ତଙ୍କ ଭଳି ସେ ମଧ୍ୟ ସେଠାରେ ଫସି ରହିଥିଲେ । କିନ୍ତୁ ବ୍ରେନ ଟ୍ୟୁମରରେ ଆକ୍ରାନ୍ତ ସନାତନଙ୍କ ଅବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଲା । ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ସନାତନଙ୍କ ସମ୍ପର୍କରେ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସମ୍ପାଦକ ଓମ ପ୍ରକାଶ ମିଶ୍ର କେନ୍ଦ୍ରମନ୍ତ୍ରୀଙ୍କୁ ଜଣାଇଥିଲେ ।

କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ତାମିଲନାଡୁ ସରକାରଙ୍କୁ ଯୋଗାଯୋଗ କରାଯାଇ ସନାତନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେହିପରି ବୌଦ୍ଧର ମୁଣ୍ଡିପଦର ଓ ପଦ୍ମନପୁର ପଞ୍ଚାୟତର ସାତ ଜଣ ଦାଦନ ସୁରଟରେ ଫସି ରହିଥିବାରୁ ସେମାନଙ୍କୁ ଉଦ୍ଧାର ପାଇଁ ବୌଦ୍ଧ ଉପଜିଲ୍ଲାପାଳଙ୍କୁ ସାମାଜିକ ଗଣମାଧ୍ୟମ ଯୋଗେ ଅନୁରୋଧ କରାଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.