ETV Bharat / state

ମାନସିକ ବିକୃତ ପଦ୍ମିନୀ ସାମାଜିକ ସୁରକ୍ଷା ବ୍ୟବସ୍ଥାରୁ ଢେର ଦୂରରେ - boudh

ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକରେ ସାମାଜିକ ସୁରକ୍ଷା ବ୍ୟବସ୍ଥା ବାଟବଣା । ବାରମ୍ବାର ଆବେଦନ ସତ୍ତ୍ୱେ ସାମାଜିକ ସୁରକ୍ଷା ଯୋଜନାରୁ ଆଜି ପର୍ଯ୍ୟନ୍ତ ବାଦ ପଡିଛନ୍ତି ମାନସିକ ବିକାରଗ୍ରସ୍ତ ପଦ୍ମିନୀ ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : Jul 16, 2019, 12:55 PM IST

ବୌଦ୍ଧ: ଜିଲ୍ଲାର ହରଭଙ୍ଗା ବ୍ଲକରେ ସାମାଜିକ ସୁରକ୍ଷା ବ୍ୟବସ୍ଥା ବାଟବଣା । ସରସରା ଗ୍ରାମର ୪୭ ବର୍ଷୀୟା ପଦ୍ମିନୀ ଜନ୍ମରୁ ଜଣେ ମାନସିକ ବିକାରଗ୍ରସ୍ତ ରୋଗୀ । ହେଲେ ସେ ତାଙ୍କ ଅଭିଭାବକଙ୍କ ବାରମ୍ବାର ଆବେଦନ ସତ୍ତ୍ୱେ ସାମାଜିକ ସୁରକ୍ଷା ଯୋଜନାରୁ ଆଜି ପର୍ଯ୍ୟନ୍ତ ବାଦ ପଡିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

80 ବର୍ଷୀୟ ପିତା ସଚ୍ଚିଦାନନ୍ଦ ବୟସର ଶେଷ ସୋପାନରେ ପହଞ୍ଚି ଥିବାବେଳେ ତାଙ୍କ ପରେ ଏହି ଭିନ୍ନକ୍ଷମ ଝିଅର ପାଳନ ପୋଷଣକୁ ନେଇ ବେଶ ଚିନ୍ତିତ । ସେ ଏ ସମ୍ପର୍କରେ ବହୁବାର ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ଗୁହାରୀ କରିଥିଲେ । ହେଲେ କୌଣସି ସୁଫଳ ନପାଇବା ଆମ ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ତୁରନ୍ତ ଏହି ମାନସିକ ବିକାରଗ୍ରସ୍ତଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରାଯିବାକୁ ସାଧାରଣରେ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକରେ ସାମାଜିକ ସୁରକ୍ଷା ବ୍ୟବସ୍ଥା ବାଟବଣା ।ସରସରା ଗ୍ରାମର ୪୭ ବର୍ଷୀୟା ପଦ୍ମିନୀ ଜନ୍ମରୁ ଜଣେ ମାନସିକ ଭିନ୍ନକ୍ଷମ ହୋଇଥିଲେ ମଧ୍ୟ ସେ ତାଙ୍କ ଅବିଭାବକଙ୍କ ବାରମ୍ବାର ଆବେଦନ ସତ୍ତ୍ୱେ ସାମାଜିକ ସୁରକ୍ଷା ଯୋଜନା ରୁ ଆଜି ପର୍ଯ୍ୟନ୍ତ ବାଦ ପଡିଛନ୍ତି ।ଅଶୀ ବର୍ଷୀୟ ପିତା ସଚ୍ଚିଦାନନ୍ଦ ବୟସର ଶେଷ ସୋପାନରେ ପହଞ୍ଚି ଥିବା ବେଳେ ତାଙ୍କ ପରେ ଏହି ଭିନ୍ନକ୍ଷମ ଝିଅର ପାଳନପୋଷଣକୁ ନେଇ ବେଶ ଚିନ୍ତିତ ।ସେ ଏ ସମ୍ପର୍କରେ ବହୁବାର ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ଗୁହାରୀ କରି ସାରିଥିଲେ ମଧ୍ୟ କୌଣସି ସୁଫଳ ନପାଇବା ଆମ ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।ତୁରନ୍ତ ଏହି ମାନସିକ ଭିନ୍ନକ୍ଷମ ଙ୍କୁ ସାମାଜିକ ସୁରକ୍ଷା ଯୋଜନା ରେ ସାମିଲ କରାଯିବାକୁ ସାଧାରଣରେ ଦାବୀ ହୋଇଛି ।

Body:ମାନସିକ ଭିନ୍ନକ୍ଷମ ପଦ୍ମିନୀ ସାମାଜିକ ସୁରକ୍ଷା ବ୍ୟବସ୍ଥାରୁ ଢେର ଦୂରରେ।

Conclusion:ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.