ETV Bharat / state

ଜଳସଂକଟ ବାର୍ତ୍ତା: ପୋଖରୀରେ ପୂଜା ପାଇଲେ ଭଗବାନ ଶିବ - ବାବା ବୈଦ୍ୟନାଥ ପୂଜା କମିଟି

ବୌଦ୍ଧ ଜିଲ୍ଲାରେ ଦଶହରା ଅବସରରେ ଜଳସଂକଟର ବାର୍ତ୍ତା ଦେବା ପାଇଁ ଆରାଧ୍ୟ ଦେବତା ଶିବଙ୍କ ଏକ ପ୍ରତିମାକୁ ପୁଷ୍କରିଣୀର ମଧ୍ୟଭାଗରେ ସ୍ଥାପନ କରି ପୂଜା କରାଯାଇଛି ।

ଫଟୋ ସୌଜନ୍ୟ : ପ୍ରତିନିଧି,ବୌଦ୍ଧ
author img

By

Published : Oct 8, 2019, 8:41 PM IST

ବୌଦ୍ଧ: ନିଜ ଜଟାରେ ପବିତ୍ର ଗଙ୍ଗାଙ୍କୁ ଧାରଣ କରିଥିବା ଭୋଳା ଶଙ୍କରଙ୍କୁ ଅଭିନବ ଶୈଳୀରେ ପୂଜାକଲେ ଶ୍ରଦ୍ଧାଳୁ । ସମଗ୍ର ବିଶ୍ବରେ ଜଳ ସଂକଟ ଏବେ ବଡ ସମସ୍ୟା ହୋଇଥିବା ବେଳେ କିଛି ଯୁବକ ଏକ ନିଆରା ଢଙ୍ଗରେ ସଚେତନତାର ବାର୍ତ୍ତା ଦଶହରା ପୂଜା ମାଧ୍ୟମରେ ପ୍ରଚାର କରିଛନ୍ତି ।

ଜଳସଂକଟର ବାର୍ତ୍ତା : ପୁଷ୍କରିଣୀରେ ପୂଜା ପାଇଲେ ଭଗବାନ ଶିବ

ବୌଦ୍ଧ ଜିଲ୍ଲାର ସରସରା ଗ୍ରାମର ମୁଖ୍ୟ ସରୋବର ମଧ୍ୟଭାଗରେ ଦଶହରା ଉତ୍ସବକୁ ସ୍ଥାନୀୟ ବାବା ବୈଦ୍ୟନାଥ ପୂଜା କମିଟିର ସଦସ୍ୟ ମାନେ ଏକ ନିଆରା ଶୈଳୀରେ ଆୟୋଜନ କରିଛନ୍ତି । ଗ୍ରାମର ଆରାଧ୍ୟ ଦେବତା ଭୋଳା ଶଙ୍କରଙ୍କ ଏକ ପ୍ରତିମାକୁ ସେମାନେ ନିଜେ ତିଆରି କରି ପୁଷ୍କରିଣୀର ମଧ୍ୟ ଭାଗରେ ସ୍ଥାପନ କରି ଜଳର ସୁରକ୍ଷା ବାର୍ତ୍ତାକୁ ପ୍ରଚାର କରିଛନ୍ତି । ଦଶହରାରେ ଯୁବକ ମାନଙ୍କ ଏଭଳି ଉଦ୍ୟମକୁ ବେଶ ପ୍ରଶଂସା କରାଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

Intro:ନିଜ ଜଟାରେ ପବିତ୍ର ଗଙ୍ଗା ଙ୍କୁ ଧାରଣ କରିଥିବା ଭୋଳା ଶଙ୍କର ଙ୍କୁ ଅଭିନବ ଶୈଳୀରେ ପୂଜାକଲେ ଶ୍ରଦ୍ଧାଳୁ ।ସମଗ୍ର ବିଶ୍ବରେ ଜଳ ସଂକଟ ଏବେ ବଡ ସମସ୍ୟା ହୋଇଥିବା ବେଳେ କିଛି ଯୁବକ ଏକ ନିଆରା ଢଙ୍ଗରେ ସଚେତନତା ର ବାର୍ତ୍ତା ଦଶହରା ପୂଜା ମାଧ୍ୟମରେ ପ୍ରଚାର କରିଛନ୍ତି ।
ବୌଦ୍ଧ ଜିଲ୍ଲାର ସରସରା ଗ୍ରାମର ମୁଖ୍ୟ ସରୋବର ମଧ୍ୟ ଭାଗରେ ଦଶହରା ଉତ୍ସବ କୁ ସ୍ଥାନୀୟ ବାବା ବୈଦ୍ୟନାଥ ପୂଜା କମିଟିର ସଦସ୍ୟ ମାନେ ଏକ ନିଆରା ଶୈଳୀରେ ଆୟୋଜନ କରିଛନ୍ତି ।ଗ୍ରାମର ଆରାଧ୍ୟ ଦେବତା ଭୋଳା ଶଙ୍କର ଙ୍କ ଏକ ପ୍ରତିମାକୁ ସେମାନେ ନିଜେ ତିଆରି କରି ପୁଷ୍କରିଣୀର ମଧ୍ୟ ଭାଗରେ ସ୍ଥାପନ କରି ଜଳର ସୁରକ୍ଷା ବାର୍ତ୍ତା କୁ ପ୍ରଚାର କରିଥିଲେ । ଦଶହରାରେ ଯୁବକ ମାନଙ୍କ ଏଭଳି ଉଦ୍ୟମ କୁ ବେଶ ପ୍ରଶଂସା କରାଯାଇଛି ।

Body:ପୁଷ୍କରିଣୀ ମଧ୍ୟରେ ପୂଜା ପାଇଲେ ଭୋଳା ଶଙ୍କର ।

Conclusion:ବାଇଟ-୧-ଜିତେନ୍ଦ୍ର ବାରିକ, ବାବା ବୈଦ୍ୟନାଥ ପୂଜା କମିଟି
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.