ETV Bharat / state

ଅଣସର ଘରେ ଶ୍ରୀଜିଉ, ଚାଲିଛି ଗୁପ୍ତନୀତି

ଘୋଷଯାତ୍ରାକୁ ଆଉ ଅଳ୍ପ ଦିନ ଥିବାବେଳେ ଚତୁର୍ଦ୍ଧା ମୂରତିଙ୍କୁ ସୁସ୍ଥ କରିବାରେ ଲାଗିଛନ୍ତି ସେବାୟତ ମାନେ । ସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ସ୍ନାନ ହେତୁ ପ୍ରବଳ ଜ୍ବରରେ ପୀଡିତ ଚତୁର୍ଦ୍ଧା ମୂରତି ।

author img

By

Published : Jun 27, 2019, 6:26 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ଅଣସର ଘରେ ବଡ ଠାକୁର । ସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ସ୍ନାନ ହେତୁ ପ୍ରବଳ ଜ୍ବରରେ ପୀଡିତ ଚତୁର୍ଦ୍ଧା ମୂରତି । ଏପଟେ ସମ୍ପୂର୍ଣ୍ଣ ଶ୍ରୀକ୍ଷେତ୍ର ରୀତିନୀତି ଆଧାରରେ ବୌଦ୍ଧର ଶ୍ରୀ ଜଗନ୍ନାଥ ମନ୍ଦିରରେ ଚାଲିଛି ଗୁପ୍ତନୀତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ଷୋଡଶ ଉପଚାରରେ ତଥା ଗୁପ୍ତନୀତି ଅନୁସାରେ ଚାଲିଛି ଚତୁର୍ଦ୍ଧା ମୂରତିଙ୍କ ସେବା । ମନ୍ଦିର ଗର୍ଭ ଗୃହରେ ରାଧାମାଧବ ଓ ରାଧାକୃଷ୍ଣଙ୍କ ଭିନ୍ନ ଶୈଳୀରେ ପୂଜାର୍ଚ୍ଚନା ଚାଲିଛି । ଦୁଇ ଓଳା ସ୍ଵତନ୍ତ୍ର ଭାବେ ପ୍ରସ୍ତୁତ ପଣାଲାଗି ବୌଦ୍ଧ ଶ୍ରୀ ଜଗନ୍ନାଥ ମନ୍ଦିରର ଭିନ୍ନ ପରିଚୟ । ଅନ୍ୟପଟେ ଭକ୍ତ ପଟିଦିଅଙ୍କ ଦର୍ଶନ କରି ଆକୁଳ ନୟନରେ ଜଗି ବସିଛନ୍ତି ନବଯୌବନ ଦର୍ଶନକୁ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ଅଣସର ଘରେ ବଡ ଠାକୁର । ସ୍ନାନ ପୂର୍ଣ୍ଣିମା ରେ ଅତ୍ୟଧିକ ସ୍ନାନ ହେତୁ ପ୍ରବଳ ଜ୍ବରରେ ପିଡୀତ ଚତୁର୍ଦ୍ଧା ବିଗ୍ରହ ।ସମ୍ପୂର୍ଣ୍ଣ ଶ୍ରୀକ୍ଷେତ୍ର ରୀତିନୀତି ଆଧାରରେ ବୌଦ୍ଧ ର ଶ୍ରୀ ଜଗନ୍ନାଥ ମନ୍ଦିରରେ ଚାଲିଛି ଗୁପ୍ତନିତୀ । ଭକ୍ତ ପଟିଦିଅ ଙ୍କ ଠାରେ ଦର୍ଶନ କରି ଆତୁର ହେଲାଣି ନବଯୌବନ ଦର୍ଶନ ପାଇଁ ।

Body:ବୌଦ୍ଧ ର ପ୍ରସିଦ୍ଧ ଘୋଷଯାତ୍ରା କୁ ଆଉ ସପ୍ତାହ ପୂର୍ବରୁ ପ୍ରବଳ ଜ୍ବରରେ ପିଡୀତ ବଡ ଠାକୁର ।ଷୋଡଶ ଉପଚାରରେ ତଥା ଗୁପ୍ତନିତୀ ଅନୁସାରେ ଚାଲିଛି ଚତୁର୍ଦ୍ଧା ଙ୍କ ସେବା । ମନ୍ଦିର ଗର୍ଭ ଗୃହରେ ରାଧାମାଧବ ଓ ରାଧାକୃଷ୍ଣଙ୍କ ଭିନ୍ନ ଶୈଳୀରେ ପୂଜାର୍ଚ୍ଚନା ଚାଲିଛି । ଦୁଇ ଓଳା ସ୍ଵତନ୍ତ୍ର ଭାବେ ପ୍ରସ୍ତୁତ ପଣାଲାଗି ବୌଦ୍ଧ ଶ୍ରୀ ଜଗନ୍ନାଥ ମନ୍ଦିରର ଭିନ୍ନ ପରିଚୟ ।ଏପଟେ ଭକ୍ତ ଆକୁଳ ନୟନରେ ଜଗିବସିଛି ନବଯୌବନ ଦର୍ଶନ ଦିବସକୁ । ପଟିଦିକ ଙ୍କୁ ଦର୍ଶନ କରିବା ସହ ଠାକୁରଙ୍କ ସୁସ୍ଥ ହେବାକୁ ଅପେକ୍ଷା କରିଛି ।

Conclusion:ବାଇଟ-୧-ବିଭୁଦତ୍ତ ପଣ୍ଡା, ଶ୍ରୀ ଜଗନ୍ନାଥ ମନ୍ଦିର ପୂଜକ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.