ETV Bharat / state

ଅନ୍ଧାରରେ କେନ୍ଦୁପତ୍ର ତୋଳାଳିଙ୍କ ଜୀବନ ଜୀବିକା - suffering

ଅନ୍ଧକାର ଆଡକୁ ଠେଲି ହୋଇଯାଇଛି କେନ୍ଦୁପତ୍ର ତୋଳାଳିଙ୍କ ଭାଗ୍ୟ । ବିଭାଗୀୟ ଅଧିକାରୀଙ୍କ ମନୋମୁଖି କାର୍ଯ୍ୟ ଯୋଗୁଁ ଉପଯୁକ୍ତ ପ୍ରାପ୍ୟ ପାଇବାରୁ ବଞ୍ଚିତ ହିତାଧିକାରୀ ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : Jun 16, 2019, 11:09 AM IST

ବୌଦ୍ଧ: ସଙ୍କଟରେ କେନ୍ଦୁପତ୍ର ତୋଳାଳିଙ୍କ ଜୀବନ ଜୀବିକା । ବିଭାଗୀୟ ଅଧିକାରୀଙ୍କ ମନୋମୁଖି କାର୍ଯ୍ୟ ଯୋଗୁଁ ଉପଯୁକ୍ତ ପ୍ରାପ୍ୟ ପାଇବାରୁ ବଞ୍ଚିତ ହିତାଧିକାରୀ । ଏପଟେ ଏହି ପତ୍ର ବିକି ପେଟପାଟଣା ପୋଷୁଥିବା ବ୍ୟକ୍ତିଙ୍କ ଦୁଃଖକୁ ବିଭାଗୀୟ ଅଧିକାରୀ ଅତି ହାଲୁକା ଭାବେ ନେଇଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ଖବର ଅନୁଯାୟୀ, ବୌଦ୍ଧ ଜିଲ୍ଲାର କେନ୍ଦୁପତ୍ର ତୋଳାଳିଙ୍କ ଜୀବନ ଜୀବିକା ଅତ୍ୟନ୍ତ ସଙ୍କଟାପନ୍ନ । ଜଙ୍ଗଲର ଦିନ ଦିନ ଧରି କେନ୍ଦୁପତ୍ର ସଂଗ୍ରହ ପରେ ଫଡିରେ ଦେଲାବେଳକୁ ଶୋଷଣର ଶିକାର ହେଉଥିବା ଅଭିଯୋଗ ହୋଇଛି । ସରକାରଙ୍କ ଧାର୍ଯ୍ୟ ଦର ଓ ପତ୍ର ବିଡାରେ ତାଳମେଳ ରହୁନଥିବା ବେଳେ ଫଡିରେ ଶିଶୁ ମାନଙ୍କୁ ନିୟୋଜିତ କରିବା ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି । ଏପଟେ ଉପଯୁକ୍ତ ମଜୁରୀ ଓ ଅନ୍ୟାନ୍ୟ ସରକାରୀ ସୁବିଧାରୁ ବଞ୍ଚିତ କେନ୍ଦୁପତ୍ର ତୋଳାଳିଙ୍କ ଭାଗ୍ୟ ଭବିଷ୍ୟତ ଅନ୍ଧକାର ଆଡକୁ ଠେଲି ହୋଇଯାଉଥିବା ଆଲୋଚନା ହେଉଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:Body:

fafa

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.