ETV Bharat / state

କନ୍ଧମାଳ ସାଂସଦଙ୍କ କୋଭିଡ ସେଣ୍ଟର ପରିଦର୍ଶନ ସହ ସମୀକ୍ଷା ବୈଠକ

ଦିନିକିଆ ବୌଦ୍ଧ ଗସ୍ତରେ କନ୍ଧମାଳ ସାଂସଦ ଡ. ଅଚ୍ୟୁତାନନ୍ଦ ସାମନ୍ତ । ସାଂସଦ କୋଭିଡ ସେଣ୍ଟର ବୁଲି ଦେଖିବା ସହ ସାଂସଦ ପାଣ୍ଠିର କିଭଳି ବିନିଯୋଗ ହୋଇଛି ତା'ର ସମୀକ୍ଷା କରିଥିଲେ ।

author img

By

Published : May 28, 2020, 6:54 PM IST

Updated : May 28, 2020, 11:32 PM IST

କନ୍ଧମାଳ ସାଂସଦଙ୍କ କୋଭିଡ ସେଣ୍ଟର ପରିଦର୍ଶନ ସହ ସମୀକ୍ଷା ବୈଠକକନ୍ଧମାଳ ସାଂସଦଙ୍କ କୋଭିଡ ସେଣ୍ଟର ପରିଦର୍ଶନ ସହ ସମୀକ୍ଷା ବୈଠକ
କନ୍ଧମାଳ ସାଂସଦଙ୍କ କୋଭିଡ ସେଣ୍ଟର ପରିଦର୍ଶନ ସହ ସମୀକ୍ଷା ବୈଠକ

ବୌଦ୍ଧ: କନ୍ଧମାଳ ସାଂସଦ ଡ. ଅଚ୍ୟୁତାନନ୍ଦ ସାମନ୍ତଙ୍କ ଦିନିକିଆ ବୌଦ୍ଧ ଗସ୍ତ । ଏହି ଅବସରରେ ସାଂସଦ କୋଭିଡ ସେଣ୍ଟର ବୁଲି ଦେଖିବା ସହ ସାଂସଦ ପାଣ୍ଠିର କିଭଳି ବିନିଯୋଗ ହୋଇଛି ତା'ର ସମୀକ୍ଷା କରିଥିଲେ ।

ଦିନିକିଆ ବୌଦ୍ଧ ଗସ୍ତରେ କନ୍ଧମାଳ ସାଂସଦ ଡ. ଅଚ୍ୟୁତାନନ୍ଦ ସାମନ୍ତ । ବୁଧବାର ଅପରାହ୍ନରେ ସାଂସଦ ବୌଦ୍ଧସ୍ଥିତ କୋଭିଡ ହେଲଥ ସେଣ୍ଟର ଓ କୋଭିଡ କେୟାର ସେଣ୍ଟର ବୁଲି ଦେଖିଥିଲେ । ଏଥିସହିତ ସେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ, ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଏସପି ଭି ରଘୁନାଥ ରାଓ, ସିଡିଏମଓ ଲକ୍ଷ୍ମୀ ଧର ସାହୁ ଓ ଅନ୍ୟ ଅଧିକାରୀଙ୍କ ସହିତ ମିଶି ସରସରା ସ୍ଥିତ ମଡେଲ ଡିଗ୍ରୀ କଲେଜରେ ନିର୍ମିତ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ । ପରେ ସ୍ଥାନୀୟ ସର୍କିଟ ହାଉସ ଠାରେ ସାଂସଦ ପାଣ୍ଠିରୁ ପ୍ରଦତ୍ତ 70ଲକ୍ଷ ଟଙ୍କାର କିଭଳି ବିନିଯୋଗ ହୋଇଛି ତାର ସମୀକ୍ଷା କରିଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : May 28, 2020, 11:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.