ETV Bharat / state

ରାସ୍ତା ସମ୍ପ୍ରସାରଣ ନାଁରେ ବଳି ପଡିଲା ଶହଶହ ବୃକ୍ଷ

author img

By

Published : Jul 12, 2020, 2:47 AM IST

ବର୍ତ୍ତମାନ ସମୟରେ ବନ ମହୋତ୍ସବ ଚାଲିଥିବା ବେଳେ ବୌଦ୍ଧ ବ୍ରିଜଛକ ଠାରୁ ପୁରୁଣା ବ୍ଲକ ଛକ ପର୍ଯ୍ୟନ୍ତ ମାତ୍ର ଗୋଟିଏ କିଲୋମିଟର ରାସ୍ତାକଡରୁ ୨୧୬ ଗୋଟି ମୂଲ୍ୟବାନ ଗଛକୁ କାଟି ଦିଆଯାଇଛି । ଏହା କେବଳ ଏକ ଉଦାହରଣ ମାତ୍ର । ଏଭଳି ବିଭିନ୍ନ ସ୍ଥାନରେ ଗଛକଟାକୁ ତୀବ୍ର ବିରୋଧ କରିଛନ୍ତି ପରିବେଶପ୍ରେମୀ । ଉନ୍ନୟନ କାର୍ଯ୍ୟ ସହିତ ବୃକ୍ଷ ରୋପଣ ଉପରେ ଗୁରୁତ୍ବାରୋପ କରିଛନ୍ତି ପରିବେଶପ୍ରେମୀ ।

ରାସ୍ତା ସମ୍ପ୍ରସାରଣ ନାଁରେ ବଳି ପଡିଲା ଶହଶହ ବୃକ୍ଷ
ରାସ୍ତା ସମ୍ପ୍ରସାରଣ ନାଁରେ ବଳି ପଡିଲା ଶହଶହ ବୃକ୍ଷ

ବୌଦ୍ଧ: ରାସ୍ତା ସମ୍ପ୍ରସାରଣ ନାଁ ରେ ବଳି ପଡିଲା ଶହ ଶହ ବିରାଟ ବୃକ୍ଷ । ବନ ମହୋତ୍ସବ ସମୟରେ ଏଭଳି ଗଛକଟାକୁ ତୀବ୍ର ବିରୋଧ କରିଛନ୍ତି ପରିବେଶପ୍ରେମୀ ।

ଜିଲ୍ଲାର ବିଭିନ୍ନ ସ୍ଥାନରେ ରାସ୍ତା ସଂପ୍ରସାରଣ କାର୍ଯ୍ୟ ଜାରି ରହିଛି ।ଜିଲ୍ଲା ମଧ୍ୟ ଦେଇ ଯାଇଥିବା ୫୭ ନମ୍ବର ଜାତୀୟ ରାଜପଥ ସହିତ ୧୫୭ ନମ୍ବର ଜାତୀୟ ରାଜପଥ ଓ ୪୧ ନମ୍ବର ରାଜ୍ୟ ରାଜପଥ ଅନ୍ୟତମ । ଏହାସହିତ ଅନେକ ପିଡବ୍ଲୁଡି ଓ ଆରଡି ବିଭାଗର ରାସ୍ତା ରହିଛି । ତେବେ ବିଭିନ୍ନ ସମୟରେ ଏସବୁ ରାସ୍ତା ସମ୍ପ୍ରସାରିତ ସମୟରେ ବ୍ୟାପକ ଗଛ କାଟିଦିଆଯାଉଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.