ETV Bharat / state

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଆଦିବାସୀ ପରିବାର ଉପରେ ଆକ୍ରମଣ

author img

By

Published : Jan 12, 2020, 9:48 PM IST

ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ତିଲପଙ୍ଗା କନ୍ଧସାହିରେ ଅଭାବନୀୟ ଘଟଣା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇଟି ଆଦିବାସୀ ପରିବାରଙ୍କ ଉପରେ ଆକ୍ରମଣ । ଥାନାରେ ଅଭିଯୋଗ ସତ୍ତ୍ବେ ମିଳିନି ସୁଫଳ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ  ପରିବାର ଉପରେ ଆକ୍ରମଣ
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ପରିବାର ଉପରେ ଆକ୍ରମଣ

ବୌଦ୍ଧ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇଟି ପରିବାର ଉପରେ ଆକ୍ରମଣ ଅଭିଯୋଗ । ଖୋଦ ଫାଣ୍ଡି ଅଧିନରେ କାର୍ଯ୍ୟରତ ଗ୍ରାମରକ୍ଷୀଙ୍କ ଘର ଉପରେ ଆକ୍ରମଣ ହୋଇଥିଲା ବେଳେ ଅନ୍ୟ ଅସହାୟ ପରିବାର ଉପରେ ମଧ୍ୟ ଆକ୍ରମଣ ହୋଇଛି । ସନ୍ଧ୍ୟା ହେଲେ ଏହି ଅସହାୟ ପରିବାର ଜଙ୍ଗଲରେ ଲୁଚି ରହୁଛନ୍ତି । ଏଭଳି ଦୃଶ୍ୟ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନାର ଶଗଡା ଫାଣ୍ଡି ଅନ୍ତର୍ଗତ ଗୁନ୍ଦୁଳିଆ ପଞ୍ଚାୟତ ତିଲପଙ୍ଗା କନ୍ଧସାହିରୁ ଆସିଛି ।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ପରିବାର ଉପରେ ଆକ୍ରମଣ

ଗ୍ରାମରେ ପୂର୍ବ ଶତ୍ରୁତା ଯୋଗୁଁ କିଛି ବ୍ୟକ୍ତି ସଂଘବଦ୍ଧ ହୋଇ ଦୁଇଟି ଆଦିବାସୀ ପରିବାରର ଘର ଉପରେ ଆକ୍ରମଣ କରି ଭଙ୍ଗାରୁଜା କରିଥିଲେ। ଗତ 8 ତାରିଖରେ ହୋଇଥିବା ଆକ୍ରମଣ ସମ୍ପର୍କରେ ଶଗଡା ଫାଣ୍ଡି ଓ ମନମୁଣ୍ଡା ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ଏଯାବତ କୌଣସି ସୁଫଳ ମିଳିପାରା ନାହିଁ । ଜଣେ ଗାଁର ଗ୍ରାମରକ୍ଷୀ ହୋଇଥିବା ବେଳେ ଅନ୍ୟ ଅସହାୟ ପରିବାର ଭୟରେ ଜୀବନ ବିକଳରେ ସନ୍ଧ୍ୟା ହେବା ମାତ୍ରେ ନିକଟସ୍ଥ ଜଙ୍ଗଲରେ ପରିବାର ସହ ଲୁଚି ରହୁଥିବା କହିଛନ୍ତି । ଏସମ୍ପର୍କରେ ମନମୁଣ୍ଡା ଥାନା ଅଧିକାରୀ କହିଛନ୍ତି ଯେ ଏହି ଘଟଣାରେ ଦୁଇଟି ପକ୍ଷରୁ ପୃଥକ ଲିଖିତ ଅଭିଯୋଗ ହୋଇଛି ଓ ନିଶ୍ଚିତ ଏହାର ସମାଧାନ କରାଯିବ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଦୁଇଟି ପରିବାର ଉପରେ ଆକ୍ରମଣ ଅଭିଯୋଗ ।ଖୋଦ ଫାଣ୍ଡି ଅଧିନରେ କାର୍ଯ୍ୟରତ ଛାଟିଆ ଙ୍କ ଘର ଉପରେ ଆକ୍ରମଣ ହୋଇଥିଲା ବେଳେ ଅନ୍ୟ ଅସହାୟ ପରିବାର ସଂଧ୍ୟା ହେଲେ ପରିବାର ସହ ଜଙ୍ଗଲରେ ଲୁଚି ରହୁଛନ୍ତି ।
ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ର ଶଗଡା ଫାଣ୍ଡି ଅନ୍ତର୍ଗତ ଗୁନ୍ଦୁଳିଆ ପଞ୍ଚାୟତ ତିଲପଙ୍ଗା କନ୍ଧସାହିରେ ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଦୁଇଟି ପରିବାର ଉପରେ ଆକ୍ରମଣ ଅଭିଯୋଗ । ଗ୍ରାମରେ ପୂର୍ବ ଶତ୍ରୁତା ଯୋଗୁଁ କିଛି ବ୍ୟକ୍ତି ସଂଘବଦ୍ଧ ହୋଇ ଦୁଇଟି ଆଦିବାସୀ ପରିବାର ର ଘର ଉପରେ ଆକ୍ରମଣ କରି ଭଙ୍ଗାରୁଜା କରିଥିଲେ।ଗତ ଆଠ ତାରିଖରେ ହୋଇଥିବା ଆକ୍ରମଣ ସମ୍ପର୍କରେ ଶଗଡା ଫାଣ୍ଡି ଓ ମନମୁଣ୍ଡା ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ଏଯାବତ କୌଣସି ସୁଫଳ ମିଳିପାରା ନାହିଁ ।ଜଣେ ଗାଁ ଛାଟିଆ ହୋଇଥିବା ବେଳେ ଅନ୍ୟ ଅସହାୟ ପରିବାର ଭୟରେ ଜୀବନ ବିକଳରେ ସଂଧ୍ୟା ହେବା ମାତ୍ରେ ନିକଟସ୍ଥ ଜଙ୍ଗଲରେ ପରିବାର ସହ ଲୁଚି ରହୁଥିବା କହିଛନ୍ତି ।ଏ ସମ୍ପର୍କରେ ମନମୁଣ୍ଡା ଥାନା ଅଧିକାରୀ କହିଛନ୍ତି ଯେ ଏହି ଘଟଣାରେ ଦୁଇଟି ପକ୍ଷରୁ ପୃଥକ ଲିଖିତ ଅଭିଯୋଗ ହୋଇଛି ଓ ନିଶ୍ଚିତ ଏହାର ସମାଧାନ କରାଯିବ ।

Body:ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଦୁଇ ଆଦିବାସୀ ପରିବାର ଉପରେ ଆକ୍ରମଣ

Conclusion:ବାଇଟ-୧-ଶୁକ୍ରୃ କହଁର, ଅସହାୟ ବୃଦ୍ଧ
ବାଇଟ-୨-ଗଜେନ୍ଦ୍ର ଭବସାଗର,ଗ୍ରାମ ଛାଟିଆ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.