ETV Bharat / state

ଗୁରୁ ଦିବସରେ ଗୁରୁ ନିଲମ୍ବିତ - ହରଭଙ୍ଗା ବ୍ଲକ

ଅସଦାଚରଣ ମାମଲାରେ ଫେରାର ଥିବା ଜଣେ ରସିକିଆ ପ୍ରଧାନ ଶିକ୍ଷକଙ୍କୁ ଆଜି ନିଲମ୍ବନ କରିଛି ଶିକ୍ଷା ବିଭାଗ ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : Sep 5, 2019, 3:33 PM IST

ବୌଦ୍ଧ: ଗୁରୁ ଦିବସରେ ବୌଦ୍ଧର ଅସଦାଚରଣ ମାମଲାରେ ଫେରାର ଥିବା ଜଣେ ରସିକିଆ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କରିଛି ଶିକ୍ଷା ବିଭାଗ । ପୂର୍ବରୁ ତାଙ୍କ ନାଁରେ ଖରଶଙ୍କୁଳେଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ଛାତ୍ରୀଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ସୂଚନା ଥାଉ କି, ଗଣେଷ ପୂଜା ଦିନ ହରଭଙ୍ଗା ବ୍ଲକର ଧଳପୁର ପଞ୍ଚାୟତ ଅନ୍ତର୍ଗତ ଖରଶଙ୍କୁଳେଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜନୈକ ଆଦିବାସୀ ଛାତ୍ରୀଙ୍କୁ ଏକୁଟିଆ ପାଇ ପ୍ରଧାନ ଶିକ୍ଷକ ବିଦ୍ୟାଳୟ କଠୋରୀରେ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ଏହାପରେ ହରଭଙ୍ଗା ପୋଲିସ ଅଭିଯୁକ୍ତକୁ ପଚରାଉଚରା ପାଇଁ ଶିକ୍ଷକ ଙ୍କ ଧଳପୁର ଘରେ ପହଞ୍ଚି ଥିବା ବେଳେ ଅଭିଯୁକ୍ତ ଫେରାର ମାରିଥିଲା ।

ଏହି ଖବରକୁ ସର୍ବପ୍ରଥମେ ଈଟିଭି ଭାରତ ରେ ପ୍ରକାଶ ପରେ ଆଜି ଗୁରୁଦିବସରେ ହିଁ ଏଭଳି କୁତ୍ସିତ ତଥା ମାନସିକ ବିକୃତ ଶିକ୍ଷକକୁ ବିଭାଗ ପକ୍ଷରୁ ନିଲମ୍ବିତ କରାଯାଇଛି । ଶିକ୍ଷକ ଭଳି ପବିତ୍ର ତଥା ମର୍ଜ୍ୟାଦାଜନକ ପେଷାକୁ ଅପମାନିତ କରିଥିବାରୁ ବିଭିନ୍ନ ମହଲରେ ଏହାର ତୀବ୍ର ନିନ୍ଦା କରାଯାଇଛି ।

ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ଗୁରୁ ଦିବସ ରେ ଗୁରୁଙ୍କୁ ସଜ୍ଜା । ବୌଦ୍ଧ ଜିଲ୍ଲାର ବହୁ ଚର୍ଚ୍ଚିତ ରସିକିଆ ହେଡ ମାଷ୍ଟ୍ରେ ଙ୍କ ଛାତ୍ରୀ ଅସଦାଚରଣ ମାମଲାରେ ଆଜି ଫେରାର ଶିକ୍ଷକ ଙ୍କୁ ଶିକ୍ଷା ବିଭାଗ ନିଲମ୍ବିତ କରିଛି । ସୂଚନା ଥାଉକି ଗଣେଷ ପୂଜା ଦିନ ହରଭଙ୍ଗା ବ୍ଲକର ଧଳପୁର ପଞ୍ଚାୟତ ଅନ୍ତର୍ଗତ ଖରଶଙ୍କୁଳେଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜନୈକା ଆଦିବାସୀ ଛାତ୍ରୀ ଙ୍କୁ ଏକୁଟିଆ ପାଇ ଆଳ କରି ପ୍ରଧାନ ଶିକ୍ଷକ ବିଦ୍ୟାଳୟ କଠୋରୀ ରେ ଅସଦାଚରଣ କରିଥିବା ହରଭଙ୍ଗା ଥାନାରେ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ହୋଇଥିଲା ।ହରଭଙ୍ଗା ପୋଲିସ ଅଭିଯୁକ୍ତକୁ ପଚରାଉଚରା ପାଇଁ ଶିକ୍ଷକ ଙ୍କ ଧଳପୁର ଘର ଠାରେ ପହଞ୍ଚି ଥିବା ବେଳେ ଅଭିଯୁକ୍ତ ଫେରାର ମାରିଥିଲା ।ଏହି ଖବରକୁ ସର୍ବପ୍ରଥମେ ଈଟିଭି ଭାରତ ରେ ପ୍ରକାଶ ପରେ ଆଜି ଗୁରୁଦିବସରେ ହିଁ ଏଭଳି କୁତ୍ସିତ ତଥା ମାନସିକ ବିକୃତ ଶିକ୍ଷକ କୁ ବିଭାଗ ପକ୍ଷରୁ ନିଲମ୍ବିତ କରାଯାଇଛି ।ଶିକ୍ଷକ ଭଳି ପବିତ୍ର ତଥା ମର୍ଜ୍ୟାଦାଜନକ ପେଷାକୁ ଅପମାନିତ କରିଥିବାରୁ ବିଭିନ୍ନ ମହଲରେ ଏହାର ତୀବ୍ର ନିନ୍ଦା କରାଯାଇଛି ।

Body:ଗୁରୁ ଦିବସ ରେ ଗୁରୁଙ୍କୁ ସଜ୍ଜା ।

Conclusion:ବାଇଟ -୧-ଗେଣ୍ଡରା କୁଜୁର ,ଶିକ୍ଷା ଅଧିକାରୀ, ଡିପିଇପି
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.