ETV Bharat / state

ଫେଲ ମାରିଲା 5ଟି ଯୋଜନା, ପରିଚାଳନା ତ୍ରୁଟି ଅଭିଯୋଗରେ ସ୍କୁଲରେ ପଡ଼ିଲା ତାଲା

author img

By

Published : Apr 12, 2022, 6:37 PM IST

ବିଦ୍ୟାଳୟ ପରିଚାଳନା ତ୍ରୁଟି ଅଭିଯୋଗରେ ସ୍କୁଲରେ ପଡ଼ିଲା ତାଲା। ଅଧିକ ପଢ଼ନ୍ତୁ

Guardian protests due to school management issue in boudh
ଫେଲ ମାରିଲା 5ଟି ଯୋଜନା, ପରିଚାଳନା ତ୍ରୁଟି ଅଭିଯୋଗରେ ସ୍କୁଲରେ ପଡ଼ିଲା ତାଲା

ବୌଦ୍ଧ: ବିଦ୍ୟାଳୟ ପରିଚାଳନା ତ୍ରୁଟି ଅଭିଯୋଗରେ ସ୍କୁଲରେ ପଡ଼ିଲା ତାଲା। ବୌଦ୍ଧ ଜିଲ୍ଲାର ମୁଣ୍ଡିପଦର ଉଚ୍ଚ ବିଦ୍ୟାଳୟରେ ବିଭିନ୍ନ ସମସ୍ୟା ଲାଗିରହିଥିବା ସତ୍ତ୍ବେ ବିବାଦ ଏବେ ଉଗ୍ରରୂପ ନେଇଛି। ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବଦଳି ଅଭିଯୋଗରେ ଅଭିଭାବକ ସଂଘ ପକ୍ଷରୁ ସ୍କୁଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ବୌଦ୍ଧ ଜିଲ୍ଲା ମୁଣ୍ଡିପଦର ଉଚ୍ଚ ବିଦ୍ୟାଳୟରେ ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟା ଶେଷରେ ଉଗ୍ରରୂପ ନେବାରେ ଲାଗିଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ପରିଚାଳନା ଗତ ତ୍ରୁଟି ଯୋଗୁଁ ନାନା ସମସ୍ୟା ଉପୁଜିଥିବା ଅଭିଯୋଗ ହୋଇଆସୁଛି। ସ୍କୁଲଟି 5t ଅନ୍ତର୍ଗତ ହେବାପରେ ଏହାର ଉନ୍ନତି ନାଁରେ ବ୍ୟାପକ ସମସ୍ୟା ସୃଷ୍ଟି ହୋଇଥିଲା। ଉତ୍ତମ ଶ୍ରେଣୀଗୃହ ନଥିବାରୁ ଛାତ୍ରଛାତ୍ରୀ ଗଛମୂଳେ ବସି ପାଠ ପଢୁଛନ୍ତି । ଯାହା ଫଳରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଅବିଭାବକ ସଂଘ ଅଭିଯୋଗ କରି ଆଜି ବିଦ୍ୟାଳୟରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସ୍କୁଲର ଏଭଳି ପରିସ୍ଥିତି ବାରମ୍ବାର ଗଣମାଧ୍ୟମ ଜରିଆରେ ସାମ୍ନାକୁ ଆସିଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଅନ୍ୟପଟେ ଅବିଭାବକ ତୁରନ୍ତ ଶିକ୍ଷୟିତ୍ରୀଙ୍କ ବଦଳି ଦାବି କରିଥିବାବେଳେ ଏନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି ସମ୍ପୃକ୍ତ ପ୍ରଧାନ ଶିକ୍ଷୟିତ୍ରୀ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.