ETV Bharat / state

ସରକାରୀ ଜାଗାରୁ ଉଚ୍ଛେଦ ପ୍ରସଙ୍ଗ, ପ୍ରଶାସନର ଦ୍ବାରସ୍ଥ ହେଲେ ଅସହାୟ

ସରକାରୀ ଜାଗାରେ ଘର କରି ବସବାସ କରୁଥିବା ଅସହାୟଙ୍କୁ ଉଚ୍ଛେଦ କରାଯିବା ପ୍ରସଙ୍ଗ । ଏନେଇ ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି 10ରୁ ଊର୍ଦ୍ଧ୍ବ ପରିବାର । ଅଧିକ ପଢନ୍ତୁ...

ସରକାରୀ ଜାଗାରୁ ଉଚ୍ଛେଦ ପ୍ରସଙ୍ଗ, ପ୍ରଶାସନର ଦ୍ବାରସ୍ଥ ହେଲେ ଗରିବ ପରିବାର

author img

By

Published : Oct 2, 2020, 2:00 PM IST

ବୌଦ୍ଧ: ସରକାରୀ ଜାଗାରେ ଘର କରି ବସବାସ କରୁଥିବା ଗରିବଙ୍କୁ ଉଚ୍ଛେଦ କରାଯିବା ପ୍ରସଙ୍ଗ । ଏନେଇ ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି 10ରୁ ଊର୍ଦ୍ଧ୍ବ ପରିବାର ।

ସରକାରୀ ଜାଗାରୁ ଉଚ୍ଛେଦ ପ୍ରସଙ୍ଗ, ପ୍ରଶାସନର ଦ୍ବାରସ୍ଥ ହେଲେ ଗରିବ ପରିବାର

ସୂଚନାନୁସାରେ, ବୌଦ୍ଧ ଜିଲ୍ଲା ସଦର ମହକୁମା ଫେରିଘାଟ ନିକଟରେ ଦୀର୍ଘ 20 ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ସରକାରୀ ଜାଗାରେ ଝୁପୁଡି ଘର କରି ବସବାସ କରୁଛନ୍ତି ଅନେକ ଗରିବ ପରିବାର । ଉକ୍ତ ପରିବାରର ଲୋକମାନେ ଛୋଟମୋଟ କାମ କରି ପରିବାର ପ୍ରତିପୋଷଣ କରନ୍ତି । ହେଲେ ବର୍ତ୍ତମାନ ଉକ୍ତ ସରକାରୀ ଜାଗାକୁ ଅବକାରୀ ବିଭାଗକୁ ହସ୍ତାନ୍ତର କରାଯାଇଥିବାରୁ ସେଠାରେ ଦୀର୍ଘ ଦିନରୁ ବସବାସ କରୁଥିବା ପରିବାରଙ୍କୁ ଉଚ୍ଛେଦ କରାଯିବ । ଏନେଇ ସୂଚନା ମିଳିବା ପରେ ସେଠାରେ ବସବାସ କରୁଥିବା ଗରିବ ପରିବାରମାନେ ବର୍ତ୍ତମାନ କେଉଁଠି ଆଶ୍ରୟ ନେବେ ସେହି ଚିନ୍ତାରେ ରହିଛନ୍ତି । ଆଉ ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି ।

ସେପଟେ ଏହି ପରିବାର ଗୁଡିକ ବିହାର ଅଞ୍ଚଳର ହୋଇଥିବାରୁ ଏମାନଙ୍କ ଥଇଥାନ କିଭଳି କରାଯିବ ସେ ନେଇ ମଧ୍ୟ ସମସ୍ୟା ରହିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.