ETV Bharat / state

ଶିକ୍ଷା ନୀତି ସମ୍ପର୍କିତ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କଲେ ଗୋଣ୍ଡ ସମାଜ - ଗୋଣ୍ଡ ସମାଜ

କୋରୋନା ସମୟରେ ଶିକ୍ଷା କ୍ଷେତ୍ରରେ ଅନେକ ବାଧା ସୃଷ୍ଟି ହୋଇଛି । ଯାହାକୁ ନଜରରେ ରଖି ସରକାର ଅନଲାଇନରେ ଶିକ୍ଷା ପ୍ରଦାନ ବ୍ୟବସ୍ଥା କରିଛନ୍ତି । ଆଦିବାସୀ ଛାତ୍ରଛାତ୍ରୀ ଲକଡାଉନ ସମୟରେ ସରକାରଙ୍କ ଅନଲାଇନ ଶିକ୍ଷାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି। । ଅଧିକ ପଢନ୍ତୁ...

ଶିକ୍ଷା ନୀତି ସମ୍ପର୍କିତ ଦାବିପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କଲେ ଗୋଣ୍ଡ ସମାଜ

author img

By

Published : Aug 18, 2020, 5:50 PM IST

ବୌଦ୍ଧ: ଲକଡାଉନ ସମୟରେ କୋରୋନା ସଂକ୍ରମଣ ଆଶଙ୍କାରେ ସମସ୍ତ ବିଦ୍ୟାଳୟକୁ ସରକାର ବନ୍ଦ କରି ଅନଲାଇନରେ ଶିକ୍ଷା ପ୍ରଦାନ ବ୍ୟବସ୍ଥା କରିଛନ୍ତି। କିନ୍ତୁ ଗରିବ ଆଦିବାସୀଙ୍କ ନିକଟରେ ମୋବାଇଲ, କମ୍ପ୍ୟୁଟର ଆଦି ନଥିବାରୁ ସେମାନଙ୍କ ପିଲାମାନେ ଶିକ୍ଷା ଗ୍ରହଣରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି ।

ଶିକ୍ଷା ନୀତି ସମ୍ପର୍କିତ ଦାବିପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କଲେ ଗୋଣ୍ଡ ସମାଜ

ସରକାରଙ୍କ ଶିକ୍ଷା ନୀତି ଧନୀ ଓ ଗରିବ ଶ୍ରେଣୀରେ ବିଭାଜନ ହୋଇଥିବା ଅଭିଯୋଗ କରି ଅଖିଳ ଭାରତୀୟ ଗୋଣ୍ଡ ଓ୍ବାନା ଗୋଣ୍ଡ ମହାସଭା ସମାଜର ବୌଦ୍ଧ ଶାଖା ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏଥିସହିତ ବିଭିନ୍ନ ସ୍ଥାନରେ ଆଦିବାସୀଙ୍କ ଜମିକୁ ଚଞ୍ଚକତା କରି ହଡପ ଓ ଆଦିବାସୀଙ୍କ ଜମି କିଣାବିକା ଉପରେ ଅନୁମତିକୁ ନେଇ 5 ଦଫା ସମ୍ବଳିତ ଏକ ଦାବିପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ଜିଲ୍ଲା ଗୋଣ୍ଡ ସମାଜ କର୍ମକର୍ତ୍ତା ପ୍ରଦାନ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.