ETV Bharat / state

ସୋଲାର ପ୍ଲାଣ୍ଟ ନାଁରେ ଜଙ୍ଗଲ ନଷ୍ଟ କରୁଛି କମ୍ପାନୀ - ଆଦିତ୍ୟ ବିର୍ଲା କମ୍ପାନୀ ପ୍ରାୟ 35 ଏକର ଜମିରେ ସୋଲାର ପ୍ଲାଣ୍ଟ କାର୍ଯ୍ୟ ଆରମ୍ଭ

ଦେବଗଡ ଗାଁ ନିକଟରେ ଆଦିତ୍ୟ ବିର୍ଲା କମ୍ପାନୀ ପ୍ରାୟ 35 ଏକର ଜମିରେ ସୋଲାର ପ୍ଲାଣ୍ଟ କାର୍ଯ୍ୟ ଆରମ୍ଭ କରିଛି । ରବିବାର ସକାଳୁ ନିକଟସ୍ଥ ଗ୍ରାମ୍ୟ ଜଙ୍ଗଲରୁ କମ୍ପାନୀ ଜଙ୍ଗଲ ବିଭାଗର ଅସାଧୁ କର୍ମଚାରୀଙ୍କ ଜ୍ଞାତସାରରେ ଗଛ କାଟିଥିବା ଅଭିଯୋଗ କରିଥିଲେ ।

forest tree cutting for solar plant in debagarh
ସୋଲାର ପ୍ଲାଣ୍ଟ ନା ରେ ଗଛ କାଟିଦେଲା କମ୍ପାନୀ
author img

By

Published : Dec 22, 2019, 11:36 PM IST

ବୌଦ୍ଧ: ବାମଣ୍ଡା ପଞ୍ଚାୟତ ଅନ୍ତର୍ଗତ ଦେବଗଡ ଗ୍ରାମରେ ଚାପ ଉତ୍ତେଜନା ସୃଷ୍ଟି ହୋଇଛି । ସୂଚନା ମୁତାବକ, ଦେବଗଡ ଗାଁ ନିକଟରେ ଆଦିତ୍ୟ ବିର୍ଲା କମ୍ପାନୀ ପ୍ରାୟ 35 ଏକର ଜମିରେ ସୋଲାର ପ୍ଲାଣ୍ଟ କାର୍ଯ୍ୟ ଆରମ୍ଭ କରିଛି । ରବିବାର ସକାଳୁ ନିକଟସ୍ଥ ଗ୍ରାମ୍ୟ ଜଙ୍ଗଲରୁ କମ୍ପାନୀ ଜଙ୍ଗଲ ବିଭାଗର ଅସାଧୁ କର୍ମଚାରୀଙ୍କ ଜ୍ଞାତସାରରେ ଗଛ କାଟିଥିବା ଅଭିଯୋଗ କରିଥିଲେ ।

ସୋଲାର ପ୍ଲାଣ୍ଟ ନା ରେ ଗଛ କାଟିଦେଲା କମ୍ପାନୀ

ଏପରିକି ପଥର ରଖି ରାସ୍ତା ଅବରୋଧ ମଧ୍ୟ କରିଛନ୍ତି । ଏଥିସହ କମ୍ପାନୀ ପକ୍ଷରୁ ଦିଆଯାଇଥିବା ପ୍ରତିଶୃତିରୁ ଓହରିଯିବା ସହ ଅଞ୍ଚଳର ଚାଷ ପାଇଁ ନିର୍ଭରଶୀଳ କେନାଲ ନାଳକୁ ମଧ୍ୟ ପୋତିଦେଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଏଠାକାର ଲୋକଙ୍କ ସରଳତାର ସୁଯୋଗ ନେଇ କମ୍ପାନୀ ଶାଗମାଛ ଦରରେ ଜମିକୁ ହାତେଇ ନେଇଛି । ଫଳରେ ଅଞ୍ଚଳରେ ତୀବ୍ର ଜନ ଅସନ୍ତୋଷ ସୃଷ୍ଟି ହୋଇଛି । ତୁରନ୍ତ ଏଦିଗରେ ପଦକ୍ଷେପ ନିଆ ନ ଗଲେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ପ୍ରତିଶୃତି ଦେଇ ଠକିଦେଲା କମ୍ପାନୀ ।ଅନନ୍ୟୋପାୟ ହୋଇ ବାଧ୍ୟରେ ନିର୍ମାଣାଧୀନ କମ୍ପାନୀ ରାସ୍ତାକୁ ବନ୍ଦ କଲେ ।
ବୌଦ୍ଧ ଜିଲ୍ଲାର ବାମଣ୍ଡା ପଞ୍ଚାୟତ ଅନ୍ତର୍ଗତ ଦେବଗଡ ଗ୍ରାମରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି ।ସୂଚନା ମୁତାବକ ଦେବଗଡ ଗାଁ ନିକଟରେ ଆଦିତ୍ୟ ବିର୍ଲା କମ୍ପାନୀ ପ୍ରାୟ35 ଏକର ଜମିରେ ସୋଲାର ପ୍ଲାଣ୍ଟ କାର୍ଯ୍ୟ ଆରମ୍ଭ କରିଛି ।କିନ୍ତୁ ରବିବାର ସକାଳୁ ନିକଟସ୍ଥ ଗ୍ରାମ୍ୟ ଜଙ୍ଗଲ ରୁ କମ୍ପାନୀ ଜଙ୍ଗଲ ବିଭାଗ ର ଅସାଧୁ କର୍ମଚାରୀଙ୍କ ଜ୍ଞାତସାରରେ ଗଛ କାଟିଥିବା ଅଭିଯୋଗ କରି କମ୍ପାନୀ ରାସ୍ତା ଉପରେ ପଥର ରଖି ବନ୍ଦ କରିଦେଇଛନ୍ତି ।ଏଥିସହିତ କମ୍ପାନୀ ପକ୍ଷରୁ ପୂର୍ବରୁ ଦିଆଯାଇଥିବା ପ୍ରତିଶୃତି ରୁ ଓହରିଯିବା ସହ ଅଞ୍ଚଳର ଚାଷ ପାଇଁ ନିର୍ଭରଶୀଳ କେନାଲ ନାଳକୁ ମଧ୍ୟ ପୋତିଦେଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।ଏଠାକାର ଲୋକଙ୍କ ସରଳତାର ସୁଯୋଗ ନେଇ କମ୍ପାନୀ ଶାଗମାଛ ଦରରେ ଜମିକୁ ହାତେଇ ଏବେ ନିଜର କାୟା ବିସ୍ତାର କରିବାରେ ଲାଗିଛିବୋଲି ଚର୍ଚ୍ଚା ହେଉଛି ।ଫଳରେ ଅଞ୍ଚଳରେ ତୀବ୍ର ଜନ ଅସନ୍ତୋଷ ସୃଷ୍ଟି ହୋଇଛି ।ତୁରନ୍ତ ଏଦିଗରେ ପଦକ୍ଷେପ ନିଆନଗଲେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

Body:ସୋଲାର ପାଓ୍ବାର ପ୍ଲାଣ୍ଟ ନିର୍ମାଣ ନାରେ ଗ୍ରାମ୍ୟ ଜଙ୍ଗଲ ଧ୍ବଂସ ଅଭିଯୋଗ

Conclusion:ବାଇଟ-୧-ଜୟକିଶୋର ଅମାତ,ଗ୍ରାମବାସୀ
ବାଇଟ-୨-ରବୀନ୍ଦ୍ର ମହାକୁଳ,ବୃକ୍ଷ ପ୍ରେମୀ
ବାଇଟ-୩-ଦେବହରି ବିଶ୍ବାଳ,ଗାଁ ସଭାପତି
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.