ETV Bharat / state

ପିଏମ ଯୋଜନାରେ ଘର ଯୋଗାଇବାକୁ କହି ଟଙ୍କା ଚଳୁ କଲେ ଓ୍ବାର୍ଡମେମ୍ବର !

author img

By

Published : Dec 9, 2019, 8:19 PM IST

ସରକାରୀ ଅର୍ଥ ଆତ୍ମସାତ ଓ ପ୍ରଧାନମନ୍ତ୍ରୀ ଗୃହ ଯୋଜନାରେ ନିରୀହ ଲୋକଙ୍କ ଲକ୍ଷାଧିକ ଟଙ୍କା ହଡପ ଅଭିଯୋଗ। ବୌଦ୍ଧର ୱାର୍ଡମେମ୍ବର ଓ ତାଙ୍କ ସ୍ବାମୀଙ୍କ ବିରୁଦ୍ଧରେ ଏଭଳି ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଅଧିକ ଖବର ପଢନ୍ତୁ...

_financial irregularities
ସରକାରୀ ଯୋଜନାରୁ ଓ୍ବାର୍ଡମେମ୍ବରଙ୍କ ଟଙ୍କା ଚଳୁ,ଗ୍ରାମବାସୀଙ୍କ ଅଭିଯୋଗ

ବୌଦ୍ଧ: ନିର୍ବାଚିତ ଓ୍ବାର୍ଡମେମ୍ବର ଓ ତାଙ୍କ ସ୍ବାମୀଙ୍କ କଳା କାରନାମାର ପର୍ଦ୍ଦାଫାଶ । ସରକାରୀ ଅର୍ଥ ଆତ୍ମସାତ ଓ ପ୍ରଧାନମନ୍ତ୍ରୀ ଗୃହ ଯୋଜନାରେ ନିରୀହ ଲୋକଙ୍କ ଲକ୍ଷାଧିକ ଟଙ୍କା ହଡପ ଅଭିଯୋଗ । ୱାର୍ଡମେମ୍ବର ଓ ତାଙ୍କ ସ୍ବାମୀଙ୍କ ବିରୁଦ୍ଧରେ ଏଭଳି ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ସରକାରୀ ଯୋଜନାରୁ ଓ୍ବାର୍ଡମେମ୍ବରଙ୍କ ଟଙ୍କା ଚଳୁ,ଗ୍ରାମବାସୀଙ୍କ ଅଭିଯୋଗ

ତେବେ ଗତ କିଛିଦିନ ହେବ ବୌଦ୍ଧ ଜିଲ୍ଲାର ପଞ୍ଚାୟତ ଗୁଡିକରେ ଦୁର୍ନୀତି ଚରମ ଶିଖରରେ ପହଞ୍ଚିଯାଇଛି । ଏନେଇ ହରଭଙ୍ଗା ବିଡ଼ିଓଙ୍କୁ ସରକାର ନିଲମ୍ବନ କରିସାରିଥିଲେ ମଧ୍ୟ ପଞ୍ଚାୟତ ଗୁଡିକରେ ଦୁର୍ନୀତି ଥମିବାର ନା ନେଉନି । ସୋମବାର ଜଣେ ଓ୍ବାର୍ଡମେମ୍ବର ଓ ତାଙ୍କ ସ୍ବାମୀଙ୍କ ନାଁରେ ଆର୍ଥିକ ଅନିୟମିତତା ଅଭିଯୋଗ କରି ଗ୍ରାମବାସୀ ଥାନାର ଦ୍ବାରସ୍ଥ ହୋଇଛନ୍ତି ।

ସୂଚନା ମୁତାବକ, ହରଭଙ୍ଗା ବ୍ଲକର ରାଧାନଗର ପଞ୍ଚାୟତ ଅନ୍ତର୍ଗତ ଦାମୋଦରପୁର ଗାଁର ଓ୍ବାର୍ଡମେମ୍ବର ହୀନ ସାହୁ ଓ ତାଙ୍କ ସ୍ବାମୀ ସୁବାଷ ସାହୁ ସରକାରଙ୍କ ଗାଁ କଲ୍ୟାଣୀ ଟଙ୍କା ଓ ପ୍ରଧାନମନ୍ତ୍ରୀ ଗୃହ ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଇ ଗ୍ରାମବାସୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକିନେଇଛନ୍ତି ।

ଏନେଇ ଗତ ରବିବାର ଗ୍ରାମସଭାରେ ସେଠାରେ ଗ୍ରାମବାସୀଙ୍କୁ ଅଭିଯୁକ୍ତ ଗାଳିଗୁଲଜ ସହ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ଆଜି ବାଧ୍ୟ ହୋଇ ଗ୍ରାମବାସୀ ବୌଦ୍ଧ ଥାନାରେ ଉକ୍ତ ଦୁଇ ସ୍ବାମୀ ସ୍ତ୍ରୀଙ୍କ ନାଁରେ ଏତଲା ଦେଇଛନ୍ତି । ଘଟଣାକୁ ବୌଦ୍ଧ ଥାନା ଅଧିକାରୀ ତପସ୍ବିନୀ କହଁର ଗୁରୁତର ନେବା ସହ ତଦନ୍ତ ଆରମ୍ଭ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି,ଇଟିଭି ଭାରତ

Intro:ନିର୍ବାଚିତ ଓ୍ବର୍ଡମେମ୍ବର ଓ ତାଙ୍କ ସ୍ବାମୀ ଙ୍କ କଳା କାରନାମା ବିରୁଦ୍ଧରେ ଥାନାରେ ଅଭିଯୋଗ କରିଛନ୍ତି ଗ୍ରାମବାସୀ ।ସରକାରୀ ଅର୍ଥ ଆତ୍ମସାତ ଓ ପ୍ରଧାନମନ୍ତ୍ରୀ ଗୃହ ଯୋଗାଇ ଦେବା ନାରେ ନିରୀହ ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ହଡପ ହୋଇଥିବା ଅଭିଯୋଗ ହୋଇଛି ।
ବୌଦ୍ଧ ଜିଲ୍ଲାର ପଞ୍ଚାୟତ ଗୁଡିକରେ ଦୁର୍ନୀତି ଏବେ ଚରମ ଶିଖରରେ ପହଞ୍ଚି ଯାଇଛି ।ଏନେଇ ହରଭଙ୍ଗା ବିଡ଼ିଓ ଙ୍କୁ ସରକାର ନିଲମ୍ବିତ କରିସାରିଥିଲେ ମଧ୍ୟ ପଞ୍ଚାୟତ ଗୁଡିକରେ ଦୁର୍ନୀତି ଥମିବାର ନା ନେଉନି ।ସୋମବାର ଜଣେ ଓ୍ବର୍ଡମେମ୍ବର ଓ ତାଙ୍କ ସ୍ବାମୀ ଙ୍କ ନାରେ ଆର୍ଥିକ ଅନିୟମିତତା ଅଭିଯୋଗ କରି ଗ୍ରାମବାସୀ ଥାନାର ଦ୍ବାରସ୍ଥ ହୋଇଛନ୍ତି ।ସୂଚନା ମୁତାବକ ହରଭଙ୍ଗା ବ୍ଲକର ରାଧାନଗର ପଞ୍ଚାୟତ ଅନ୍ତର୍ଗତ ଦାମୋଦରପୁର ଗାଁ ର ଓ୍ବର୍ଡମେମ୍ବର ହୀନ ସାହୁ ଓ ତାଙ୍କ ସ୍ବାମୀ ସୁବାଷ ସାହୁ ସରକାରଙ୍କ ଗାଁ କଲ୍ୟାଣୀ ଟଙ୍କା ଓ ପ୍ରଧାନମନ୍ତ୍ରୀ ଗୃହ ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଇ ଗ୍ରାମବାସୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକିନେଇଛନ୍ତି ।ଏନେଇ ଗତ ରବିବାର ରାତିରେ ଗାଁ ସଭା କରାଯାଇଥିଲେ ମଧ୍ୟ ସେଠାରେ ଗ୍ରାମବାସୀ ଙ୍କୁ ଅଭିଯୁକ୍ତ ଗାଳିଗୁଲଜ ସହ ଆପତ୍ତି ଜନକ ମନ୍ତବ୍ୟ ଦେବାରୁ ଆଜି ବାଧ୍ୟ ହୋଇ ଗ୍ରାମବାସୀ ବୌଦ୍ଧ ଥାନାରେ ଉକ୍ତ ଦୁଇ ସ୍ବାମୀ ସ୍ତ୍ରୀ ଙ୍କ ନାରେ ଏତଲା ଦେଇଛନ୍ତି ।ଏହାକୁ ନେଇ ବୌଦ୍ଧ ଥାନା ଅଧିକାରୀ ତପସ୍ବିନୀ କହଁର ତଦନ୍ତ ଆରମ୍ଭ କରିଛନ୍ତି ।

Body:ଦାମୋଦରପୁର ଗାଁରେ ଗରିବ ଆଦିବାସୀ ଙ୍କୁ ପ୍ରଧାନମନ୍ତ୍ରୀ ଗୃହ ଯୋଗାଇ ଦେବା ନାରେ ଅର୍ଥ ହଡପ ଅଭିଯୋଗ ।

Conclusion:ବାଇଟ୧-କାଶୀନାଥ ଦେହୁରୀ,ଗ୍ରାମବାସୀ
ବାଇଟ-୨-ନେତ୍ରାନନ୍ଦ ବାଘ,ଦାମୋଦରପୁରବାସୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.