ETV Bharat / state

ବୌଦ୍ଧରେ କାଳବୈଶାଖୀ ତାଣ୍ଡବ, 20ରୁ ଊର୍ଦ୍ଧ୍ବ ପଞ୍ଚାୟତ ପ୍ରଭାବିତ - Extensive damage by Kala Baishakhi in Boudh

କାଳବୈଶାଖୀ ପ୍ରଭାବରେ ବୌଦ୍ଧ ଜିଲ୍ଲାର 20ରୁ ଊର୍ଦ୍ଧ୍ବ ପଞ୍ଚାୟତର ଗରିବ ଲୋକ ପ୍ରଭାବିତ ହୋଇଛନ୍ତି । ଅନେକ ଗରିବଙ୍କୁ ବାସହରା କରିଛି କାଳବୈଶାଖୀ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ବୌଦ୍ଧ ଜିଲ୍ଲାରେ କାଳ ବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି

author img

By

Published : May 29, 2020, 7:50 PM IST

ବୌଦ୍ଧ: ତାଣ୍ଡବ ରଚିଲା କାଳବୈଶାଖୀ । ଅନେକ ଗରିବଙ୍କୁ କରିଛି ବାସହରା । ଗୁରୁବାର ସନ୍ଧ୍ୟାରେ ହୋଇଥିବା କାଳ ବୈଶାଖୀ ପ୍ରଭାବରେ ବୌଦ୍ଧ ଜିଲ୍ଲାର 20ରୁ ଊର୍ଦ୍ଧ୍ବ ପଞ୍ଚାୟତର ଗରିବ ଶ୍ରେଣୀ ପ୍ରଭାବିତ ହୋଇଛନ୍ତି । ଜିଲ୍ଲାର ବାଉଁଶୁଣୀ, ତାଳସରଡା, ମୁଣ୍ଡିପଦର, ମୁଣ୍ଡାପଡା, ତେଲିବନ୍ଧ, ଖୁଣ୍ଟବନ୍ଧ ଭଳି ପଞ୍ଚାୟତ ଗୁଡିକରେ ପ୍ରବଳ ଝଡବତାସ ସହିତ କୁଆପଥର ବୃଷ୍ଟିପାତ ହୋଇଥିଲା ।

ବୌଦ୍ଧ ଜିଲ୍ଲାରେ କାଳ ବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି

କୁଆପଥର ବୃଷ୍ଟି ଯୋଗୁଁ ଅନେକ ଗରିବ ଲୋକଙ୍କ ଖପର ଓ ଆଜବେଷ୍ଟସ ଘର ଭାଙ୍ଗି ଯାଇଥିବା ବେଳେ ଝଡତୋଫାନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ଅନେକ ସ୍ଥାନରେ ଗଛ ଭାଙ୍ଗିଯାଇ ବିଦ୍ୟୁତ ସରବରାହରେ ବ୍ୟାଘାତ ସୃଷ୍ଟି ହୋଇଛି । ସେପଟେ ଅନେକ ଲୋକଙ୍କ ମୁଣ୍ଡ ଉପରେ ଛପର ନଥିବାରୁ ସେମାନେ ବାଧ୍ୟ ହୋଇ ଗଛତଳେ ଆଶ୍ରୟ ନେଇଥିବା ଜଣାପଡିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.