ETV Bharat / state

ପ୍ରଧାନମନ୍ତ୍ରୀଙ୍କୁ ଇପିଏଫ ପେନସନର୍ସ ଆସୋସିଏସନର ଦାବିପତ୍ର ପ୍ରଦାନ

author img

By

Published : Aug 13, 2020, 1:20 PM IST

ଲକଡାଉନ ସମୟରେ ରାଜ୍ୟର ସମସ୍ତ ଜିଲ୍ଲାରେ ଇପିଏଫ ପେନସନଧାରୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖାଯାଉଛି । ଏମିତିରେ ବୁଧବାର ଅଲ ଓଡିଶା ଇପିଏଫ ପେନସନର୍ସ ଆସୋସିଏସନ ପକ୍ଷରୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି ।

boudh epf pensioners association, boudh latest news, epf pensioners protest in boudh, all odisha epf pensioners association, ବୌଦ୍ଧ ଇପିଏଫ ପେନସନର୍ସ ଆସୋସିଏସନ, ବୌଦ୍ଧ ଲାଟେଷ୍ଟ ନ୍ୟୁଜ୍‌, ବୌଦ୍ଧରେ ଇପିଏଫ ପେନସନଧାରୀଙ୍କ ଆନ୍ଦୋଳନ, ଅଲ ଓଡିଶା ଇପିଏଫ ପେନସନର୍ସ ଆସୋସିଏସନ
ପ୍ରଧାନମନ୍ତ୍ରୀଙ୍କୁ ଇପିଏଫ ପେନସନର୍ସ ଆସୋସିଏସନର ଦାବିପତ୍ର ପ୍ରଦାନ

ବୌଦ୍ଧ: ଲକଡାଉନ ସମୟରେ ରାଜ୍ୟର ସମସ୍ତ ଜିଲ୍ଲାରେ ଇପିଏଫ ପେନସନଧାରୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖାଯାଉଛି । ଏମିତିରେ ବୁଧବାର ଅଲ ଓଡିଶା ଇପିଏଫ ପେନସନର୍ସ ଆସୋସିଏସନ ପକ୍ଷରୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ବୌଦ୍ଧ ଶାଖା ପକ୍ଷରୁ ମଧ୍ୟ ଅନୁରୂପ ଭାବରେ ଇପିଏଫ ପେନସନର୍ସମାନେ ଏକତ୍ରିତ ହୋଇ ପାଞ୍ଚ ଦଫା ସମ୍ବଳିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ ।

ବୌଦ୍ଧ ଜିଲ୍ଲାର ଉଠା ଜଳସେଚନ ବିଭାଗ, ଫରେଷ୍ଟ କର୍ପୋରେସନ, ସମବାୟ ଓ ଅନ୍ୟାନ୍ୟ ବିଭାଗର ପ୍ରାୟ ଦୁଇ ହଜାର ପେନସନଧାରୀ ରହିଥିବା ବେଳେ ସେମାନେ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ଜଣାପଡିଛି । ଦାବିପତ୍ରରେ ବିଶେଷ ଭାବରେ ଖୋସରା କମିଟିର ସୁପାରିଶକୁ ଲାଗୁ କରିବା ସହ ଅନ୍ୟାନ୍ୟ ଦାବି ପୂରଣ ନେଇ ଉଲ୍ଲେଖ କରାଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.