ETV Bharat / state

ଅଣସର ଘରେ ଚତୁର୍ଦ୍ଧା ମୂରତି - ଅଣସର

ଶହେ ଆଠ ସୁବାସିତ ଜଳରେ ସ୍ନାନ କରିବା ପରେ ମହାବାହୁଙ୍କୁ ଜ୍ବର । ଗଜବେଶରେ ଭକ୍ତଙ୍କୁ ଦର୍ଶନ ଦେବାପରେ ଅଣସର ଘରକୁ ଚାଲିଯାଇଛନ୍ତି ଶ୍ରୀ ବିଗ୍ରହ ।

ଫଟୋ ସୌଜନ୍ଯ: ପ୍ରତିନିଧି, ବୌଦ୍ଧ
author img

By

Published : Jun 18, 2019, 12:00 AM IST

Updated : Jun 18, 2019, 10:54 AM IST

ବୌଦ୍ଧ: ସରିଲା ସ୍ନାନ ପୂର୍ଣ୍ଣିମାର ବିଧି । ଏବେ ଚତୁର୍ଦ୍ଧା ବିଗ୍ରହଙ୍କୁ ହେବ ଜ୍ବର । ମଙ୍ଗଳବାର ଠାରୁ ଶ୍ରୀ ବିଗ୍ରହ ମାନେ ଅଣସର ଘରେ ପନ୍ଦର ଦିନ ଧରି ଷୋଡଶ ଉପଚାର ପରେ ନେତ୍ରୋତ୍ସବ ଦିନ ଭକ୍ତଙ୍କୁ ଦର୍ଶନ ଦେବେ । ଏଭଳି ସ୍ଥିତିରେ ବୌଦ୍ଧ ଶ୍ରୀ ଜଗନ୍ନାଥ ମନ୍ଦିରରେ ସୋମବାର ରାତି ପ୍ରାୟ ୧୦ ଟା ପର୍ଯ୍ୟନ୍ତ ଭକ୍ତମାନେ ମହାବାହୁଙ୍କୁ ଦର୍ଶନ କରିଥିଲେ ।

ଭିଡ଼ିଓ ସୌଜନ୍ଯ: ପ୍ରତିନିଧି, ବୌଦ୍ଧ

ପବିତ୍ର ସ୍ନାନ ପୂର୍ଣ୍ଣିମା ହେତୁ ବୌଦ୍ଧ ର ପ୍ରସିଦ୍ଧ ଶ୍ରୀ ଜଗନ୍ନାଥ ମନ୍ଦିରର ସ୍ନାନ ମଣ୍ଡପ ନିକଟରେ ଦିନ ତମାମ ଭିଡ ଲାଗି ରହିଥିଲା । ଶ୍ରୀ ବିଗ୍ରହଙ୍କ ସ୍ନାନ ବିଧି ପରେ ଗଜବେଶ ଦର୍ଶନ କରିବାକୁ ବହୁ ଶ୍ରଦ୍ଧାଳୁ ସ୍ନାନ ମଣ୍ଡପରେ ପହଞ୍ଚି ଥିଲେ । ସଂଧ୍ୟାରେ ସଂଗୀତାୟନ ସଂସ୍ଥା ପକ୍ଷରୁ ଆୟୋଜିତ ଭଜନ ସମାରୋହ ପରିବେଶକୁ ଆହୁରି ଆଧ୍ୟାତ୍ମିକମୟ କରିଥିଲା । ଯାହାକୁ ଶ୍ରଦ୍ଧାଳୁମାନେ ଅତ୍ୟନ୍ତ ଭାବର ସହକାରେ ଉପଭୋଗ କରିଥିଲେ । ପରେ ରାତି ପ୍ରାୟ ୧୦ ଟା ବେଳକୁ ଶ୍ରୀ ବିଗ୍ରହ ମାନଙ୍କୁ ମନ୍ଦିରର ଅଣସର ଗୃହକୁ ନିଆଯାଇଥିଲା ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

Intro:ସରିଲା ସ୍ନାନ ପୂର୍ଣ୍ଣିମା ର ବିଧି । ଏବେ ଚତୁର୍ଦ୍ଧା ବିଗ୍ରହଙ୍କୁ ଜ୍ବର ହେବ ।ମଙ୍ଗଳବାର ଠାରୁ ଶ୍ରୀ ବିଗ୍ରହ ମାନେ ଅଣସର ଘରେ ପନ୍ଦର ଦିନ ଧରି ଷୋଡଶ ଉପଚାର ପରେ ନେତ୍ରୋତ୍ସବ ଦିନ ଭକ୍ତଙ୍କୁ ଦର୍ଶନ ଦେବେ ।ଏଭଳି ସ୍ଥିତିରେ ବୌଦ୍ଧ ଶ୍ରୀ ଜଗନ୍ନାଥ ମନ୍ଦିରରେ ସୋମବାର ରାତି ପ୍ରାୟ ୧୦ ଟା ପର୍ଯ୍ୟନ୍ତ ଭକ୍ତ ଭାବବିହ୍ବଳ ହୋଇ ଠାକୁରଙ୍କୁ ଦର୍ଶନ କରିଥିଲେ ।

Body:ସୋମବାର ପବିତ୍ର ସ୍ନାନ ପୂର୍ଣ୍ଣିମା ହେତୁ ବୌଦ୍ଧ ର ପ୍ରସିଦ୍ଧ ଶ୍ରୀ ଜଗନ୍ନାଥ ମନ୍ଦିରର ସ୍ନାନ ମଣ୍ଡପ ନିକଟରେ ଦିନ ତମାମ ଭିଡ ଲାଗି ରହିଥିଲା ।ଶ୍ରୀ ବିଗ୍ରହଙ୍କ ସ୍ନାନ ବିଧି ପରେ ଗଜବେଶ ଦର୍ଶନ କରିବାକୁ ବହୁ ଶ୍ରଦ୍ଧାଳୁ ସ୍ନାନ ମଣ୍ଡପ ରେ ପହଞ୍ଚି ଥିଲେ ।ସଂଧ୍ୟାରେ ସଂଗୀତାୟନ ସଂସ୍ଥା ପକ୍ଷରୁ ଆୟୋଜିତ ଭଜନ ସମାରୋହ ପରିବେଶକୁ ଆହୁରି ଆଧ୍ୟାତ୍ମିକମୟ କରିଥିଲା ।ରାତି ପ୍ରାୟ ୧୦ ଟା ବେଳକୁ ଶ୍ରୀ ବିଗ୍ରହ ମାନଙ୍କୁ ମନ୍ଦିରର ଅଣସର ଗୃହକୁ ନିଆଯାଇଥିଲା ।

Conclusion:ବାଇଟ-୧-ରୀତାଞ୍ଜଳି ସ୍ବାଇଁ, ଭକ୍ତ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
Last Updated : Jun 18, 2019, 10:54 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.