ETV Bharat / state

ଖୁଣ୍ଟରେ ପିଟିହୋଇ ବିଦ୍ୟୁତ କର୍ମଚାରୀ ମୃତ - ବିଦ୍ୟୁତ କର୍ମଚାରୀ ମୃତ

ପୁଣି ସଡକ ଦୁର୍ଘଟଣା ନେଲା ଆଉ ଜଣେ ଯୁବକଙ୍କ ଜୀବନ । ପ୍ରତ୍ୟେକ ଦିନ ଜିଲ୍ଲାର ବିଭିନ୍ନ ସ୍ଥାନରେ ସଡକ ଦୁର୍ଘଟଣା ଘଟୁଥିବା ବେଳେ ଏନେଇ ଚିନ୍ତା ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ । ଅଧିକ ପଢନ୍ତୁ...

ବିଦ୍ୟୁତ ଖୁଣ୍ଟରେ ପିଟିହୋଇ ବିଦ୍ୟୁତ କର୍ମଚାରୀ ମୃତ

author img

By

Published : Jun 29, 2020, 2:57 PM IST

Updated : Jun 29, 2020, 3:28 PM IST

ବୌଦ୍ଧ: ପୁଣି ସଡକ ଦୁର୍ଘଟଣା ନେଲା ଆଉ ଜଣେ ଯୁବକଙ୍କ ଜୀବନ । ପ୍ରତ୍ୟେକ ଦିନ ଜିଲ୍ଲାର ବିଭିନ୍ନ ସ୍ଥାନରେ ସଡକ ଦୁର୍ଘଟଣା ଘଟୁଥିବା ବେଳେ ଏନେଇ ଚିନ୍ତା ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ ।

ଖୁଣ୍ଟରେ ପିଟିହୋଇ ବିଦ୍ୟୁତ କର୍ମଚାରୀ ମୃତ

ଜିଲ୍ଲାରେ ଥମିବାର ନା ନେଉନି ସଡକ ଦୁର୍ଘଟଣା । ପ୍ରତ୍ୟେକ ଦିନ ଛୋଟବଡ ଦୁର୍ଘଟଣା ଘଟି ଧନଜୀବନ କ୍ଷତି ହେଉଛି । ରବିବାର ମଧ୍ୟରାତିରେ ବୌଦ୍ଧ ବିଦ୍ୟୁତ ଡିଭିଜନରେ କାର୍ଯ୍ୟରତ ଜଣେ ଯୁବକ ଏକ ବିଦ୍ୟୁତ ଖୁଣ୍ଟକୁ ଧକ୍କାଦେଇ ଏକ ବୋଲେରୋ ଗାଡିରେ ବାଡେଇ ହେବା ଫଳରେ ତାଙ୍କର ମୃତ୍ୟୁ ହୋଇଛି । ଗତ ସପ୍ତାହକ ମଧ୍ୟରେ ପାଞ୍ଚ ଜଣଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବେଳେ ଚଳିତ ମାସରେ କୋଡିଏ ଜଣଙ୍କ ମୃତ୍ୟୁ ହୋଇସାରିଲାଣି ।

ଜିଲ୍ଲାର ବିଭିନ୍ନ ସ୍ଥାନରେ ସଡକ ଦୁର୍ଘଟଣା
ଜିଲ୍ଲାର ବିଭିନ୍ନ ସ୍ଥାନରେ ସଡକ ଦୁର୍ଘଟଣା

ସୋମବାର ମଧ୍ୟ ଚାରିଛକ ନିକଟସ୍ଥ ଲକ୍ଷଣପୁର ଠାରେ ଏକ ହାଇଓ୍ବା ଟ୍ରକ ଓଲଟି ପଡିବାରୁ ଜଣେ ଆହତ ହୋଇଥିବା ସୂଚନା ମିଳିଛି । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରତ୍ୟେକ ଦିନ ସଡକ ଦୁର୍ଘଟଣା ଘଟୁଥିବାରୁ ବୁଦ୍ଧିଜୀବୀ ଚିନ୍ତା ପ୍ରକାଶ କରିଛନ୍ତି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

Last Updated : Jun 29, 2020, 3:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.