ETV Bharat / state

ବୌଦ୍ଧରେ ବିଜେଡି- ବିଜେପି ମଧ୍ୟରେ କଡା ଟକ୍କର - କଡା ଟକ୍କର

ବୌଦ୍ଧ ଓ କଣ୍ଟାମାଳ ପାଇଁ ମଧ୍ୟ ପ୍ରାର୍ଥୀ ଘୋଷଣା ହୋଇଛି । ନାମ ଘୋଷଣା ପରେ ବୌଦ୍ଧ ଜିଲ୍ଲାରେ ନିର୍ବାଚନୀ ତାତି ଦେଖିବାକୁ ମିଳିଛି । ଚଳିତ ଥର ଜିଲ୍ଲାରେ ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : Mar 23, 2019, 12:28 AM IST

ବୌଦ୍ଧ: ଆଗକୁ ସାଧାରଣ ନିର୍ବାଚନ । ବିଜେପି ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା ପରେ ଚଳଚଞ୍ଚଳ ହୋଇଉଠିଛି ବିଜେପି ଶିବିର । ତେବେ ଓଡିଶାର ସମୁଦାୟ ୧୦୦ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ସେଥିରେ ବୌଦ୍ଧ ଓ କଣ୍ଟାମାଳ ପାଇଁ ମଧ୍ୟ ପ୍ରାର୍ଥୀ ଘୋଷଣା ହୋଇଛି । ନାମ ଘୋଷଣା ପରେ ବୌଦ୍ଧ ଜିଲ୍ଲାରେ ନିର୍ବାଚନୀ ତାତି ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ ଆସନ ନିମନ୍ତେ ଦୁଇ ଥର ବିଧାନସଭା ନିର୍ବାଚନରେ କଡା ଟକ୍କର ଦେଇଥିବା ସୁଶାନ୍ତ କୁମାର ପ୍ରଧାନଙ୍କଉପରେ ବିଜେପି ଆସ୍ଥା ପ୍ରକଟ କରିଥିବା ବେଳେ କଣ୍ଟାମାଳ ଆସନ ନିମନ୍ତେ ବିଜେପିର ବରିଷ୍ଠ ନେତା କହ୍ନେଇ ଚରଣ ଡାଙ୍ଗଙ୍କ ନାମ ଉପରେ ଦଳ ମୋହର ମାରିଛି ।

କଣ୍ଟାମାଳ ଅଞ୍ଚଳର ଜଣେ ଟାଣୁଆ ନେତା ତଥା ସଂଗଠକ ଭାବରେ କହ୍ନେଇ ଚରଣ ବେଶ ଜଣାଶୁଣା । ଦଳ ତାଙ୍କ ନାମ ଉପରେ ମୋହର ମାରିବା ପରେ ବିଜେପି କର୍ମୀ ମହଲରେ ଆନନ୍ଦ ଖେଳି ଯାଇଛି । ଚଳିତ ଥର ନିର୍ବାଚନରେ ଆସନକୁ ନେଇ ଟକ୍କରା ଟକରି ଦେଖିବାକୁ ମିଳିବ ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

Intro:Body:

ତପସ୍ବିନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ

ପୁରୀ: ତପସ୍ବିନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ।  ପୁରୀ ଷ୍ଟେସନରେ 4 ନମ୍ବର ପ୍ଲାଣ୍ଟଫର୍ମରେ ଥିବା ବେଳେ ହଠାତ ନିଆଁ ଲାଗିଥିବା ସୂଚନା । ସେପଟେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।

ପୁରୀରୁ ସମ୍ବଲପୁରକୁ ଯାଉଥିବା ଟ୍ରେନରେ ନିଆଁ ଲାଗିଥିବାର କାରଣ ଜଣାପଡିଛି । ତେବେ ପ୍ରବଳ ଗରମ ଯୋଗୁ ଟ୍ରେନରେ ନିଆଁ ଲାଗିଥିବାର ଜଣାପଡିଛି ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.