ETV Bharat / state

ଘରେ ପଶୁଛି ଡ୍ରେନ ପାଣି, ଅଭିଯୋଗ ସତ୍ତ୍ୱେ ଚୁପ ପୌର ପ୍ରଶାସନ - ଘରେ ପଶୁଛି ଡ୍ରେନ ପାଣି

ମୁକୁଳା ଡ୍ରେନ ସଜାଡ଼ିବା ପାଇଁ ବାରମ୍ବାର ପୌର ପ୍ରଶାସନ ଠାରୁ ଜିଲା ପ୍ରଶାସନ ପର୍ଯ୍ୟନ୍ତ ଅଭିଯୋଗ କରି ନିରାଶ ହେଲେଣି ଖୋର୍ଦ୍ଧା ବୁଢ଼ୀ ବଗିଚା ଅଞ୍ଚଳବାସୀ । ଆନ୍ଦୋଳନର ଦେଇଛନ୍ତି ଚେତାବନୀ । ଅଧିକ ପଢନ୍ତୁ...

ଘରେ ପଶୁଛି ଡ୍ରେନ ପାଣି, ଅଭିଯୋଗ ସତ୍ୱେ ଚୁପ ପୌର ପ୍ରଶାସନ

author img

By

Published : Jun 21, 2020, 10:06 PM IST

ଖୋର୍ଦ୍ଧା: ବର୍ଷା ଦିନ ଆସିଲେ ଛାତିରେ ପଶୁଛି ଛନକା । ବର୍ଷେ କି ଦୁଇ ବର୍ଷ ନୁହେଁ, ବରଂ ଦୀର୍ଘ ବର୍ଷ ହେବ ବର୍ଷା ଦିନରେ ନର୍ଦମା ପାଣି ସହ ସଂଘର୍ଷ କରୁଛନ୍ତି ଖୋର୍ଦ୍ଧା ମ୍ୟୁନିସିପାଲିଟି ଅଞ୍ଚଳ ବୁଢ଼ୀ ବଗିଚା ଅଞ୍ଚଳବାସୀ । ମୁକୁଳା ଡ୍ରେନକୁ ସଜାଡ଼ିବା ପାଇଁ ବାରମ୍ବାର ପୌର ପ୍ରଶାସନଠାରୁ ଜିଲା ପ୍ରଶାସନ ପର୍ଯ୍ୟନ୍ତ ଅଭିଯୋଗ କରି ନିରାଶ ହେଲେଣି ସ୍ଥାନୀୟ ବାସିନ୍ଦା ।

ଘରେ ପଶୁଛି ଡ୍ରେନ ପାଣି, ଅଭିଯୋଗ ସତ୍ୱେ ଚୁପ ପୌର ପ୍ରଶାସନ

ଅସରାଏ ବର୍ଷା ଘର ଭିତରେ ବନ୍ୟାର ଭ୍ରମ ସୃଷ୍ଟି କରୁଥିବାବେଳେ କେବେ ଏ ସମସ୍ୟାର ସମାଧାନ ହେବ ତାକୁ ହିଁ ଚାହିଁ ରହିଛନ୍ତି ଏଠାକାର ଲୋକେ । ସେପଟେ ଏହି ନାର୍ଦମା ପାଣି ଘର ଭିତରେ ପଶିବାରୁ ନାନା ପ୍ରକାର ରୋଗର ଶିକାର ହେଉଛନ୍ତି ଛୋଟଛୋଟ ପିଲାମାନେ । ଏହି ଡ୍ରେନ ସମସ୍ୟାର ତୁରନ୍ତ ସମାଧାନ କରାନଗଲେ ଅଞ୍ଚଳବାସୀ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.