ETV Bharat / state

ଭଗବାନଙ୍କ ଭରସାରେ ଭଗବାନ

ବୌଦ୍ଧ ଜିଲ୍ଲାର ଗୋଛାପଡା ପଞ୍ଚାୟତର ମଙ୍ଗଳାମୁଣ୍ଡା ଗାଁରେ ସପରିବାର ରହନ୍ତି ଭଗବାନ ମେହେର । ଭଗବାନ ଓ ତାଙ୍କ ପତ୍ନୀ ଙ୍କ ଭିନ୍ନକ୍ଷମ କାର୍ଡ ଅଛି ସତ, କିନ୍ତୁ ଭତ୍ତା ଓ ଅନ୍ୟାନ୍ୟ ସରକାରୀ ଯୋଜନା ତାଙ୍କ ପାଇଁ ବାଟବଣା ହୋଇଛି । ଅସହାୟତା ଓ ସାମାଜିକ ସୁରକ୍ଷା ଠାରୁ ଢେର ଦୂରରେ କାଳ କାଟୁଛନ୍ତି  ଭଗବାନଙ୍କ ପରିବାର।

ଫଟୋ ସୌଜନ୍ୟ:ପ୍ରତିନିଧି, ବୌଦ୍ଧ
author img

By

Published : Aug 9, 2019, 11:48 PM IST

ବୌଦ୍ଧ: ଭଗବାନଙ୍କ ଭରସାରେ ଏବେ କାଳ କାଟୁଛନ୍ତି ଭଗବାନ ଓ ତାଙ୍କ ପରିବାର । ଅସହାୟତା ଓ ସାମାଜିକ ସୁରକ୍ଷା ଠାରୁ ଢେର ଦୂରରେ କାଳକାଟୁଛନ୍ତି ଭଗବାନଙ୍କ ପରିବାର। ଭଗବାନ ଜଣେ ଭିନ୍ନକ୍ଷମ ଓ ତାଙ୍କ ପତ୍ନୀ 10ବର୍ଷରୁ ଉର୍ଦ୍ଧ୍ବ ସମୟ ମାନସିକ ରୋଗରେ ପୀଡିତ । ଏଭଳି ଦୁଃଖଦ ଦୃଶ୍ୟ ବୌଦ୍ଧ ଜିଲ୍ଲାର ଗୋଛାପଡା ପଞ୍ଚାୟତରେ ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ବୌଦ୍ଧ

ବୌଦ୍ଧ ଜିଲ୍ଲାର ଗୋଛାପଡା ପଞ୍ଚାୟତର ମଙ୍ଗଳାମୁଣ୍ଡା ଗାଁରେ ସପରିବାର ରହନ୍ତି ଭଗବାନ ମେହେର । ପରିବାର କହିଲେ ପତ୍ନୀ ଓ ଚାରି ଝିଅ । ବହୁ କଷ୍ଟରେ ନିଜ ଦୁଇ ଝିଅ ଙ୍କୁ ବିବାହ କରିଥିବା ଭଗବାନ ଏବେ ଅସହାୟ ହୋଇ ପଡିଛନ୍ତି । କାରଣ ଦୀର୍ଘ 10ବର୍ଷରୁ ଉର୍ଦ୍ଧ ହେଲା ପତ୍ନୀଙ୍କ ମାନସିକ ସ୍ଥିତି ଭଲ ନାହିଁ । ଗତବର୍ଷ ଏକ ଦୁର୍ଘଟଣାରେ ଭଗବାନଙ୍କ ଅଣ୍ଟା ଓ ଗୋଡ ଭାଙ୍ଗି ଯାଇଛି ।

ଏବେ ତାଙ୍କର 2ବିବାହ ଯୋଗ୍ୟ ଝିଅ ଲୁଗା ବୁଣି ଯାହା ରୋଜଗାର କରନ୍ତି ସେଥିରେ ଘର ଚଳେ । ଭଗବାନ ଓ ତାଙ୍କ ପତ୍ନୀ ଙ୍କ ଭିନ୍ନକ୍ଷମ କାର୍ଡ ଅଛି ସତ, କିନ୍ତୁ ଭତ୍ତା ଓ ଅନ୍ୟାନ୍ୟ ସରକାରୀ ଯୋଜନା ତାଙ୍କ ପାଇଁ ବାଟବଣା ହୋଇଛି । ସେ ଏ ସମ୍ପର୍କରେ ଅନେକ ଥର ସ୍ଥାନୀୟ ପଞ୍ଚାୟତରେ ଗୁହାରୀ କରିଥିଲେ ମଧ୍ୟ ତାଙ୍କ ଆବେଦନ ପତ୍ର ହଜି ଯାଉଛି । ଭଗବାନ ଓ ତାଙ୍କ ପରିବାର କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବୀ ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ଭଗବାନଙ୍କ ଭରସାରେ ଏବେ କାଳ କାଟୁଛନ୍ତି ଭଗବାନ ।ଅସହାୟତା ଓ ସାମାଜିକ ସୁରକ୍ଷା ଠାରୁ ଢେର ଦୂରରେ କାଳକାଟୁଛନ୍ତି ଏକ ପରିବାର ।ନିଜେ ଭିନ୍ନକ୍ଷମ ହେବାସହ ନିଜ ପତ୍ନୀ ଦଶବର୍ଷ ରୁ ଉର୍ଦ୍ଧ୍ବ ହେଲା ମାନସିକ ଭିନ୍ନକ୍ଷମ ।ଏହା ସହିତ ମୁଣ୍ଡରେ ଚାରି ଝିଅରୁ ଆହୁରି ଦୁଇ ଝିଅ ଙ୍କ ବୋଝ ।ଏଭଳି କିଛି ଦୁଃଖଦ ଦୃଶ୍ୟ ବୌଦ୍ଧ ଜିଲ୍ଲାର ଗୋଛାପଡା ପଞ୍ଚାୟତରେ ଦେଖିବାକୁ ମିଳିଛି ।
ବୌଦ୍ଧ ଜିଲ୍ଲାର ଗୋଛାପଡା ପଞ୍ଚାୟତର ମଙ୍ଗଳାମୁଣ୍ଡା ଗାଁ ରେ ସପରିବାର ରହନ୍ତି ଭଗବାନ ମେହେର ।ପରିବାର କହିଲେ ପତ୍ନୀ ଓ ଚାରି ଝିଅ ।ବଡ କଷ୍ଟରେ ନିଜ ଦୁଇ ଝିଅ ଙ୍କୁ ବିବାହ କରିଥିବା ଭଗବାନ ଏବେ ଅସହାୟ ହୋଇ ପଡିଛନ୍ତି ।କାରଣ ଦୀର୍ଘ ଦଶ ବର୍ଷରୁ ଉର୍ଦ୍ଧ ହେଲା ପତ୍ନୀ ଙ୍କ ମାନସିକ ସ୍ଥିତି ଭଲ ନାହିଁ ।ଏପଟେ ଗତବର୍ଷ ଭଗବାନଙ୍କ ଦୁର୍ଘଟଣା ରୁ ଅଣ୍ଟା ଓ ଗୋଡ ଭାଙ୍ଗି ନିଜେ ଭିନ୍ନକ୍ଷମ ହୋଇ ଘରେ ପଡି ରହିଛନ୍ତି ।ଏବେ ତାଙ୍କ ଦୁଇ ବିବାହ ଯୋଗ୍ୟ ଝିଅ ଲୁଗା ବୁଣି ଯାହା ରୋଜଗାର କରନ୍ତି ସେଥିରେ ପେଟପୁରୁଛି ।ଭଗବାନ ଓ ତାଙ୍କ ପତ୍ନୀ ଙ୍କ ଭିନ୍ନକ୍ଷମ କାର୍ଡ ଅଛି ସତ, କିନ୍ତୁ ଭତ୍ତା ଓ ଅନ୍ୟାନ୍ୟ ସରକାରୀ ଯୋଜନା ତାଙ୍କ ପାଇଁ ବାଟବଣା ହୋଇଛି ।ସେ ଏସମ୍ପର୍କରେ ଅନେକ ଥର ସ୍ଥାନୀୟ ପଞ୍ଚାୟତରେ ଗୁହାରୀ କରିଥିଲେ ମଧ୍ୟ ତାଙ୍କ ଆବେଦନ ପତ୍ର ହଜି ଯାଉଛି ।ଭଗବାନ ଓ ତାଙ୍କ ପରିବାର କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବୀ ହୋଇଛି ।

Body:ଦୁଇ ଭିନ୍ନକ୍ଷମ ପତିପତ୍ନୀ ଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବୀ ।

Conclusion:ବାଇଟ-୧-ଭଗବାନ ମେହେର, ଭିନ୍ନକ୍ଷମ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.