ETV Bharat / state

ଦୁଗ୍ଧ ଶୀତଳିକରଣ କେନ୍ଦ୍ରକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ଦାବି - ଦୁଗ୍ଧ ଶୀତଳିକରଣ କେନ୍ଦ୍ରକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ଦାବି

ବୌଦ୍ଧ ଜିଲ୍ଲା ଚାରିଛକ ଠାରେ ଥିବା ଦୁଗ୍ଧ ଶୀତଳିକରଣ କେନ୍ଦ୍ର ଦୀର୍ଘ ବର୍ଷ ହେଲା ଅଚଳ ହୋଇପଡିଛି । ଏହାକୁ ପୁନଃ କାର୍ଯ୍ୟକ୍ଷମ କରାଯିବାକୁ ସାଧାରଣରେ ଦାବି ହୋଇଛି । ଅଧିକ ପଢନ୍ତୁ

ଦୁଗ୍ଧ ଶୀତଳିକରଣ କେନ୍ଦ୍ରକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ଦାବି

author img

By

Published : Apr 13, 2022, 9:26 AM IST

ବୌଦ୍ଧ: ଜିଲ୍ଲାରେ ଦୁଗ୍ଧ ଉତ୍ପାଦନର ରହିଛି ବିରାଟ ସମ୍ଭାବନା । ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକରେ ଅନେକ ଗୋପାଳକ ଗୋ ସମ୍ପଦ ସୃଷ୍ଟି କରି ଦୁଗ୍ଧ ଉତ୍ପାଦନ କରୁଛନ୍ତି । ସରକାର ମଧ୍ୟ ବିଭିନ୍ନ ଯୋଜନା ମାଧ୍ୟମରେ ଗୋପାଳକ ମାନଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି ସହିତ ଦୁଗ୍ଧ ଉତ୍ପାଦନ ପାଇଁ ପ୍ରାଣୀଧନ ବିଭାଗ ଜରିଆରେ ପ୍ରୋତ୍ସାହିତ କରୁଛନ୍ତି ।

ଦୁଗ୍ଧ ଶୀତଳିକରଣ କେନ୍ଦ୍ରକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ଦାବି

କିନ୍ତୁ ଜିଲ୍ଲାରେ ଆବଶ୍ୟକ ଥିବା ଅଧିକ ଦୁଗ୍ଧ ଶୀତଳିକରଣ କେନ୍ଦ୍ର ନ ଥିବାରୁ ଅନେକ ସମୟରେ ଚାଷୀଙ୍କ କ୍ଷୀର ବିକ୍ରି ନ ହୋଇ ପାରିବା କାରଣରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଉଛନ୍ତି । ସେପଟେ ମନମୁଣ୍ଡା ଠାରୁ ଲୁଣିବାହାଲ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଦୁଗ୍ଧ ଶୀତଳିକରଣ କେନ୍ଦ୍ରରେ କ୍ଷୀର ଦେଇ ଚାଷୀର ଆର୍ଥିକ ମାନଦଣ୍ଡ ବୃଦ୍ଧି ପାଇଛି । କିନ୍ତୁ ବୌଦ୍ଧ ଜିଲ୍ଲା ଚାରିଛକ ଠାରେ ଥିବା ଅନ୍ୟତମ ଦୁଗ୍ଧ ଶୀତଳିକରଣ କେନ୍ଦ୍ର ଦୀର୍ଘ ବର୍ଷ ହେଲା ଅଚଳ ହେବା ସହିତ ପରିତ୍ୟକ୍ତ ହୋଇ ପଡିଛି । ତେବେ ବର୍ତ୍ତମାନ ଏହି ଦୁଗ୍ଧ କେନ୍ଦ୍ରକୁ ପୁନଃ କାର୍ଯ୍ୟକ୍ଷମ କରାଯିବାକୁ ସାଧାରଣରେ ଦାବି ହୋଇଛି । ଏ ସମ୍ପର୍କରେ ବୌଦ୍ଧ ଜିଲ୍ଲାପାଳ ପ୍ରତିକ୍ରିୟା ରଖିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.