ETV Bharat / state

କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜରେ କଲରାପତରିଆ ବାଘ ମୃତ

author img

By

Published : Apr 6, 2020, 2:07 PM IST

ବୌଦ୍ଧ ଜିଲ୍ଲା କୁଶଙ୍ଗ ବନ୍ୟପ୍ରାଣୀ ଅଭୟାରଣ୍ୟ ଅଞ୍ଚଳରେ ଏକ କଲରାପତରିଆ ବାଘର ସନ୍ଦେହ ଜନକ ମୃତଦେହ ଠାବ ହୋଇଛି । ଅଧିକ ପଢନ୍ତୁ...

କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜରେ କଲରାପତରିଆ ବାଘର ମୃତଦେହ ଠାବ

ବୌଦ୍ଧ: କୁଶଙ୍ଗ ବନ୍ୟପ୍ରାଣୀ ଅଭୟାରଣ୍ୟ ଅଞ୍ଚଳରେ ଏକ କଲରାପତରିଆ ବାଘର ସନ୍ଦେହ ଜନକ ମୃତଦେହ ଠାବ ହୋଇଛି । ଘଟଣା ସ୍ଥଳରେ ବନ୍ୟପ୍ରାଣୀ ଅଧିକାରୀ, ଓ୍ବାଇଲ୍ଡ ଲାଇଫ ଅଧିକାରୀ ପ୍ରମୁଖ ପହଞ୍ଚି ତଦନ୍ତ କରିଛନ୍ତି ।

ସାରାଦେଶ ଲକଡାଉନ ଥିାବବେଳେ ବୌଦ୍ଧ କୁଶଙ୍ଗ ରେଞ୍ଜ ଅନ୍ତର୍ଗତ ମହାନଦୀ ଓ୍ବାଇଲ୍ଡ ଲାଇଫ ସେଞ୍ଚୁରୀ ମଧ୍ୟରେ ଏକ କଲରାପତରିଆ ବାଘର ମୃତଦେହକୁ ଠାବ କରାଯାଇଛି । ତେବେ ବାଘର ଗୋଡରେ ଆଘାତ ଯୋଗୁଁ ବାଘର ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲେ ମଧ୍ୟ ଏନେଇ ବିଭିନ୍ନ ଆଶା ଆଶଙ୍କା ସୃଷ୍ଟି ହୋଇଛି ।

ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏଭଳି କଲରାପତରିଆ ବାଘ ଚଳପ୍ରଚଳ ଥିବା ଡିଏଫଓ ସୂଚନା ଦେବା ସହ ଏମାନେ ମଣିଷଙ୍କ ପାଇଁ କ୍ଷତି କାରକ ନୁହନ୍ତି ବୋଲି ସୂଚନା ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.