ETV Bharat / state

ଜିଲ୍ଲାପାଳଙ୍କ ଦାଦନ ଓ ଦଲାଲ ଚିନ୍ତା

ବୌଦ୍ଧ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଦାଦନ ସମସ୍ୟା ଓ ଦଲାଲରାଜ ସମ୍ପର୍କରେ ଉଦବେଗ ପ୍ରକାଶ ପାଇବା ସହ ଏନେଇ କଡା ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ଜିଲ୍ଲାପାଳ । ଅଧିକ ପଢନ୍ତୁ...

author img

By

Published : Mar 2, 2020, 10:59 PM IST

ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଦାଦନ ଓ ଦଲାଲ ଚିନ୍ତା

ବୌଦ୍ଧ: ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଶ୍ରମିକ ଓ ଦାଦନ ସମସ୍ୟା ନେଇ ଗଭୀର ଉଦବେଗ । ବୌଦ୍ଧ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଦାଦନ ସମସ୍ୟା ଓ ଦଲାଲରାଜ ସମ୍ପର୍କରେ ଉଦବେଗ ପ୍ରକାଶ ପାଇବା ସହ ଏନେଇ କଡା ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ଜିଲ୍ଲାପାଳ ।

ବାଉଁଶୁଣୀ ପଞ୍ଚାୟତ ସହ ପଡୋଶୀ ଅନ୍ୟ ପ୍ରାୟ ଦଶଟି ପଞ୍ଚାୟତର ଅନେକ ଯୁବକ ବାହାର ରାଜ୍ୟରେ ଦାଦନ ଖଟୁଥିବାରୁ ସେମାନଙ୍କ ସୁରକ୍ଷା, ପ୍ରାପ୍ୟ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ପାଇଁ ଶ୍ରମ ବିଭାଗ ସହାୟତା ନେବାକୁ ଜିଲ୍ଲାପାଳ ଆହ୍ବାନ ଦେଇଥିଲେ । ଏହା ସହିତ ଶ୍ରମ କାର୍ଯ୍ୟାଳୟ ଓ ଅନ୍ୟ ସରକାରୀ କାର୍ଯ୍ୟାଳୟରେ ଦଲାଲ ମୁକ୍ତ ନିମନ୍ତେ ରାଜ୍ୟ ସରକାର ଯେଉଁ ପଦକ୍ଷେପ ଗ୍ରହଣ କରିଛନ୍ତି ତାକୁ କାମରେ ପରିଣତ କରିବାକୁ ମଧ୍ୟ ଜିଲ୍ଲାପାଳ ଆହ୍ବାନ ଦେଇଥିଲେ ।

ଏହି ଅବସରରେ କଳାକାରଙ୍କ ଦ୍ବାରା ଦାଦନ ଦୁଃଖ ସମ୍ପର୍କିତ ନାଟକ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଏସପି ଭି.ରଘୁନାଥ ରାଓ, ପିଡି ସୂର୍ଯ୍ୟ ନାରାୟଣ ଦାସ, ଉପଜିଲ୍ଲାପାଳ ଏନସି ଜ୍ୟୋତି ରଞ୍ଜନ ନାଏକ ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଦାଦନ ଓ ଦଲାଲ ଚିନ୍ତା ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.