ETV Bharat / state

କ୍ବାରେଣ୍ଟାଇନ ସେଣ୍ଟରରେ ପ୍ରବାସୀଙ୍କ ମୃତ୍ୟୁକୁ ନେଇ ବିବାଦ

author img

By

Published : Jul 10, 2020, 4:21 AM IST

ବୌଦ୍ଧ ଜିଲ୍ଲାର ଟିକରପଡା ପଞ୍ଚାୟତ ମେଣ୍ଢିମାଳ ଗ୍ରାମର ଜଣେ ପ୍ରବାସୀ ଶ୍ରମିକ ନିଜ ସ୍ବାସ୍ଥ୍ୟ ଖରାପ ଯୋଗୁଁ ଗୁଜୁରାଟରୁ ଫେରି ବଘିଆପଡା କ୍ବାରେଣ୍ଟାଇନ ସେଣ୍ଟରରେ ଗତ 7 ତାରିଖରୁ ରହିଥିଲେ । ସେଠାରେ ତାଙ୍କ ଛାତିରେ ଭୀଷଣ ଯନ୍ତ୍ରଣା ଯୋଗୁଁ ପରିବାର ପକ୍ଷରୁ ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଡାକ୍ତରୀ ଚିକିତ୍ସା ପାଇଁ ଅନୁରୋଧ କରାଯାଇଥିଲା । ମାତ୍ର ଚିକିତ୍ସା ସଠିକ ସମୟରେ କରାଯାଇନଥିବା ଅଭିଯୋଗ ରହିଛି ।

କ୍ବାରେଣ୍ଟାଇନ ସେଣ୍ଟର
କ୍ବାରେଣ୍ଟାଇନ ସେଣ୍ଟର

ବୌଦ୍ଧ: ପ୍ରବାସୀ ଶ୍ରମିକଙ୍କ କ୍ବାରେଣ୍ଟାଇନ ସମୟରେ ମୃତ୍ୟୁକୁ ନେଇ ବିବାଦ । ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଆଡକୁ ଅଙ୍ଗୁଳି ଉଠାଇଛନ୍ତି ପରିବାର । ବୌଦ୍ଧ ଜିଲ୍ଲାର ଟିକରପଡା ପଞ୍ଚାୟତ ମେଣ୍ଢିମାଳର ଘଟଣା ।

କ୍ବାରେଣ୍ଟାଇନ ସେଣ୍ଟରରେ ପ୍ରବାସୀଙ୍କ ମୃତ୍ୟୁକୁ ନେଇ ବିବାଦ

ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲାର ଟିକରପଡା ପଞ୍ଚାୟତ ମେଣ୍ଢିମାଳ ଗ୍ରାମର ଜଣେ ପ୍ରବାସୀ ଶ୍ରମିକ ନିଜ ସ୍ବାସ୍ଥ୍ୟ ଖରାପ ଯୋଗୁଁ ଗୁଜୁରାଟରୁ ଫେରି ବଘିଆପଡା କ୍ବାରେଣ୍ଟାଇନ ସେଣ୍ଟରରେ ଗତ 7 ତାରିଖରୁ ରହିଥିଲେ । ସେଠାରେ ତାଙ୍କ ଛାତିରେ ଭୀଷଣ ଯନ୍ତ୍ରଣା ଯୋଗୁଁ ପରିବାର ପକ୍ଷରୁ ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଡାକ୍ତରୀ ଚିକିତ୍ସା ପାଇଁ ଅନୁରୋଧ କରାଯାଇଥିଲା । ମାତ୍ର ଚିକିତ୍ସା ସଠିକ ସମୟରେ କରାଯାଇନଥିବା ଅଭିଯୋଗ ରହିଛି ।

ଗୁରୁବାର ହଠାତ ଉକ୍ତ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଯାଇଥିବା ଜଣା ପଡିବା ପରେ ପରିବାର ପକ୍ଷରୁ ଏନେଇ ସନ୍ଦେହ ପ୍ରକାଶ ପାଇଛି । ତେବେ କିଭଳି ଓ କେଉଁ ପରିସ୍ଥିତିରେ ଏହି ଶ୍ରମିକଙ୍କ ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇ ନାହିଁ ।ବୁଦ୍ଧିଜୀବୀ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.