ETV Bharat / state

2 ବର୍ଷ ହେବ ସରୁନି ବାଏପାସ ନିର୍ମାଣ କାର୍ଯ୍ୟ, ବଢୁଛି ଟ୍ରାଫିକ ସମସ୍ୟା

author img

By

Published : Oct 12, 2020, 9:47 AM IST

ଜିଲ୍ଲା ମଧ୍ୟ ଦେଇ ଯାଇଥିବା 57 ନଂ ଜାତୀୟ ରାଜପଥ ଉପରେ ମନମୁଣ୍ଡା ଓ ବୌଦ୍ଧଠାରେ ଯାତାୟତରେ ସୁବିଧା ପାଇଁ ଆରମ୍ଭ ହୋଇଛି ବାଏପାସ ରାସ୍ତା ନିର୍ମାଣ କାର୍ଯ୍ୟ । ହେଲେ ନିର୍ଦ୍ଧାରିତ ସମୟଠାରୁ ଢେର ବିଳମ୍ବ ହେବାରୁ ଏବେ ବଢିବାରେ ଲାଗିଛି ସ୍ଥାନୀୟବାସୀଙ୍କ ଅସନ୍ତୋଷ । ଅଧିକ ପଢନ୍ତୁ...

boudh latest news, bypass construction in boudh, traffic problem in boudh, irregularity in bypass construction in boudh, ବୌଦ୍ଧ ଲାଟେଷ୍ଟ ନ୍ୟୁଜ୍‌, ବୌଦ୍ଧରେ ବାଏପାସ କାର୍ଯ୍ୟ, ବୌଦ୍ଧରେ ଟ୍ରାଫିକ ସମସ୍ୟା, ବୌଦ୍ଧରେ ବାଏପାସ ନିର୍ମାଣରେ ଅନିୟମିତତା
2 ବର୍ଷ ହେବ ସରୁନି ବାଏପାସ ନିର୍ମାଣ କାର୍ଯ୍ୟ, ବଢୁଛି ଟ୍ରାଫିକ ସମସ୍ୟା

ବୌଦ୍ଧ: ଜିଲ୍ଲା ମଧ୍ୟ ଦେଇ ଯାଇଥିବା 57 ନଂ ଜାତୀୟ ରାଜପଥ ଉପରେ ମନମୁଣ୍ଡା ଓ ବୌଦ୍ଧଠାରେ ଯାତାୟତରେ ସୁବିଧା ପାଇଁ ଆରମ୍ଭ ହୋଇଛି ବାଏପାସ ରାସ୍ତା ନିର୍ମାଣ କାର୍ଯ୍ୟ । ଏହି ସ୍ଥାନରେ ରାସ୍ତା ଅତି ସଂକୀର୍ଣ୍ଣ ତଥା ବିପଦସଙ୍କୁଳ ଅବସ୍ଥାରେ ରହିଥିବାରୁ ଏଠାରେ ବାଏପାସ ରାସ୍ତା ଏକାନ୍ତ ଜରୁରୀ ହୋଇ ପଡିଛି । ହେଲେ ନିର୍ଦ୍ଧାରିତ ସମୟଠାରୁ ଢେର ବିଳମ୍ବ ହେବାରୁ ଏବେ ବଢିବାରେ ଲାଗିଛି ସ୍ଥାନୀୟବାସୀଙ୍କ ଅସନ୍ତୋଷ । ସେପଟେ ଏହି ବାଏପାସ ନିର୍ମାଣ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି ।

ତେବେ ମନମୁଣ୍ଡାରେ ଗାନ୍ଧୀଛକଠାରୁ ପିଡବ୍ଲୁଡି ବଙ୍ଗଳା ପର୍ଯ୍ୟନ୍ତ ବାଏପାସ ପାଇଁ ଦୀର୍ଘ ଦୁଇ ବର୍ଷ ହେଲା କାର୍ଯ୍ୟ ଚାଲିଛି ଯେ ସମ୍ପୂର୍ଣ୍ଣ ହେବାର ନାମ ଧରୁନି । ଫଳରେ ଏବେ ବି କେବଳ ମନମୁଣ୍ଡା କିମ୍ବା କଣ୍ଟାମାଳ ବ୍ଲକବାସୀ ନୁହେଁ ବରଂ ସମ୍ପୃକ୍ତ ଜାତୀୟ ରାଜପଥ ଉପରେ ନିର୍ଭର ସମସ୍ତ ଯାତ୍ରୀ ଟ୍ରାଫିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେପଟେ ଏହି ବାଏପାସ ରାସ୍ତା ଜମି ଓ ଘର କିଣାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.