ETV Bharat / state

ମନମୁଣ୍ଡା ହସ୍ପିଟାଲର ସମସ୍ୟା କେବେ ସୁଧୁରିବ? - ମନମୁଣ୍ଡା ହସ୍ପିଟାଲର ସମସ୍ୟା

ରାଜ୍ୟ ସରକାର ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ଯୋଜନା ପରେ ଯୋଜନା କରୁଛନ୍ତି । କିନ୍ତୁ ବାସ୍ତବ କଣ ତାହା ମନମୁଣ୍ଡା ହସ୍ପିଟାଲରୁ ସ୍ପଷ୍ଟ ଅନୁମେୟ ।

ମନମୁଣ୍ଡା ହସ୍ପିଟାଲର ସମସ୍ୟା କେବେ ସୁଧୁରିବ?
author img

By

Published : Sep 12, 2019, 3:27 AM IST

ବୌଦ୍ଧ: ବୌଦ୍ଧ ଜିଲ୍ଲାର ଅନ୍ୟତମ ପ୍ରମୁଖ ସ୍ଥାନ ହେଉଛି ମନମୁଣ୍ଡା । ଏଠାରେ ଥିବା ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ଉଭୟ ବୌଦ୍ଧ ଓ ସୋନପୁର ଜିଲ୍ଲାର ଅନେକ ଲୋକ ନିର୍ଭର କରିଥାନ୍ତି । ହେଲେ ଏହି ହସ୍ପିଟାଲକୁ ନେଇ ଏବେ ଲାଗି ରହିଛି ବହୁ ସମସ୍ୟ। କେତେବେଳେ ଡାକ୍ତର ନାହାଁନ୍ତିତ କେତେବେଳ ସର୍ବନିମ୍ନ ଚିକିତ୍ସା ସୁବିଧା ମଧ୍ୟ ମିଳୁନାହିଁ ।

ମନମୁଣ୍ଡା ହସ୍ପିଟାଲର ସମସ୍ୟା କେବେ ସୁଧୁରିବ?

ଯଦ୍ବାରା ଏହି ହସ୍ପିଟାଲ ଉପରେ ନିର୍ଭରଶୀଳ ଥିବା ଲୋକଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ମିଳିପାରୁ ନଥିବା ଅଭିଯୋଗ ହୋଇଛି । ରୋଗୀମାନେ ଅଧିକାଂଶ ସମୟରେ ଏହି ହସପିଟାଲରୁ ନିରାଶ ହୋଇ ଫେରିଥାନ୍ତି । ସବୁଠାରୁ ବିଡମ୍ବନା ହେଲା ଉକ୍ତ ହସ୍ପିଟାଲର କର୍ମଚାରୀଙ୍କୁ ଜଣାନାହିଁ ହସ୍ପିଟାଲରେ ଏକ୍ସରେ ମେସିନ ଅଛିକି ନାହିଁ । ଏମିତି ଗଦା ଗଦା ସମସ୍ୟାକୁ ନେଇ ଚାଲୁଛି ଏହି ହସ୍ପିଟାଲ । ଯାହକୁ ନେଇ ସ୍ଥାନୀୟ ଅଞ୍ଚଳରେ ଜନଅସନ୍ତୋଷ ବୃଦ୍ଧି ପାଉଛି । ହେଲେ ଏଠାରେ ନିଯୁକ୍ତି ପାଇଥିବା ଡାକ୍ତର କହିଛନ୍ତି ହସ୍ପିଟାଲରେ କୌଣସି ସମସ୍ୟା ନାହିଁ । ଯାହା ସମସ୍ୟାକୁ ଆହୁରି ବଢାଇ ଦେଇଛି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

Intro:ମୟୁରଭଞ୍ଜ ଏକ କଳାର ମାଟି ଏଠି ବିଭିନ୍ନ ପ୍ରକାର ସାଂସ୍କୃତିକ କଳା ଥିଲାବେଳେ ବହୁ କଳା ଲୁଚି ଯିବାକୁ ବସିଛି। ହେଲେ ଏହି କଳା ଓ କଳାକାର ମାନଙ୍କୁ ପୁଣି ଥରେ ଏକ ସ୍ୱତନ୍ତ୍ର ପରିଚୟ ତିଆରି କରାଇ ସାରା ଜିଲ୍ଲା ତଥା ରାଜ୍ୟ ରେ ଲୋକ ଲୋଚନ କୁ ଆଣିବାକୁ ଅଣ୍ଟା ଭିଡିଛନ୍ତି ପରଂବ୍ରହ୍ମ ସଂସ୍କୃତିକ ପ୍ରତିଷ୍ଠାନ ର ସଦସ୍ୟମାନେ। ମୟୁରଭଞ୍ଜ ଜିଲ୍ଲା ବାରିପଦା ସ୍ଥିତ ସହିଦସୃତି ଭବନ ପରିସରରେ ଆୟୋଜିତ ହୋଇଛି "ମାଟି ଏକ ବାସ୍ନା ଅନେକ" ର ଏକ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜିଲ୍ଲାର ବିଭିନ୍ନ କଳାକାର ମାନଙ୍କୁ ଦେଖିବାକୁ ମିଳିଥିଲା।Body:ଏହା ଆଗାମୀ ଦିନରେ ଯୁବପିଢ଼ି ମାନଙ୍କୁ ବେସ ପ୍ରଭାବିତ କରିବ ବୋଲି ଆଶା ରଖିଛନ୍ତି ପରଂବ୍ରହ୍ମ ସଂସ୍କୃତିକ ପ୍ରତିଷ୍ଠାନ ର ସଦସ୍ୟମାନ।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.