ETV Bharat / state

ଉଦଯାପିିତ ହେଲା ବୌଦ୍ଧ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା - Boudh mahotsav concluded by tourist minister

ବୌଦ୍ଧରେ ଉଦଯାପିିତ ହେଲା ବୌଦ୍ଧ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା । ମୁଖ୍ୟ ଅତିଥି ଭାବେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଯୋଗ ଦେଇଥିଲେ । ଉଦଯାପନୀ ଉତ୍ସବରେ ବିଧାୟକ ଓ ଜିଲ୍ଲାପାଳଙ୍କ ସହିତ ନାଚିଲେ ସମଗ୍ର ଜନତା ।

ଉଦଯାପିିତ ହେଲା ବୌଦ୍ଧ ମହୋତ୍ସବ ଓ ପଲ୍ଲଶ୍ରୀ ମେଳା
ଉଦଯାପିିତ ହେଲା ବୌଦ୍ଧ ମହୋତ୍ସବ ଓ ପଲ୍ଲଶ୍ରୀ ମେଳା
author img

By

Published : Jan 7, 2020, 12:06 PM IST

ବୌଦ୍ଧ: ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମାଧ୍ୟମରେ ଉଦଯାପିତ ହେଲା ବୌଦ୍ଧ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା । ସମ୍ବଲପୁରୀ ଗୀତର ତାଳେ ତାଳେ ବିଧାୟକ ଓ ଜିଲ୍ଲାପାଳଙ୍କ ସହିତ ନାଚିଲେ ସମଗ୍ର ଜନତା । ପାଞ୍ଚ ଦିନ ଧରି ଚାଲିଥିବା ବୌଦ୍ଧ ମହୋତ୍ସବ ଉଦଯାପିତ ହୋଇଯାଇଛି । ସୋମବାର ଏହି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଯୋଗ ଦେଇଥିଲେ ।

ଉଦଯାପିିତ ହେଲା ବୌଦ୍ଧ ମହୋତ୍ସବ ଓ ପଲ୍ଲଶ୍ରୀ ମେଳା

ଏଠାରେ ସେ ପ୍ରଥମେ ବୁଦ୍ଧଙ୍କୁ ଦର୍ଶନ ପରେ ନାଏକପଡାର ପାତାଳୀ କ୍ଷେତ୍ରରେ ପହଞ୍ଚି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରି ଅବିଭୂତ ହୋଇପଡିଥିଲେ । ଏହି ଆଧ୍ୟାତ୍ମିକ ତଥା ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ଥାନର ବିକାଶ ପାଇଁ ସେ ନିଶ୍ଚିତ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଉତ୍ସବରେ କଣ୍ଟାମାଳ ବିଧାୟକ ମହୀଧର ରଣା, ଏସସିଏସଟି ଉପଦେଷ୍ଟା ମୁନା ଖାଁ, ପଦ୍ମଶ୍ରୀ ଜିତେନ୍ଦ୍ରୀୟ ହରିପାଲ ପ୍ରମୁଖ ଯୋଗ ଦେଇଥିଲେ ।

ବୌଦ୍ଧ ଜିଲ୍ଲାର ପ୍ରାକୃତିକ ପରିବେଶକୁ ନେଇ ଏଠାରେ ଅକ୍ସି ଟୁରିଜିମର ସମ୍ଭାବନାକୁ କିଭଳି ବାସ୍ତବ ରୂପ ଦିଆଯାଇପାରିବ ସେ ସମ୍ପର୍କରେ ଜିଲ୍ଲାପାଳ ସରକାରଙ୍କୁ ଅନୁରୋଧ କରିଥିଲେ । ସୋମବାର ସକାଳୁ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ଵାରା ପ୍ରଥମେ ଆରମ୍ଭ ହୋଇଥିବା ମାନବ ଶୃଙ୍ଖଳ ଶେଷରେ ରାତିରେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ, ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଏସପିଭି ରଘୁନାଥ ରାଓ, ପିଡି ସୂର୍ଯ୍ୟ ନାରାୟଣ ଦାସ ଓ ଉପସ୍ଥିତ ଅନ୍ୟାନ୍ୟ କଳାପ୍ରେମୀ ଜିତେନ୍ଦ୍ରୀୟ ହରିପାଲ ଓ ନୂର ବେଗମଙ୍କ ସମ୍ବଲପୁରୀ ଗୀତର ତାଳେ ତାଳେ ନାଚି ଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଉଦଯାପିତ ହେଲା ବୌଦ୍ଧ ମହୋତ୍ସବ ।ସମ୍ବଲପୁରୀ ଗୀତର ତାଳେ ବିଧାୟକ ଓ ଜିଲ୍ଲାପାଳ ଙ୍କ ସହିତ ନାଚିଲେ ସମଗ୍ର ଜନତା ।
ପାଞ୍ଚ ଦିନ ଧରି ଚାଲିଥିବା ବୌଦ୍ଧ ମହୋତ୍ସବ ଉଦଯାପିତ ହେଲା ।ସୋମବାର ଏହି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଯୋଗ ଦେଇ ପ୍ରଥମେ ବୁଦ୍ଧଙ୍କୁ ଦର୍ଶନ ପରେ ନାଏକପଡା ର ପାତାଳୀ କ୍ଷେତ୍ରରେ ପହଞ୍ଚି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରି ଅବିଭୂତ ହୋଇପଡିଥିଲେ ।ଏହି ଆଧ୍ୟାତ୍ମିକ ତଥା ସୌନ୍ଦର୍ଯ୍ୟ ପୂର୍ଣ୍ଣ ସ୍ଥାନର ବିକାଶ ପାଇଁ ସେ ନିଶ୍ଚିତ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ ।ଉତ୍ସବ ରେ କଣ୍ଟାମାଳ ବିଧାୟକ ମହୀଧର ରଣା,ଏସସିଏସଟି ଉପଦେଷ୍ଟା ମୁନା ଖାଁ,ପଦ୍ମଶ୍ରୀ ଜିତେନ୍ଦ୍ରିୟ ହରିପାଲ ପ୍ରମୁଖ ଯୋଗ ଦେଇଥିଲେ ।ବୌଦ୍ଧ ଜିଲ୍ଲାର ପ୍ରାକୃତିକ ପରିବେଶ କୁନେଇ ଏଠାରେ ଅକ୍ସି ଟୁରିଜିମ ର ସମ୍ଭାବନା କୁ କିଭଳି ବାସ୍ତବ ରୂପ ଦିଆଯାଇ ପାରିବ ସେ ସମ୍ପର୍କରେ ଜିଲ୍ଲାପାଳ ସରକାରଙ୍କୁ ଅନୁରୋଧ କରିଥିଲେ ।ଆଜି ସକାଳୁ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ଙ୍କ ଦ୍ଵାରା ପ୍ରଥମେ ଆରମ୍ଭ ହୋଇଥିବା ମାନବ ଶୃଙ୍ଖଳ ଶେଷରେ ରାତି ରେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ, ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଏସପି ଭି ରଘୁନାଥ ରାଓ,ପିଡି ସୂର୍ଯ୍ୟ ନାରାୟଣ ଦାସ ଓ ଉପସ୍ଥିତ ଅନ୍ୟାନ୍ୟ କଳାପ୍ରେମୀ ଜିତେନ୍ଦ୍ରିୟ ହରିପାଲ ଓ ନୂର ବେଗମ ଙ୍କ ସମ୍ବଲପୁରୀ ଗୀତର ତାଳେ ତାଳେ ନାଚି ଥିଲେ ।

Body:ଉଦଯାପିତ ହେଲା ବୌଦ୍ଧ ମହୋତ୍ସବ ଓ ପଲ୍ଲଶ୍ରୀ ମେଳା ।

Conclusion:ବାଇଟ-୧-ବଡ,ଘୁଡୁକା କଳାକାର, ତୁଷୁରା
ବାଇଟ-୨-ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ପର୍ଯ୍ୟଟନ ମନ୍ତ୍ରୀ
ବାଇଟ-୩-ମହୀଧର ରଣା,ବିଧାୟକ, କଣ୍ଟାମାଳ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.