ETV Bharat / state

ବିପଦସଙ୍କୁଳ ଅବସ୍ଥାରେ ବୌଦ୍ଧ ମହାନଦୀ ସେତୁ

ବହୁ ଦାବି ପରେ 17 ବର୍ଷ ତଳେ ଅର୍ଥାତ ୨୦୦୨ ମସିହାରେ ବୌଦ୍ଧ ମହାନଦୀ ସେତୁକୁ ନିର୍ମାଣ କରାଯାଇ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଥିଲେ । ହେଲେ ଏହି ସେତୁ ଏବେ ଅବହେଳିତ ହୋଇପଡିଥିବା ଅଭିଯୋଗ ହୋଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : Aug 11, 2019, 3:23 PM IST

ବୌଦ୍ଧ: ଧୀରେ ଧୀରେ ବିପଦସଙ୍କୁଳ ହୋଇପଡୁଛି ବୌଦ୍ଧ ମହାନଦୀ ସେତୁ । ବହୁ ଦାବି ପରେ 17 ବର୍ଷ ତଳେ ଅର୍ଥାତ ୨୦୦୨ ମସିହାରେ ବୌଦ୍ଧ ମହାନଦୀ ସେତୁକୁ ନିର୍ମାଣ କରାଯାଇ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଥିଲେ । ହେଲେ ଏହି ସେତୁ ଏବେ ଅବହେଳିତ ହୋଇପଡିଥିବା ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ପଶ୍ଚିମ ଓ ଦକ୍ଷିଣ ଓଡିଶାର ସଂଯୋଗର ସେତୁ ଭାବରେ ପରିଚିତ ଏହି ବ୍ରିଜ ଉପରେ ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ଗାଡି ମୋଟର ଚଳାଚଳ ହୋଇଥାଏ । କିନ୍ତୁ ଏହା ବ୍ରିଜର କେତେକ ସ୍ଥାନରେ ସିମେଣ୍ଟ ଉଠିଯାଇ ଛଡ ଦେଖାଯାଉଥିବାବେଳେ ଦୁଇ ପାର୍ଶ୍ଵରେ ବାଲି ଓ ଗୋଡିରେ ପୋତି ହୋଇ ପଡୁଛି । ଫଳରେ ବ୍ରିଜ ଉପର ପାଣି ଠିକରେ ଡ୍ରେନେଜ ହୋଇ ନପାରି ବ୍ରିଜ ପ୍ରତି ବିପଦ ସୃଷ୍ଟି ହୋଇଛି । ତୁରନ୍ତ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି ।

ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.