ETV Bharat / state

ବୌଦ୍ଧ ବିକାଶ ପାଇଁ ଅଣ୍ଟା ଭିଡିଲା ବିଜେପି - ବୌଦ୍ଧ ବିକାଶ

ବୌଦ୍ଧ ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ଏଜେଣ୍ଡା ପ୍ରସ୍ତୁତ କରିଛି ଜିଲ୍ଲା ବିଜେପି । ବିଭିନ୍ନ ସମସ୍ୟା ନେଇ ଲୋକଙ୍କ ଠାରୁ ନେବ ମତାମତ । ଅଧିକ ପଢ଼ନ୍ତୁ...

boudh district, newly elected bjp president of boudh, boudha's development, ବୌଦ୍ଧ ବିକାଶ, ଅଣ୍ଟା ଭିଡିଲା ବିଜେପି
ବୌଦ୍ଧ ବିକାଶ ପାଇଁ ଅଣ୍ଟା ଭିଡିଲା ବିଜେପି
author img

By

Published : Jan 23, 2020, 7:07 AM IST

ବୌଦ୍ଧ: ଜିଲ୍ଲାର ବିକାଶ ନେଇ କୌଣସି ସାଲିସ କରାଯିବ ନାହିଁ । ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟ ଜଳ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାକୁ ନେଇ ଲୋକଙ୍କ ନିକଟରେ ପହଞ୍ଚିବା ସହ ଦରକାର ପଡିଲେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରାଯିବ ବୋଲି ବୌଦ୍ଧ ଜିଲ୍ଲା ବିଜେପିର ନୂତନ ସଭାପତି ବିପ୍ର ଚରଣ ମହାନ୍ତି କହିଛନ୍ତି ।

ବୌଦ୍ଧ ବିକାଶ ପାଇଁ ଅଣ୍ଟା ଭିଡିଲା ବିଜେପି

ବୌଦ୍ଧ ଜିଲ୍ଲାର ସାମଗ୍ରୀକ ବିକାଶ ନିମନ୍ତେ ଲୋକଙ୍କ ପାଖରେ ପହଞ୍ଚିବ ଜିଲ୍ଲା ବିଜେପି । ଜିଲ୍ଲା ବିଜେପିର ନୂଆ ମଙ୍ଗୁଆଳ ବିପ୍ର ଚରଣ ମହାନ୍ତି ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ଏ ପ୍ରକାର ସୂଚନା ଦେଇଛନ୍ତି । ବୌଦ୍ଧ ଜିଲ୍ଲାରେ ଦୁର୍ନୀତି ଓ ଦୁର୍ନୀତିଗ୍ରସ୍ତ ଅଧିକାରୀ, ଗୋଟିଏ ମଧ୍ୟ ସରକାରୀ ମହାବିଦ୍ୟାଳୟ ନଥିବା, ମହାନଦୀ କୂଳରେ ଥାଇ ପାନୀୟ ଜଳର ସଙ୍କଟ, ଯାତାୟାତ ପରି ସମସ୍ୟା ନେଇ ଲୋକଙ୍କ ମତାମତ ଗ୍ରହଣ କରିବ । ତେବେ ସର୍ବୋପରି କେନ୍ଦ୍ରାଞ୍ଚଳ ଓଡିଶାରେ ଥିବା ବୌଦ୍ଧ ଜିଲ୍ଲାରେ ମେଡ଼ିକାଲ କଲେଜ ସ୍ଥାପନ ପାଇଁ ଲୋକଙ୍କ ନିକଟରୁ ମତାମତ ଗ୍ରହଣ ସହିତ ଦରକାର ପଡିଲେ ରାଜରାସ୍ତାରେ ଆନ୍ଦୋଳନ କରିବାକୁ ପଛାଇବ ନାହିଁ ବୋଲି କହିଛନ୍ତି ।

ସମ୍ମିଳନୀରେ ବରିଷ୍ଠ ବିଜେପି ନେତା ସଚ୍ଚିଦାନନ୍ଦ ଦଲାଲ, କହ୍ନେଇ ଚରଣ ଡାଙ୍ଗ, ସୁଶାନ୍ତ କୁମାର ପ୍ରଧାନ, ସୂର୍ଯ୍ୟ ନାରାୟଣ ମହାପାତ୍ର ପ୍ରମୁଖ ଭାଗ ନେଇଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ଜିଲ୍ଲାର ବିକାଶ ନେଇ କୌଣସି ସାଲିସ କରାଯିବ ନାହିଁ ।ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟ ଜଳ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କୁ ନେଇ ଲୋକଙ୍କ ନିକଟରେ ପହଞ୍ଚିବା ସହ ଦରକାର ପଡିଲେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରାଯିବ ବୋଲି ବୌଦ୍ଧ ଜିଲ୍ଲା ବିଜେପି ର ନୂତନ ସଭାପତି ଦାୟିତ୍ୱ ନେଇଥିବା ସଭାପତି କହିଛନ୍ତି ।
ବୌଦ୍ଧ ଜିଲ୍ଲାର ସାମଗ୍ରିକ ବିକାଶ ନିମନ୍ତେ ଲୋକଙ୍କ ପାଖରେ ପହଞ୍ଚିବ ଜିଲ୍ଲା ବିଜେପି । ଜିଲ୍ଲା ବିଜେପି ର ନୂଆ ମଙ୍ଗୁଆଳ ବିପ୍ର ଚରଣ ମହାନ୍ତି ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ଏ ପ୍ରକାର ସୂଚନା ଦେଇଛନ୍ତି।ବୌଦ୍ଧ ଜିଲ୍ଲାରେ ଦୁର୍ନୀତି ଓ ଦୁର୍ନୀତିଗ୍ରସ୍ତ ଅଧିକାରୀ, ଗୋଟିଏ ମଧ୍ୟ ସରକାରୀ ମହାବିଦ୍ୟାଳୟ ନଥିବା, ମହାନଦୀ କୂଳରେ ଥାଇ ପାନୀୟ ଜଳର ସଂକଟ,ଯାତାୟାତ ତଥା ସର୍ବୋପରି କେନ୍ଦ୍ରାଞ୍ଚଳ ଓଡିଶା ରେ ଥିବା ବୌଦ୍ଧ ଜିଲ୍ଲାରେ ଏକ ମେଡ଼ିକାଲ କଲେଜ ସ୍ଥାପନ ପାଇଁ ଲୋକଙ୍କ ନିକଟରୁ ମତାମତ ଗ୍ରହଣ ସହିତ ଦରକାର ପଡିଲେ ରାଜରାସ୍ତାରେ ଆନ୍ଦୋଳନ କରିବାକୁ ପଛାଇବ ନାହିଁ ବୋଲି କହିଛନ୍ତି ।ସମ୍ମିଳନୀରେ ବରିଷ୍ଠ ବିଜେପି ନେତା ସଚ୍ଚିଦାନନ୍ଦ ଦଲାଲ, କହ୍ନେଇ ଚରଣ ଡାଙ୍ଗ, ସୁଶାନ୍ତ କୁମାର ପ୍ରଧାନ, ସୂର୍ଯ୍ୟ ନାରାୟଣ ମହାପାତ୍ର ପ୍ରମୁଖ ଭାଗ ନେଇଥିଲେ ।

Body:ବୌଦ୍ଧ ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ଲୋକଙ୍କ ନିକଟକୁ ଯିବ ବିଜେପି

Conclusion:ବାଇଟ-୧-ବିପ୍ର ଚରଣ ମହାନ୍ତି, ଜିଲ୍ଲା ସଭାପତି, ବିଜେପି
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.